Jyotish Shastra- ସୂର୍ଯ୍ୟ ପରାଗ (30 ଏପ୍ରିଲ 2022), 8 ଟି ରାଶିର ବଦଳିଯିବ ଇତିହାସ, ଘଟିବ ବଡ ପରିବର୍ତ୍ତନ

ବନ୍ଧୁଗଣ, ଏପ୍ରିଲ ୩୦ ରେ ସୂର୍ଯ୍ୟ ଗ୍ରହଣ ଲାଗିବାକୁ ଯାଉଅଛି । ଏହାଦ୍ଵାରା ୬ ଟି ରାଶି ହେବାକୁ ଯାଉଛନ୍ତି କୋଟିପତି । ୨୦୨୨ ରେ ଏହା ପ୍ରଥମ ସୂର୍ଯ୍ୟଗ୍ରହଣ ଅଟେ ଯାହା ୩୦ ଏପ୍ରିଲ କୁ ଲାଗିବାକୁ ଯାଉଅଛି । ଏହା ବୈଶାଖ ମାସ ଅମାବାସ୍ୟା କୁ ରହିବ । ଏହି ସମୟ ଟିରେ କିଛି ରାଶି ମାନଙ୍କ ପାଇଁ ଏହି ଗ୍ରହଣ ଟି ବହୁତ ଶୁଭ ରହିବାକୁ ଯାଉଅଛି । କିଛି ବିଶେଷ ରାଶି ଏହିଥର ହେବାକୁ ଯାଉଛନ୍ତି ମାଲାମାଲ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହଣ ବହୁତ ମହତ୍ଵପୂର୍ଣ୍ଣ ଅଟେ । ଏହି ଗ୍ରହଣ ଅମାବାସ୍ୟା ରେ ପଡୁଅଛି । ଜ୍ୟୋତିଷ ଦୃଷ୍ଟି ରେ ଏହା ବହୁତ ଖରାପ ପ୍ରଭାବ ନେଇ ଆସୁଛି । ଆପଣଙ୍କୁ ଗ୍ରହଣ ସମୟରେ କିଛି ସାବଧାନତା ମାଣିବାକୁ ପଡିବ ଏବଂ ଗ୍ରହଣ ପରେ ମଧ୍ୟ ଆପଣଙ୍କୁ କିଛି କାମ କରିବା ବହୁତ ଜରୁରୀ ଅଟେ । ସୂର୍ଯ୍ୟ ପରାଗ ଶେଷ ହେବା ପରେ ଆପଣ ପବିତ୍ର ଜଳରେ ସ୍ନାନ କରି କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ ।

ଗ୍ରହଣ ସମୟରେ ଇଷ୍ଟ ଦେବତା ଙ୍କ ଧ୍ୟାନ କରନ୍ତୁ । ଏବଂ ମନ୍ତ୍ର ଜପ କରନ୍ତୁ । ସୂର୍ଯ୍ୟ ପରାଗ ସମୟରେ ଧାତୁ ଏବଂ ପିତଳର ଦାନ କରନ୍ତୁ । ଗ୍ରହଣ ସମୟର ଭୋଜନ ଏବଂ ପାଣି କୁ ହଟାଇ ସତେଜ ଖାଦ୍ୟ ଖାଆନ୍ତୁ ଅଥବା ପୂର୍ବ ରୁ ଯେଉଁ ଭୋଜନ ବନାଇ ରଖିଥିଲେ ତାହାକୁ ସେବଣ କରନ୍ତୁ ।

ଆପଣ ସେହି ଭୋଜନ ରେ ସୁତକ କାଳ ଆରମ୍ଭ ହେବା ପୂର୍ବ ରୁ ତୁଳସୀପତ୍ର ପକାଇ ରଖନ୍ତୁ । ଏହି ସୂର୍ଯ୍ୟ ଗ୍ରହଣ ର ପ୍ରଭାବ ଭାରତ ସହିତ ଅନ୍ୟ କିଛି ଦେଶ ଉପରେ ମଧ୍ୟ ପଡିବାକୁ ଯାଉଅଛି । ଏହି ସୂର୍ଯ୍ୟ ପରାଗ ର ସମୟ ୩୦ ଏପ୍ରିଲ ୨୦୨୨, ରାତି ୧୨.୧୫ ରେ ଆରମ୍ଭ ହେବ । ଏବଂ ସକାଳ ୪ ଟା ବାଜି ୭ ମିନିଟ ପର୍ଯ୍ୟନ୍ତ ରହିବ । ଅର୍ଥାତ ସଂପୂର୍ଣ୍ଣ ୩ ଘଣ୍ଟା ୫୨ ମିନିଟ ପର୍ଯ୍ୟନ୍ତ ଏହି ପରାଗ ର ଅବଧି ରହିବ ।

୧୨ ଘଣ୍ଟା ପୂର୍ବ ରୁ ହିଁ ସୁତକ କାଳ ର ଆରମ୍ଭ ହୋଇଯିବ । ଅର୍ଥାତ ୨୯ ଏପ୍ରିଲ ଦି ପ୍ରହର ୧୨.୧୫ ମିନିଟ ରେ ସୁତକ କାଳ ଆରମ୍ଭ ହୋଇଯିବ । ଏହି ସମୟରେ ବାଳକ ଏବଂ ବୃଦ୍ଧ ବ୍ୟକ୍ତିଙ୍କୁ ଛାଡି ଅନ୍ୟ କାହାକୁ ଶୋଇବା ଅଥବା ଭୋଜନ କରିବା ଉଚିତ ନୁହେଁ । ଚାକୁ ତଥା ଛୁରୀ ରେ ପନିପରିବା କାଟନ୍ତୁ ନାହିଁ । ଏହା ଗର୍ଭବତୀ ମହିଳା ଙ୍କ ପାଇଁ ଶୁଭ ନୁହେଁ । ପୁରାଣ ଅନୁସାରେ ପୂଜାପାଠ ବ୍ୟତୀତ ଆପଣ ଭଗବାନ ଙ୍କ ମୂର୍ତ୍ତି କୁ ଛୁଅନ୍ତୁ ନାହିଁ । ଏହି ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ । ଏବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି ହେବାକୁ ଯାଉଛନ୍ତି ମାଲାମାଲ ?

ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି,- ମିଥୁନ ରାଶି, ମେଷ ରାଶି, ସିଂହ ରାଶି, କନ୍ୟା ରାଶି, କୁମ୍ଭ ରାଶି, ମୀନ ରାଶି, ତୁଳା ରାଶି ଓ ମକର ରାଶି । ଏହି ରାଶି ଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଅଛି । ମାତା ଲକ୍ଷ୍ମୀ ଏବଂ  ସୂର୍ଯ୍ୟଦେବ ଙ୍କ କୃପା ଆପଣଙ୍କ ଉପରେ ପଡିବାକୁ ଯାଉଅଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *