Jyotish Shastra- 100 ବର୍ଷରେ ପ୍ରଥମ ଥର କ୍ରୋଧିତ ଅଛନ୍ତି ପ୍ରଭୁ ଶନିଦେବ, କାଲି ଠାରୁ ସାବଧାନ ରୁହନ୍ତୁ ଏହି 1 ରାଶିର ଲୋକ

ନମସ୍କାର ବନ୍ଧୁଗଣ । ଜ୍ଯୋତିଷ ଗ୍ରହ ଅନୁସାରେ ଶନି ଗ୍ରହ ଙ୍କର ରାଶି ପରିବର୍ତ୍ତନ ଜୀବନ ରେ ଖୁବ ପ୍ରଭାବ ପକାଇଥାଏ । କାହିଁକି ଶନି ଗ୍ରହ କର୍ମ ଅନୁସାରେ ଜାତକ ଙ୍କୁ କର୍ମ ର ଫଳ ପ୍ରଦାନ କରିଥାନ୍ତି । ଅନେକ ଦିନ ପରେ ଶନି ଗ୍ରହ ନିଜର ସ୍ଥାନ ପରିବର୍ତ୍ତନ କରି ନିଜ ଘର ମକର ରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହା କାରଣ ରୁ ଅନେକ ରାଶି ଉପରେ ଏହାର ପ୍ରଭାବ ଦେଖା ଦେବ । ବନ୍ଧୁଗଣ ଶନି ଭଗବାନ ଦୀର୍ଘ 22 ତାରିଖ ଅକ୍ଟୋବର ମାସ ପର୍ଯ୍ୟନ୍ତ ବକ୍ର ଗତି ରେ ଚାଲିବେ ।

ଯାହା କାରଣ ରୁ ଏହାର କିଛି ବିଶେଷ ପ୍ରାଭବ କିଛି ବିଶେଷ ରାଶି ଉପରେ ହିଁ ପଡିବ । ଯାହାଫଳରେ ସେହି ରାଶି ର ଲୋକ ମାନଙ୍କ ଜୀବନରେ ଶନି ଭଗବାନ ଏନକେ ଆଶୀର୍ବାଦ ରୁ ସୁଖ ଶାନ୍ତି ପ୍ରବେଶ କରିବ । ବନ୍ଧୁଗଣ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ମଧ୍ୟରୁ ପ୍ରଥମ ଭାଗୟଶାଳୟ ରାଶି ଟି ହେଉଛି ମେଷ ରାଶି ।

ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନରେ ଶନି ଭଗବାନ ଙ୍କ ଆଶୀର୍ବାଦ ରୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ । ସମାଜ ରେ ମାନ ସମ୍ମାନ ମଧ୍ୟ ବଢିବ । ପରିବାର ରେ ସୁଖ ଶାନ୍ତି ର ବାତାବରଣ ରହିବ । ଓ ନିଜ ଲୋକ ଙ୍କର ସମସ୍ତ କାର୍ଯ୍ୟରେ ସମର୍ଥନ ମଧ୍ୟ ପାଇ ପାରିବେ ।

ଦ୍ଵିତୀୟ ଭାଗ୍ୟଶାଳୀ ରାଶି ଟି ହେଉଛି ମୀନ ରାଶି । ମୀନ ରାଶି ର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଏହି ସମୟ ଟି ଖୁବ ଭଲ ରହିବ । ପୂର୍ବ ରୁ କରିଥିବା ସମସ୍ତ ପରିଶ୍ରମ ର ଫଳ ଆସରୁ ଅଧିକ ରୂପେ ଏହି ସମୟ ରେ ଆପଣ ଙ୍କୁ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ଖୁବ ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ । ବ୍ୟାପାର ରେ ଅଧିକ ରୁ ଅଧିକ ଲାଭ ମିଳିବ । ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହୋଇ ରହିବ । ଶେଷ ଭାଗ୍ୟଶାଳୀ ରାଶି ଟି ହେଉଛି ଧନୁ ରାଶି ।

ଆପଣ ଙ୍କ ଜୀବନରେ ମଧ୍ୟ ଶନି ଦେବ ଙ୍କର ଏପରି ସ୍ଥାନ ପରିବର୍ତ୍ତନ ଯୋଗୁଁ ଭିନ୍ନ ଭିନ୍ନ ପରିବର୍ତ୍ତନ ଗୁଡିକ ଦେଖା ଦେବ । ଆପଣ ମାନଙ୍କର ବହୁ ଦିନରୁ କୌଣସି ସ୍ଥାନରେ ଅଟକି ରହିଥିବା ଟଙ୍କା ଆପଣ ଙ୍କୁ ଏହି ସମୟରେ ଶନୀ ଭଗବାନ ଙ୍କର କୃପା ରୁ ମିଳିଯିବ । ଏହାସହ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି କରିବେ ।

ସମସ୍ତ ସମ୍ବନ୍ଧ ରେ ପ୍ରେମ ଓ ମଧୁରତା ଦେଖା ଦେବ । ମାତ୍ର ଆପଣ କୌଣସି ସ୍ଥାନରେ କିଛି ଦାନ ପୂଣ୍ୟ କିଛି ଭଲ କର୍ମ ଯଦି କରନ୍ତି, ତେବେ ଏହାଦ୍ବାରା ଆପଣଙ୍କ ଜୀବନ ରେ ଏହାର ଖୁବ ଭଲ ଫଳ ମିଳିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *