ଏଥିରେ କୌଣସି ସନ୍ଦେହ ନାହିଁ କି ଗୋଟେ ମଣିଷର ଇଚ୍ଛା ଏତେ ଅଧିକ ହୋଇଥାଏ କି ସେ ସରିବାର ନାମ ହିଁ ନିଏନି । ନିଜ ଇଚ୍ଛାକୁ ପୂରଣ କରିବା ପାଇଁ ମଣିଷକୁ ବହୁତ ସାରା ଟଙ୍କାର ଆବଶ୍ୟକ ପଡିଥାଏ । ଏହି ଦୁନିଆର ସବୁ ମଣିଷ ଧନୀ ହେବାକୁ ଚାହାନ୍ତି । ଟଙ୍କା କମାଇବା ଚକରରେ ମଣିଷ ଏହା ଭୁଲି ଯାଇଥାଏ କି ସେ ସେଟାବେଳେ ଧନୀ ହୋଇଥାଏ, ଯେତବେଳେ ତାର ନିଜ ସ୍ୱାସ୍ଥ୍ୟ ଠିକ ଥାଏ ଏବଂ ଏହା ସହିତ ତା ଭିତରେ ପଇସା କମାଇବାର ଶକ୍ତି ଭରପୁର ହୋଇରହିଥାଏ । ଯେଉଁ ମଣିଷ କଠିନ ପରିଶ୍ରମ କରିଥାଏ ତାକୁ ସଫଳ ହେବାରେ କେହି ରୋକୀ ପାରନ୍ତି ନାହିଁ ।
ଏହାଛଡା ଯଦି ବାସ୍ତୁ ଶାସ୍ତ୍ର ହିସାବରେରେ କାମ କରିବା ତାହେଲେ ବି ଆପଣଙ୍କୁ ବୃଦ୍ଧି ମିଳିଥାଏ । କେତେ ଥର ମଣିଷର କଠିନ ପରିଶ୍ରମ ସହିତ ତାର ଭଲ ଭାଗ୍ୟ ବି ବହୁତ ମହତ୍ବପୂର୍ଣ ହୋଇଥାଏ । ଏଠି ପାଇ ଆମେ ଆଜି ଆପଣଙ୍କୁ ଦୌଡୁ ଥିବା ଘୋଡାର ଏକ ଏମିତି ଉପାୟ ଆଣିଛୁ, ଯାହାକୁ କରିବା ପରେ ସଫଳତା ଆପଣଙ୍କ ପାଖକୁ ଆସିବ ।
ଯଦି ଆପଣ ଆପଣଙ୍କ ଘରେ ଦୌଡୁ ଥିବା ଘୋଡାର ଫଟୋ ଆଣି ଆପଣଙ୍କ ଘର କାନ୍ଥରେ ଲାଗାଇବେ ତାହେଲେ ଆପଣ କରୁଥିବା କାମର ଗତି ବଢିବ । ଦୌଡୁ ଥିବା ଘୋଡାକୁ ସଫଳତା, ତେଜ, ଉନ୍ନତି, ଏବଂ ତାକତର ପ୍ରତୀକ ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ ୭ ଅଙ୍କଟି ସାର୍ବଭୋମିକ ଏବଂ ପ୍ରକୃତିକ ହୋଇଥାଏ ।
ଏହା ଛଡା ଇନ୍ଦ୍ରଧନୁ ରେ ବି ସାତଟି ରଙ୍ଗ ରହିଥାଏ, ଏହା ସହିତ ସାତ ରୁଷି, ବିବାହରେ ସାତ ଫେରା ଇତ୍ୟାଦିରେ ସାତ ଅଙ୍କ ରହିଅଛି । ସେଥିପାଇଁ ସାତ ଘୋଡାର ଫଟୋ ଆଣି ଲଗାଇଲେ ବହୁତ ଶୁଭ ହୋଇଥାଏ । ଯଦି ଆପଣ ଆପଣଙ୍କ ଅଫିସର ପ୍ରଗତି ବଢାଇବାକୁ ଚହନୁ ଛନ୍ତି ତାହେ ଆପଣ ଆପଣଙ୍କ ଚାମ୍ବର ରେ ସାତଟି ଦୌଡୁ ଥିବା ଘୋଡାର ଫଟୋ ଆଣି ମାରନ୍ତୁ । ଏହି ଫଟୋକୁ ଦକ୍ଷିଣ ଦିଗରେ ହିଁ ଲଗାନ୍ତୁ ।
କେତେ ଥର ମଣିଷର କଠିନ ପରିଶ୍ରମ ସହିତ ତାର ଭଲ ଭାଗ୍ୟ ବି ବହୁତ ମହତ୍ବପୂର୍ଣ ହୋଇଥାଏ । ଏଠି ପାଇ ଆମେ ଆଜି ଆପଣଙ୍କୁ ଦୌଡୁ ଥିବା ଘୋଡାର ଏକ ଏମିତି ଉପାୟ ଆଣିଛୁ, ଯାହାକୁ କରିବା ପରେ ସଫଳତା ଆପଣଙ୍କ ପାଖକୁ ଆସିବ । ଯଦି ଆପଣ ଆପଣଙ୍କ ଘରେ ଦୌଡୁ ଥିବା ଘୋଡାର ଫଟୋ ଆଣି ଆପଣଙ୍କ ଘର କାନ୍ଥରେ ଲାଗାଇବେ ତାହେଲେ ଆପଣ କରୁଥିବା କାମର ଗତି ବଢିବ । ଦୌଡୁ ଥିବା ଘୋଡାକୁ ସଫଳତା, ତେଜ, ଉନ୍ନତି, ଏବଂ ତାକତର ପ୍ରତୀକ ବୋଲି କୁହାଯାଏ ।
ଏହା ଦ୍ଵାରା ନକରାତ୍ମକ ଶକ୍ତି ବି ନାଶ ହୋଇଥାଏ । ଏହା ଛଡା ଯଦି ଆପଣ କରଜରେ ପରିସାନ ଅଛନ୍ତି ତେବେ ଘର ବା ଅଫିସ ର ଉତ୍ତର ପଶ୍ଚିମ ଦିଗରେ ଆର୍ଟିଫିସିଆଲ ଘୋଡା ର ଯୋଡା ରଖନ୍ତୁ । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।