Astrology- କଥା କଥାରେ ସବୁବେଳେ ରାଗିଯାନ୍ତି ଏହି 6 ଟି ନାମର ଝିଅ

ବନ୍ଧୁଗଣ ମଣିଷର ରୂପକୁ ଦେଖି ତାହାର ସ୍ଵଭାବ ବିଷୟରେ କହିବା ପ୍ରାୟତଃ ଅସମ୍ଭବ ହୋଇଥାଏ । କିନ୍ତୁ ମଣିଷର ନାମରୁ ତାହାର ସ୍ବଭାବ ବିଷୟରେ ଆକଳନ କରାଯାଇପାରେ । ବ୍ଯକ୍ତିର ନାମ ର ପ୍ରଥମ ଅକ୍ଷରରୁ ହିଁ ସେହି ବ୍ଯକ୍ତିର ବ୍ୟକ୍ତିତ୍ବ କୁ ଜାଣି ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ବିଷୟ ଯାହାଦ୍ୱାରା ଆପଣ ଜାଣିପାରିବେ କି ଏହି 6 ନାମର ଝିଅ ମାନେ ଛୋଟ ଛୋଟ କଥାରେ ଶୀଘ୍ର ହିଁ ରାଗି ଯାଇଥା’ନ୍ତି । 

ବନ୍ଧୁଗଣ ଆଜି ଆପଣ ମାନେ ଜାଣି ପାରିବେ କି ଏହି ନାମର ଝିଅ ମାନେ ଅତ୍ୟନ୍ତ ଛୋଟ ଛୋଟ କଥାରେ ରାଗି ଯାଇଥା’ନ୍ତି । ଯଦି ବନ୍ଧୁଗଣ ଆପଣ ଏହି ନାମ ଅକ୍ଷରର ଝିଅ ମାନଙ୍କୁ ଜାଣିଥାନ୍ତି, ତେବେ ସେମାନଙ୍କ ଠାରୁ ସାବଧାନ ରୁହନ୍ତୁ । କାରଣ ନିଜ କ୍ରୋଧର ଆଡରେ ଏହି ଝିଅ ମାନେ କାହାକୁ ଶୁଣି ନଥାନ୍ତି । 

ବନ୍ଧୁଗଣ ଯେଉଁ ଝିଅ ମାନଙ୍କର ନାମ B ଅକ୍ଷରରେ ହୋଇଥାଏ, ସେହି ଝିଅ ମାନଙ୍କର ସ୍ଵଭାବ ଭଲ ଥିଲେ ମଧ୍ୟ ଏହି ଝିଅ ମାନେ ପ୍ରତ୍ଯେକ କଥାରେ କ୍ରୋଧ କରିଥା’ନ୍ତି । ଏବ॰ ନିଜ କ୍ରୋଧକୁ ନିଜ ସାଥି ଉପରେ ସାରିଥା’ନ୍ତି । ବନ୍ଧୁଗଣ H ନାମର ଝିଅ ମାନେ ସମସ୍ତଙ୍କ ସହ ମିଳି ମିଶି ରହିଥାନ୍ତି । କିନ୍ତୁ ଏମାନଙ୍କୁ ପ୍ରତ୍ଯେକ କଥାରେ ଅତ୍ଯାଧିକ କ୍ରୋଧ ଆସୁଥିବାରୁ ଏହି ନାମର ଝିଅ ମାନଙ୍କୁ ଅଧିକ ଦୁଃଖ ଭୋଗ କରିବାକୁ ପଡିଥାଏ ।

ବନ୍ଧୁଗଣ L ନାମର ଝିଅ ମାନେ ମଧ୍ୟ ଖୁବ ଭଲ ହୋଇଥା’ନ୍ତି । ତାହାଛଡା ଏହି ଅକ୍ଷରର ଝିଅ ମାନେ ହୃଦୟରୁ ସଫା ହେବା ସହ କାହା ପ୍ରତି କେବେ ଦ୍ଵେଷ ମଧ୍ୟ ରଖିନଥାନ୍ତି । କିନ୍ତୁ ଏହି ନାମର ଝିଅ ମାନଙ୍କୁ ଅଧିକ କ୍ରୋଧ ଆସୁଥିବାରୁ ଏହି ମାନଙ୍କୁ ଜୀବନରେ ସବୁବେଳେ ନିରାଶ ଭାବ ଦେଖିବାକୁ ମିଳିଥାଏ । 

ଚତୁର୍ଥରେ P ଅକ୍ଷର । ଏହି ଅକ୍ଷରର ଝିଅ ମାନେ ଅଧିକ କଥା କହିବାକୁ ଭଲ ପାଇଥା’ନ୍ତି କିମ୍ବା ସବୁବେଳେ ଚୁପ ରହିବାକୁ ପସନ୍ଦ ମଧ୍ୟ କରିଥାନ୍ତି । କିନ୍ତୁ ଏହି ଝିଅ ମାନଙ୍କୁ କ୍ରୋଧ ଯେତେବେଳେ ଆସିଥାଏ, ସେହି ସମୟରେ ଏହି ଝିଅ ମାନେ ନିଜ କ୍ରୋଧକୁ ନିଜ ଉପରେ ସାରିଥା’ନ୍ତି । ଏହି କାରଣରୁ ଏହି ମାନଙ୍କୁ ଖୁବ କ୍ଷତି ମଧ୍ୟ ସହିବାକୁ ପଡିଥାଏ । ବନ୍ଧୁଗଣ R ଅକ୍ଷରର ଝିଅ ମାନେ ଦେଖିବାକୁ ସୁନ୍ଦର ହେବା ସହ କ୍ରୋଧ ମଧ୍ୟ ପ୍ରଚୁର ମାତ୍ରାରେ କରିଥାନ୍ତି ।

ବନ୍ଧୁଗଣ ଶେଷ ଅକ୍ଷର ଟି ହେଉଛି S । ବନ୍ଧୁଗଣ ଏହି S ନାମର ଝିଅ ମାନେ ସହଜରେ କାହାସହ ଝଗଡା କରିନଥାନ୍ତି । କିନ୍ତୁ ଯଦି କେହି ଏହି ଝିଅ ମାନଙ୍କ ସହ କୌଣସି କଥାରେ ବାଦ ବିବାଦ କରିଥା’ନ୍ତି, ତେବେ ଏହି ଝିଅ ମାନେ ନିଜର ଉଗ୍ର ରୂପ ଧାରଣ କରି ନେଇଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ ଆମ ପେଜ ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ 

 

Leave a Reply

Your email address will not be published. Required fields are marked *