Jyotish Shastra- 3 ଟି ରାଶି ସବୁଠାରୁ ଅଧିକ ଭାଗ୍ୟଶାଳୀ, ଧନ ସମ୍ପଦ ଚାକିରି ବ୍ୟବସାୟ ସବୁଥିରେ ଥାଆନ୍ତି ଆଗରେ

ବନ୍ଧୁଗଣ, ଏହି ୩ ଟି ରାଶିଙ୍କୁ ସର୍ବଦା ମିଳିଥାଏ ଶନି ମହାରାଜ ଙ୍କର କୃପା । ଶନିଦେବ କରିଥାନ୍ତି ଏମାନଙ୍କୁ ମାଲାମାଲ । ଜ୍ୟୋତିଷ ଅନୁସାରେ କୁହାଯାଇଥାଏ ଯେ ଯଦି କୌଣସି ଜାତକଙ୍କର କୁଣ୍ଡଳୀ ରେ ଶନି ଦୁର୍ବଳ ରହିଥାନ୍ତି ତେବେ ଜାତକଙ୍କୁ ପ୍ରତ୍ୟକ କାର୍ଯ୍ୟ ରେ ବହୁତ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥାଏ । ଯଦି କୁଣ୍ଡଳୀ ରେ ଶନି ରହିଥାନ୍ତି ତେବେ ବ୍ୟକ୍ତି ଯେତେ ମଧ୍ୟ ଗରିବ ହୋଇଥାନ୍ତୁ ନା କାହିଁକି ଏମାନଙ୍କୁ ଧନୀ ହେବାରୁ କେହି ମଧ୍ୟ ଅଟକାଇ ପାରନ୍ତି ନାହିଁ ।

ଏଥିପାଇଁ ଲୋକେ ଶନିଦେବ ଙ୍କୁ ପ୍ରସନ୍ନ କରିବା ନିମନ୍ତେ ବହୁତ ପ୍ରକାରର ଉପାୟ ମଧ୍ୟ କରିଥାନ୍ତି । ଭଗବାନ ଶନି ଙ୍କୁ ନ୍ୟାୟ ର ଦେବତା ବୋଲି ବିଚାର କରାଯାଇଥାଏ । ଭଗବାନ ଜାତକ ମାନଙ୍କୁ ଏମାନଙ୍କ କର୍ମ ର ଫଳ ପ୍ରଦାନ କରିଥାନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ବିଶେଷ ରାଶି ମାନଙ୍କ ସମ୍ବନ୍ଧରେ ।

୧;- ତୁଳା ରାଶି, ଏହି ରାଶି ଶନିଦେବ ଙ୍କର ସବୁଠାରୁ ପ୍ରିୟରାଶି ହୋଇଥାନ୍ତି । ଏହି ରାଶିର ଜାତକ ବହୁତ ସଚ୍ଚୋଟ ଏବଂ ପରିଶ୍ରମୀ ହୋଇଥାନ୍ତି । ଶନିଦେବ ଙ୍କ ବିଶେଷ କୃପା ଏମାନଙ୍କୁ ମିଳିବା କାରଣରୁ ଏମାନେ ପରିଶ୍ରମ ର ବଳରେ ବଡ ଉଚ୍ଚ ଧରଣର ଲକ୍ଷ ହାସଲ କରିଥାନ୍ତି । ଏମାନେ କୌଣସି କାର୍ଯ୍ୟ ରେ ସଫଳ ନ ହେବା ପର୍ଯ୍ୟନ୍ତ ନିଜର ହାର ମାନି ନଥାନ୍ତି ଏବଂ ନିରନ୍ତର ପ୍ରୟାସ ଦ୍ଵାରା ସେହି କାର୍ଯ୍ୟ ରେ ସଫଳତା ହାସଲ କରିଥାନ୍ତି । ଏମାନେ ନିଜ ଜୀବନରେ ଯାହା ଚାହିଁଥାନ୍ତି ସେମାନଙ୍କୁ ନିଶ୍ଚିତ ମିଳିଥାଏ ।

୨;- କୁମ୍ଭ ରାଶି, ଜ୍ୟୋତିଷ ଅନୁସାରେ କୁମ୍ଭ ରାଶିର ସ୍ଵାମୀଗ୍ରହ ସ୍ଵୟଂ ଶନିଦେବ ଅଟନ୍ତି । ଯେଉଁ କାରଣରୁ ଏହି ଜାତକ ମାନଙ୍କ ଉପରେ ଶନିଦେବଙ୍କର ବିଶେଷ କୃପା ଦୃଷ୍ଟି ସର୍ବଦା ରହିଥାଏ । ଏହି ରାଶିର ଜାତକ ସ୍ବଭାବରୁ ବହୁତ ସରଳ, ଶାନ୍ତ, ଏବଂ ସଚ୍ଚୋଟ ହୋଇଥାନ୍ତି । ଏମାନେ ଅତ୍ୟଧିକ ପରିଶ୍ରମୀ ଏବଂ ଦୃଢ ବିଶ୍ଵାସୀ ହୋଇଥାନ୍ତି ।

ଶନିଦେବ ଙ୍କ କୃପା କାରଣରୁ ଏମାନେ ପ୍ରାଏତଃ ପ୍ରତ୍ୟକ କାର୍ଯ୍ୟ ରେ ସଫଳତା ହାସଲ କରିଥାନ୍ତି । ଆପଣ ମାନଙ୍କୁ ସର୍ବଦା ଶନିଦେବ ଙ୍କ ଉପାସନା କରିବା ଆବଶ୍ୟକ ଏହା ଫଳରେ ଆପଣ ଜୀବନରେ ଉଚ୍ଚ ସ୍ଥାନ ନିଶ୍ଚିତ ଭାବରେ ପ୍ରାପ୍ତ କରିବେ ।

୩;- ମକର ରାଶି, ଏହି ରାଶିର ସ୍ଵାମୀଗ୍ରହ ଶନିଦେବ ଅଟନ୍ତି । ଏହି ରାଶିର ଲୋକ ମାନଙ୍କ ଉପରେ ଶନିଦେବ ଙ୍କ କୃପା ବିଶେଷ ଭାବରେ ରହିଥାଏ । ଏହି ଲୋକମାନେ କଠିନ ପରିଶ୍ରମ ଏବଂ ନିରନ୍ତର ପ୍ରୟାସ ଦ୍ଵାରା ନିଜ ଲକ୍ଷ ସ୍ଥାନରେ ପହଁଞ୍ଚିଥାନ୍ତି । ଭଗବାନ ଙ୍କ ଆଶୀର୍ବାଦ ଏମାନଙ୍କ ଉପରେ ବିଶେଷ ଭାବରେ ରହିଥିବାରୁ ଜୀବନର ପ୍ରତ୍ୟକ ସୁଖ ସୁବିଧା ଏମାନଙ୍କୁ ପ୍ରାପ୍ତ ହୋଇଥାଏ ।

ଶନିଦେବ ଙ୍କ କାରଣରୁ ସମାଜରେ ନିଜର ଏକ ଅଲଗା ସ୍ଥାନ ସୃଷ୍ଟି କରିଥାନ୍ତି । ତେବେ ବନ୍ଧୁଗଣ ଏହା ଥିଲା ୩ ଟି ରାଶି ଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *