Vastu Shastra- ଭବିଷ୍ୟତର ସୂଚନା ଦେଇଥାଏ ବିଛା, ଜାଣନ୍ତୁ ଘରକୁ ଆସିଲେ ଶୁଭ ନା ଅଶୁଭ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ଅନେକ ପ୍ରକାର ଜୀବଜନ୍ତୁ ଦେଖିବାକୁ ମିଳିଥାଏ । ହାତୀ ଭଳି ବୃହତକାୟ ଶରୀର ଥିବା ଜୀବଠୁ ନେଇ କ୍ଷୁଦ୍ରତମ ପିମ୍ପୁଡି ସମସ୍ତଙ୍କୁ ଭଗବାନ ଏହି ଧରା ପୃଷ୍ଟକୁ ପଠେଇଛନ୍ତି । ପ୍ରତ୍ଯେକ ଜୀବଜନ୍ତୁଙ୍କର ଶାସ୍ତ୍ରରେ  କିଛି ନା କିଛି ମହତ୍ଵ ରହିଥାଏ । ଆଜି ଆପଣମାନେ ବିଛା ସମ୍ବଦ୍ଧୀୟ ବିଷୟରେ ଅନେକ ତଥ୍ୟ ଜାଣିବାକୁ ପାଇବେ । ବିଛା ଏକ ଏପରି ପ୍ରାଣୀ ଯାହା ଆମକୁ ଆମର ଆଗାମୀ ଭବିଷ୍ୟତର ସୂଚନା ଦେଇଥାଏ ।

ଆପଣ କ’ ଣ ଜାଣିଛନ୍ତି ବିଛା ଘରକୁ ଆସିଲେ ଘର ପାଇଁ ଏହା ଶୁଭ ନା ଅଶୁଭ ସୂଚନା ଦେଇଥାଏ । ବିଛା ଦେଖିବା ମାତ୍ରେ ସମସ୍ତେ ଡରିଯାଇଥାନ୍ତି ।  କାରଣ ବିଛା ପ୍ରତି ସବୁ ମଣିଷଙ୍କ ମଧ୍ୟରେ ଭୟ ଥାଏ । କାରଣ ବିଛା କାମୁଡି ଦେବାର ଆଶଙ୍କା ଥାଏ । ବିଛା କାମୁଡା ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ । ବିଛା ବିଭିନ୍ନ ପ୍ରକାର ହୋଇଥାଏ । ବିଛା ସାଧରଣତଃ ୩ ପ୍ରକାର ହୋଇଥାଏ ।

ନାଲି ବିଛା, କଳା ବିଛା ଓ ଛୋଟ ବିଛା । ଯଦି ଆପଣ ବିଛା ଦେଖନ୍ତି । ତେବେ ବିଛାକୁ ମାରିବା ଉଚିତ ହୋଇନଥାଏ । କାରଣ ବିଛା ନିଜ ଜୀବନ କାଳ ମଧ୍ୟରେ ଥରେ ଛୁଆ ଜନ୍ମ କରିଥାଏ । ଆପଣ ଯଦି କେଉଁ ଜାତିର ବିଛାକୁ ମାରିଦେଇଥାନ୍ତି । ତେବେ ତାର ବଂଶ ଆପଣ ଲୋପ କରିଦେଇଥାନ୍ତି । ତେବେ ଏହା ପାପ ହିଁ ହୋଇଥାଏ । ତେବେ ଯଦି ଆପଣ ବିଛାକୁ ନିଜ ଘରେ ଦେଖନ୍ତି ।

ତେବେ ତାକୁ ନମାରି ତାକୁ ଘଉଡାଇ ଦେବା ଉଚିତ । ନଚେତ ତାକୁ ସାବଧାନର ସହ ନେଇ ଅନ୍ୟତ୍ର ଛାଡିଦେବା ଉଚିତ ହୋଇଥାଏ । ବିଛାକୁ ନେଇ ଅନେକଙ୍କ ମନରେ ବହୁତ ନକରାତ୍ମକ ଚିନ୍ତାଧାରା ଥାଏ । ଯଦି ଆପଣ କୌଣସି ଜାଗାକୁ ବାହାରିଛନ୍ତି । ଯଦି ଘରୁ ବାହାରିବା ସମୟରେ ବିଛା ଦେଖନ୍ତି । ତେବେ ଏହା ଶୁଭ ସଂକେତ ହୋଇଥାଏ । ଆପଣ କରିବାକୁ ଯାଉଥିବା କାର୍ଯ୍ୟ ସଫଳ ହୋଇଥାଏ ।

ଗୁରୁବାର ଦିନ ଯଦି ଘରେ ବିଛା ଦେଖନ୍ତି । ତେବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି । ବହୁତ ଶୀଘ୍ର ଆପଣଙ୍କୁ ଧନପ୍ରାପ୍ତି ହେବାର ସମ୍ଭାବନା ଥାଏ । ଯଦି ଘରେ ୨ ରୁ ୩ କଙ୍କଡା ବିଛା ଧାଡିବାନ୍ଧି ଯିବାର ଦେଖିବାକୁ ପାଇବେ । ତେବେ ଏହା ଅଶୁଭ ସୂଚନା ହୋଇଥାଏ । ବିଜୁଳୀ ଘଡଘଡି ମାରିବା ସମୟରେ ଯଦି ଘରେ କଙ୍କଡାବିଛା ଖସିପଡିଥାଏ ।

ତେବେ ଏହା ଘର ଉପରେ କିଛି ବିପଦ ଆସିବାର ସୂଚନା ଦେଇଥାଏ ।  ତେବେ ସଙ୍ଗେ ସଙ୍ଗେ ବିଛା ଉପରେ ହଳଦୀ ପାଣି ପକାନ୍ତୁ । ଏପରି କରିବା ଦ୍ଵାରା ଘରକୁ ଆସୁଥିବା ବିପଦ ଟଳିଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *