ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ (30 April 2022) 6 ଟି ରାଶି ହେବେ ଭାଗ୍ୟଶାଳୀ, କଣ ଏହା ଆପଣଙ୍କ ରାଶି ନୁହେଁ ତ ?

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୩୦ ରେ ଲାଗିବାକୁ ଯାଉଛି । ଜ୍ୟୋତିଷଙ୍କ ଗଣନା ଅନୁସାରେ ବୈଶାଖରେ ଏହି ପରାଗ ଲାଗିବାକୁ ଯାଉଛି । ଏହା ଆଂଶିକ ପରାଗ ହେବା ସହ ଶନିବାର ଦିନ ପଡିବାକୁ ଯାଉଛି । ଜ୍ଯୋତିଷ ଦ୍ରୁଷ୍ଟିରୁ ଏହି ପରାଗ ବହୁତ ମହତ୍ବପୂର୍ଣ୍ଣ ଅଟେ । ଏହି ପରାଗ କାରଣରୁ ଗ୍ରହ ମାନଙ୍କର ପରିବର୍ତ୍ତନ ହେବା କାରଣରୁ କିଛି ରାଶି ମାନଙ୍କ ଉପରେ ଶୁଭ ଓ ଅଶୁଭ ପ୍ରଭାବ ପଡିବାକୁ ଯାଉଛୁ । ସୂର୍ଯ୍ୟପରାଗ ମଧ୍ୟରାତ୍ରି ୧୨ଟା ୧୫ ମିନିଟରେ ଆରମ୍ଭ ହୋଇ ପରାଟ ୪ଟା ୮ ମିନିଟ ରେ ଛାଡିବ ।

ଭାରତରେ ଏହି ପରାଗ ଦୃଶ୍ୟମାନ ହେବ ନାହି । ଗର୍ଭବତୀ ମାନେ  ଏହି ସମୟରେ ଘରୁ ବାହାରିବା ଉଚିତ ନୁହେଁ । ଏହି ସମୟରେ ମହିଳା ମାନେ ଭଗବାନ ନାମ ସ୍ମରଣ କରିବା ସହ କୌଣସି କଟାକଟି ବା ସିଲେଇ କରିବା ଅନୁଚିତ । ଏହି ପରାଗ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଣ୍ଟାଲାଟିକରେ ଦୃଶ୍ୟ ହେବ । ତେବେ ଆସନ୍ତୁ ଜାଣିବା ସେଇ ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଯେଉଁ ମାନଙ୍କର ସୂର୍ଯ୍ୟପରାଗ କାରଣରୁ ଶୁଭ ପ୍ରଭାବ ପଡିବାକୁ ଯାଉଛି ।

ବୃଷ ରାଶି : ଆପଣଙ୍କ ପାଇଁ ଏହି ସୂର୍ଯ୍ୟପରାଗ ଅଶୁଭ ଫଳ ପ୍ରଦାନ କରିବାକୁ ଯାଉଛି । ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ହେବ । ଅଧୁରା କାମ ସଂପୂର୍ଣ୍ଣ ହେବ । ସବୁ ଯାତ୍ରା ଲାଭଦାୟକ ହେବ । ବେପାରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଶେୟାର ଜାରରେ ଟଙ୍କା ନିବେଶ କରିଥିଲେ ଆପଣ ଫାଇଦା ପାଇବେ ।

କର୍କଟ ରାଶି : ଆପଣଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ସଫଳତା ପ୍ରଦାନ କରିବ । ବନ୍ଧୁ, ମିତ୍ର ପକ୍ଷରୁ ଲାଭପ୍ରଦ ହେବେ । କାର୍ଯ୍ୟ କ୍ଷେତ୍ର ରେ ସଫଳ ହେବେ । ଏହା ସହ କାର୍ଯ୍ୟ ସ୍ଥଳ ଓ ସମାଜରେ ମାନ ସମାନ ବୃଦ୍ଧି ପାଇବ । ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ।

ତୁଳା ରାଶି : ଆପଣଙ୍କ ପାଇଁ ଏହି ସୂର୍ଯ୍ୟପରାଗ ଶୁଭ ଫଳ ପ୍ରଦାନ କରିବାକୁ ଯାଉଛି । ଭାଗ୍ଯର ସମ୍ପୂର୍ଣ ସହଯୋଗ ପାର୍ପ୍ତ ହେବ । ଭାଗ୍ୟ ବଳରେ ଆପଣ ସବୁ କାମରେ ସଫଳ ହୀ । ନୂତନ କାମ ଆରମ୍ବ କରିଲେ ଉନ୍ନତି ହେବ । ଆସନ୍ତା ସମୟରେ ଧନର ଅଭାବ ରହିବ ନାହି ।

କୁମ୍ଭ ରାଶି : ଆପଣଙ୍କ ଜୀବନରେ ଶୁଭ ସମୟର ଆଗମନ ହେବାକୁ ଯାଉଛି । ନୂଆ କାମ ଆରମ୍ଭ କରିଲେ ସଫଳ ହେବେ । କାର୍ଯ୍ୟରେ ସଫଳତା ପାଇବା ପାଇଁ ଆଶା ରଖିଥିଲେ ସେଥିରେ ଲାଭବାନ ହେବେ ।

ଧନୁ ରାଶି : ଆପଣଙ୍କର ଭାଗ୍ୟରେ ଅଚାନକ ପରିବର୍ତ୍ତନ ହୋଇପାରେ । ସରକକରି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ସଫଳ ହେବେ । ଉନ୍ନତିର ମାର୍ଗ ପ୍ରଶସ୍ତ ହେବେ । ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ ।

ମକର ରାଶି : ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଚାକିରି କ୍ଷେତ୍ରରେ ଉତ୍ତମ ଫଳ ପାଇବେ । ଆପଣ ନିଜର ନୂଆ ପରିଚୟ ସୃଷ୍ଟି କରିବେ । ଦାଂପତ୍ଯ ଜୀବନ ସୁଖମୟ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *