Jyotish Shastra- ଖରାପ ଦିନ ହେଲା ଶେଷ, ଆସନ୍ତା 5 ଦିନ ଘଣ୍ଟା ମଧ୍ୟରେ ଏହି 6 ଟି ରାଶିକୁ ମିଳିବ ବହୁତ ବଡ ଖୁସି ଖବର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ଜୀବନରେ ରାଶିରେ ଥିବା ଗ୍ରହ ଓ ନକ୍ଷତ୍ରଙ୍କର ପ୍ରଭାବ ସେହି ବ୍ୟକ୍ତି ଉପରେ ସିଧାସଳଖ ପଡିଥାଏ । ଯେଉଁ କାରଣରୁ ବ୍ୟକ୍ତି ନିଜ ଭାଗ୍ୟର ପ୍ରଭାବ ଅନୁଯାଇ ନିଜର ଜୀବନ ବ୍ୟକ୍ତି ଅତିବାହିତ କରିଥାଏ । ମଣିଷ ତା’ର ଜୀବନରେ ବର୍ତ୍ତମାନ ଓ ଭବିଷ୍ୟତ ସମୟରେ କ’ ଣ ଘଟିବା ପାଇଁ ଯାଉଛି । ତାହା ଜାଣିବା ପାଇଁ ନିଜ ରାଶି ଅନୁସାରେ ଜ୍ଯୋତିଷ ଶାସ୍ତ୍ରର ସାହାଜ୍ଯ ମଧ୍ୟ ନେଇଥାଏ । ସେହି ଜ୍ଯୋତିଷ ଶାସ୍ତ୍ରର ଗବେଷଣା ଅନୁଯାଇ ୫ ଟି ରାଶି ବିଷୟରେ ବର୍ଣ୍ଣନା କରିବା ପାଇଁ ଯାଉଛୁ ।

ମେଷ ରାଶି ;- ଏହି ରାଶିର ଲୋକ ମାନଙ୍କ ଜୀବନରେ ଏଭଳି ଏକ ପରିବର୍ତ୍ତନ ଆସିବା ପାଇଁ ଯାଉଅଛି । ଯେଉଁ କାରଣରୁ ସେମାନେ ନିଜ ବହୁ ଦିନର ପରିଶ୍ରମର ଫଳ ପାଇପାରିବେ । ଖୁସିର ସମାହାର ଏବେ ଏହି ରାଶିଙ୍କ ଉପରେ ବର୍ଷିବା ପାଇଁ ଯାଉଅଛି । ଯେଉଁ କାରଣରୁ ଏହି ଆସନ୍ତା ସମୟରେ ଏହି ବ୍ୟକ୍ତି ମାନେ ନିଜର ସ୍ଵପ୍ନକୁ ପୂରଣ କରିବାର ସୁବର୍ଣ୍ଣ ସୁଯୋଗ ପାଇପାରିବେ । ନିଜର ଜୀବନକୁ ଏହି ସମୟ ଅବଧିରେ ଭରପୁର ଖୁସିରେ ଉପଭୋଗ କରିପାରିବେ ।

ତୁଳା ରାଶି ;-  ଏହି ରାଶି ମାନଙ୍କର ଏହି ସମୟ ବହୁତ ସଫଳତା ଆଣିଦେବ । ଯେଉଁ କାରଣରୁ ଏମାନେ ସେହି ଖୁସିକୁ ଉପଭୋଗ କରିବା ପାଇଁ କୌଣସି ମାନରଞ୍ଜନୀ ଧର୍ମୀ କାର୍ଯ୍ୟର ଆୟୋଜନ କରିବେ । କାରବାରରେ ଲାଭବାନ ହୋଇବେ । ସନ୍ତାନ ପ୍ରାପ୍ତିର ଶୁଭ ସମାଚାର ପ୍ରାପ୍ତ ହୋଇବ । ଘର ପରିବାର ସହିତ ବୁଲି ଜୀବନର ଯୋଜନା ପ୍ରସ୍ତୁତ କରିବେ ।

କର୍କଟ ରାଶି ;-  କର୍କଟ ରାଶିର ଲୋକ ମାନଙ୍କର ଦୁଃଖର ବେଳ ସରି ଖୁସିର ଦିନ ଆସିବା ପାଇଁ ଯାଉଅଛି । ଏହି ରାଶିର ପ୍ରେମ କରୁଥିବା ଲୋକ ନିଜ ପ୍ରେମରେ ସଫଳତା ପ୍ରାପ୍ତ କରିବେ । ବିବାହ ପାଇଁ ଉପଯୁକ୍ତ ପ୍ରସ୍ତାବ ଆସିପାରେ ଚାକିରି ସନ୍ଧାନରେ ଥିବା ଚାରି ପାଇଁ ମନନୀତ ହୋଇପାରନ୍ତି । ବୈବାହିକ କଳହ ଏହି ସମୟ ମଧ୍ୟରେ ସମାପ୍ତ ହୋଇ ପ୍ରେମ ଗଭୀର ହୋଇବ। କୁମ୍ଭ ରାଶି ;-  କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ କୁମ୍ଭ ରାଶିର ଲୋକ ପାଇଁ ଏହି ସମୟ ଅନୁକୂଳ ଅଟେ ।

ଶିକ୍ଷା ଓ ବ୍ୟବସାୟ କ୍ଷେତ୍ରରେ ଥିବା ଲୋକ ଭଲ ପ୍ରଦର୍ଶନ କରିବେ । ମା ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । କୌଣସି ଦଳର ନେତୃତ୍ଵ ନେବାରେ ସକ୍ଷମ ହୋଇବେ । ସିଂହ ରାଶି ;- ସିଂହ ରାଶିର ବ୍ୟକ୍ତିବିଶେଷ ମାନେ ଏହି ସମୟରେ ନିଜ କ୍ଯାରିଅର ପାଇଁ ଉତ୍ତମ ନିସ୍ପତି ନେଇପାରିବେ । କ୍ଯାରିଅର ପାଇଁ ଭଲ ଭଲ ଅବସର ପ୍ରାପ୍ତ ହୋଇବ ।

ବିଦ୍ୟାର୍ଥୀ ଏହି ସମୟରେ ନିଜ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ । ବିବାହିତ ମହିଳା ମାନେ ଶାଶୁ ଘରେ ଉତ୍ତମ ରୂପରେ ନିଜକୁ ଗଢି ପାରିବେ । ମକର ରାଶି ;- ଏହି ରାଶିର ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କ ଆଶ୍ରୀବାଦ ଏହି ସମୟ ଅବଧି ମଧ୍ୟରେ ପ୍ରଚୁର ପରିମାଣରେ ରହିବ । ଯେଉଁ କାରଣରୁ ବ୍ୟକ୍ତିର ସମସ୍ତ କାର୍ଯ୍ୟ ବିନା ବାଧା ବିଘ୍ନରେ ହୋଇପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *