Jyotish Shastra- କୁମ୍ଭ ରାଶି ପାଇଁ 7 ଟି ମହା ଉପାୟ, ଆଜି ହିଁ କରି ନିଅନ୍ତୁ, ଜୀବନ ବଦଳିଯିବ

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ କୁମ୍ଭ ରାଶିର ଜାତକ ମାନଙ୍କ ପାଇଁ କିଛି ବିଶେଷ ଉପାୟ ଯାହା ଫଳରେ ସେମାନଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବରେ ବଦଳିଯିବ । ୧;- କୁମ୍ଭ ରାଶିର ବ୍ୟକ୍ତି ମାନେ ଆପଣ ଏହି ବିଷୟ ର ନିଶ୍ଚିତ ଭାବରେ ଧ୍ୟାନ ରଖନ୍ତୁ ଯେ ଆପଣ ପ୍ରତ୍ୟକ ଦିନ ସକାଳେ ସୂର୍ଯ୍ୟ ଦେବ ଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ । ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରନ୍ତୁ । ଆପଣ ପ୍ରତ୍ୟକ ଦିନ ସ୍ନାନ କରିବା ପରେ ସୂର୍ଯ୍ୟ ଙ୍କୁ ଜଳରାଶି ଅର୍ପଣ କରନ୍ତୁ ।

ଯଦି ଆପଣ ଏହିଭଳି ନୀତିଦିନ କରନ୍ତି ତେବେ ଆପଣ ନିଶ୍ଚିତ ଆପଣଙ୍କ ଜୀବନରେ ଉନ୍ନତି ପରେ ଉନ୍ନତି କରି ଚାଲିବେ । ଏହା ସହିତ ଧନ, ମନ, ସନ୍ନମାନ ସବୁକିଛି ପାଇ ପାରିବେ । ଜଳ ସର୍ବଦା ତମ୍ବା ପାତ୍ର ରେ ଅର୍ପଣ କରନ୍ତୁ । ଏବଂ ସମ୍ଭବ ହେବ ଯଦି ସେଥିରେ କିଛି ଲାଲୀ ରଙ୍ଗର ଫୁଲ ମିଶାଇ ଦିଅନ୍ତୁ । ଯଦି ଆପଣ ଏହିଭଳି କରନ୍ତି ତେବେ ଆପଣଙ୍କ ଜୀବନର ସମସ୍ତ ଦୁଃଖ କୁ ଧୀରେ ଧୀରେ ସମାପ୍ତ କରିଦେବ ।

୨;- ଆପଣ ରୂପା ର କୌଣସି ଏକ ଜିନିଷ କୁ ଧାରଣ କରନ୍ତୁ । ଆପଣ ଚେନଟିଏ ଧାରଣ କରନ୍ତୁ ଯଦି ଏପରି କରନ୍ତି ତେବେ ଏହା ବହୁତ ପ୍ରକାରର ଲାଭ ପ୍ରଦାନ କରିଥାଏ । ମାତ୍ର ଯଦି ଏପରି ସମ୍ଭବ ନ ହୁଏ ତେବେ ଆପଣ ରୂପର କିଛି ଗୋଟିଏ ଜିନିଷ ନିଜ ପାଖରେ ରଖନ୍ତୁ ଆପଣ ଦେଖିବେ ଆପଣଙ୍କ ଜୀବନରୁ ଯଥାଶୀଘ୍ର ସମସ୍ତ ସମସ୍ୟା ଦୂର ହୋଇଯିବ ।

୩;- କୁମ୍ଭ ରାଶି ବ୍ୟକ୍ତି ଙ୍କ କାରକ ଗ୍ରହ ଶନିଗ୍ରହ ଆପଣଙ୍କର ସ୍ଵାମୀ ଗ୍ରହ ଶନି ଗ୍ରହ ଅଟନ୍ତି । ତେବେ ଧ୍ୟାନ ରଖନ୍ତୁ ଯେ ସବୁବେଳେ ଶନି ଦେବ ଙ୍କ ପୂଜା କରିବା ସହିତ ଶନି ଦେବ ଙ୍କ ଉପାୟ ମଧ୍ୟ ମଝିରେ ମଝିରେ କରନ୍ତୁ । ଯଦି ଆପଣ ଶନିଦେବ ଙ୍କୁ ଖୁସି କରାଇ ପାରନ୍ତି ତେବେ ଆପଣଙ୍କୁ ଜୀବନରେ ଉଚ୍ଚ ସ୍ତରରେ ପହଞ୍ଚାଇବା ପାଇଁ କେହି ମଧ୍ୟ ଅଟକାଇ ପାରିବେ ନାହିଁ ।

ଆପଣ ନିଶ୍ଚିତ ଭାବରେ ଧନବାନ ହୋଇଯିବେ । ଆପଣ ସର୍ବଦା ଶନିଦେବ ଙ୍କୁ ଖୁସି କରାଇବା ନିମନ୍ତେ ପ୍ରୟାସ କରନ୍ତୁ । ସମୟ ସମୟ ରେ ତାଙ୍କର ପ୍ରତିକାର ମଧ୍ୟ କରନ୍ତୁ । ଶନି ମନ୍ଦିରରେ କିଛି ତେଲ ଦାନ କରି ଶନି ଚାଳିଶା ର ପାଠ କରନ୍ତୁ ।

୪;- ନିଜ ଗୃହ ରେ ରହୁଥିବା ବୃଦ୍ଧ ବୟସ୍କ ଲୋକ ମାନଙ୍କୁ ସନ୍ନମାନ ଦିଅନ୍ତୁ । ମନ୍ଦିରର ସେବା କରନ୍ତୁ ଏବଂ ମନ୍ଦିର ପରିସରରେ ବସିଥିବା ଦୁଃଖୀ ଲୋକ ମାନଙ୍କ ସେବା କରି ସେମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ । ସ୍ତ୍ରୀ ଙ୍କୁ କେବେ ମଧ୍ୟ ଅପମାନ କରନ୍ତୁ ନାହିଁ ।

୫;- ଯଦି ଆପଣ ଶନିଦେବ ଙ୍କ କୃପା ପାଉଛନ୍ତି ତେବେ କେବେ ମଧ୍ୟ କଳାବସ୍ତ୍ର ପିନ୍ଧନ୍ତୁ ନାହିଁ । ଯଦି ଆପଣ ଶରୀର ପୀଡା ରେ ପୀଡିତ ତଥା ମାନସିକ ଚିନ୍ତା ରହିଥାଏ ତେବେ ଆପଣ ୭ ଟି ଶନିବାର ମାଟି ପାତ୍ର ରେ ସୋରିଷ ତେଲ ଭରି ସେଥିରେ ନିଜ ମୁହଁ କୁ ଦେଖନ୍ତୁ । ଏବଂ ପରେ ସେହି ତେଲକୁ ଶନିଦେବ ନିକଟରେ ଅର୍ପଣ କରନ୍ତୁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *