Jyotish Shastra- ଦୀର୍ଘ 500 ବର୍ଷ ପରେ ଅକ୍ଟୋବର ମାସରେ ବନୁଛି ଦୁର୍ଲଭ ମହା ସଂଯୋଗ, ୫ ଗୋଟି ରାଶିରେ ହେବ ଭାଗ୍ୟୋଦୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆସନ୍ତା ମାସରେ ମା ଦୂର୍ଗାଙ୍କର ଦଶହରା ପର୍ବ ଅନୁଷ୍ଟିତ ହେବା ପାଇଁ ଯାଉଅଛି । ମା ଆଗମନରେ ସାରା ପୃଥିବୀବାସୀଙ୍କ ମନରେ ଉଲ୍ଲାସର ଲହରୀ ଦେଖିବା ପାଇଁ ମିଳୁଛି । ଏହି ଖୁସିର ଅବସରରେ ଏହି ୫ ଗୋଟି ରାଶିର ଭାଗ୍ୟରେ ପରିବର୍ତ୍ତନ ଆସିବା ପାଇଁ ଯାଉଅଛି । ମା ଦୂର୍ଗା ଅତ୍ୟନ୍ତ ଏହି ରାଶି ମାନଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଯେଉଁ କାରଣରୁ ଏହି ସବୁ ରାଶି ଧାରଣ କରିଥିବା ବ୍ୟକ୍ତିବିଶେଷ ମାନେ ମନସ୍ଥ କରିଥିବା ଇଚ୍ଛାକୁ ପୂରଣ କରିବାକୁ ଏହି ମାସରେ ସୁବର୍ଣ୍ଣ ସୁଯୋଗ ପାଇପାରିବେ ।

ବୃଷ ରାଶି ;- ଏହି ରାଶିର ଲୋକଙ୍କ ଉପରେ ମା ଦୂର୍ଗା ଓ ମା ଲକ୍ଷ୍ମୀଙ୍କର ବିଶେଷ କୃପାଦ୍ରୁଷ୍ଟି ଥିବା କାରଣରୁ ଏମାନଙ୍କର ଅକ୍ଟୋବର ମାସଟି ଅତି ଶୁଭ ରହିବ । ଏହି ମାସରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିପାରନ୍ତି । ବ୍ୟବସାୟ ତଥା କାରବାର କ୍ଷେତ୍ରରେ ବେପାରୀ ମାନେ ଲାଭବାନ ରହିବେ । ଘର ପରିବାରରେ ରହୁଥିବା ଆର୍ଥିକ ସମସ୍ଯା ଦୂର ହୋଇବ । ନୂଆ ମିତ୍ର କରିବାର ସୁଯୋଗ ପ୍ରାପ୍ତ ହୋଇବ ।

ମିଥୁନ ରାଶି ;- ଏହି ରାଶି ଲୋକଙ୍କର ଭାଗ୍ୟର ସପକ୍ଷ ଏମାନଙ୍କ ସହିତ ରହିବା ପାଇଁ ଯାଉଅଛି । ଯେଉଁ କାରଣରୁ ଏମାନଙ୍କ ଦିନ ଗୁଡିକ ଶୁଭ ହେବା ପାଇଁ ଯାଉଅଛି । ପାରିବାରିକ ମନ ମତାନ୍ତର ଦୂର ହୋଇବ । ଜୀବନସାଥି ସହିତ ସମ୍ପର୍କ ଉତ୍ତମ ରହିବ । ଅଚାନକ ଭାବରେ ଖୁସି ଖବର ମିଳିବାର ସମ୍ଭାବନା ଅଧିକ ମାତ୍ରାରେ ରହୁଅଛି ।

ସିଂହ ରାଶି ;- ଏହି ରାଶିର ଲୋଙ୍କର ଉପରେ ମା ଲକ୍ଷ୍ମୀଙ୍କର ଆଶ୍ରୀବାଦ ରହିବା କାରଣରୁ ଏମାନଙ୍କ ଦୁଃଖର ଦିନ ସରିବା ପାଇଁ ଯାଉଅଛି । ଚାକିରି କରିଥିବା ଲୋକ ମାନଙ୍କର ପଦ ଉନ୍ନତି ହେବା ସହିତ କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ପ୍ରାପ୍ତ କରିବେ । ଧନ କମେଇବାର ଅନେକ ଅବସର ପ୍ରାପ୍ତ ହୋଇବ । ଅଧୁରା କାର୍ଯ୍ୟକୁ ପୂରଣ କରିବାକୁ ସୁଯୋଗ ପ୍ରାପ୍ତ ହୋଇବ ।

ଏହି ସମୟ ଅବଧି ମଧ୍ୟରେ ଯେଉଁ କାର୍ଯ୍ୟ ଆରମ୍ଭ କରି ସଫଳତା ପାଇବା ନିମନ୍ତେ ଆଶା ରଖିବେ । ତାହା ସଫଳ ହେବ । ତୁଳା ରାଶି ;-  ତୁଳା ରାଶି ଧାରଣ କରିଥିବା ଲୋକମାନେ ନିଜର ଭାଗ୍ୟର ସହାୟତା ଫଳରେ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ । ଏହି ସମୟରେ ଧନ ଜନିତ କୌଣସି ସମସ୍ଯାର ସମ୍ମୁଖୀନ ହେବା ପାଇଁ ପଡିବ ନାହିଁ । ଘର ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ ।

କୁମ୍ଭ ରାଶି ;- ଏହି କୁମ୍ଭ ରାଶିର ଲୋକ ମାନେ ମାଲାମାଲ ହେବାର ଦିନ ଆସିଯାଇଛି । ନୂତନ ଜିନିଷ କ୍ରୟ କରିବାର ଶୁଭ ସମୟ ବନୁଅଛି । ଯଦି ଜୀବନରେ କୌଣସି ପ୍ରକାର ଅସୁବିଧା ଲାଗିରହୁଥାଏ । ତେବେ ଘଟିବାକୁ ଯାଉଥିବା ଶୁଭ ସଂଯୋଗ ଦ୍ଵାରା ଆପଣଙ୍କର ସବୁ ସମସ୍ଯାର ସମାଧାନ ହୋଇବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ନିହାତି ଭାବେ ଲାଇକ୍ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *