Jyotish Shastra- 2022 ବର୍ଷରେ କେଉଁ କେଉଁ ରାଶି ମାନଙ୍କର ରହିଛି ବିବାହ ଯୋଗ ? ଦେଖନ୍ତୁ…

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଚରିତ୍ର ରୁ ତାର ଭବିଷ୍ୟତ ବିଷୟରେ ଜଣା ପଡିଥାଏ । ଚଳିତ ବର୍ଷ ୨୦୨୨ ରେ କିଛି ରାଶି ମାନଙ୍କର ବିବାହ ହେବାକୁ ଯାଉଛି । ଆପଣ ମାନେ ଜାଣିଥିବେ ବିବାହ ହେଉଛି ଏମିତି ଏକ ପବିତ୍ର ବନ୍ଧନ ଯାହା ଜୀବନରେ ଥରେ ମାତ୍ର ହୋଇଥାଏ । ବିବାହ ବନ୍ଧନରେ ପୁଅ ଓ ଝିଅର ମିଳନ ହେବା ସହ ଦୁଇ ପରିବାରର ମଧ୍ୟ ମିଳନ ହୋଇଥାଏ । ତେବେ ସେହି ରାଶି ଗୁଡିକ କଣ ଯେଉଁ ମାନଙ୍କର ଚଳିତ ବର୍ଷ ବିବାହ ହେବାର ପ୍ରବଳ ଯୋଗ ରହିଛି ଆସନ୍ତୁ ଜାଣିବା ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ୨୦୨୨ ବର୍ଷ ଟି ବିବାହ ପାଇଁ ବହୁତ ଲକି ସମୟ ରହିଛି । ଏମିତି ଲୋକେ ଯେଉଁ ମାନେ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ପରିଶ୍ରମର ଫଳ ମିଳିବ ।

ବିଛା ରାଶି : ୨୦୨୨ ବର୍ଷ ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ଆପଣଙ୍କର ପ୍ରେମ ଓ ଦାଂପତ୍ଯ ସମ୍ପର୍କ ପାଇଁ ବର୍ଷଟି ଲାଭଦାୟକ ରହିବ । ଯେଉଁ ମାନଙ୍କର ବିବାହ ବୟସ ହୋଇ ଯାଇଛି ସେମାନଙ୍କୁ ବହୁତ ଜଲ୍ଦି ବିବାହ ହେବାର ଯୋଗ ରହିଛି ।

କନ୍ୟା ରାଶି : ରାଶିଫଳ ୨୦୨୨ ଅନୁଯାୟୀ ଏହି ରହିର ଲୋକ ମାନଙ୍କ ପାଇଁ ବିବାହ ମାମଲାରେ ସମୟ ଅତ୍ୟନ୍ତ ଶୁଭ ରହିବ । ଆପଣଙ୍କ ଜୀବନରେ ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ । ଯାହା ସହ ଆପଣ ନିଜର ପୁରା ଜୀବନ ବିତାଇବାର ସୁଯୋଗ ପାଇବେ ।

ସିଂହ ରାଶି : ରାଶିଫଳ ୨୦୨୨ ଅନୁଯାୟୀ ଆପଣଙ୍କ ପାଇଁ ବିବାହ ମାମଲା ରେ ବହୁତ ଶୁଭ ସଂମକେତ ରହିଛି । ଆପଣଙ୍କର ବିବାହ ଯୋଗ୍ୟ ହୋଇଥିଲେ ନିଶ୍ଚିନ୍ତ ଭାବେ ବିବାହ ହେବ । ଏମିତି ଲୋକ ମାନେ ଯେଉଁ ମାନେ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଖୁସି ଖବର ଆସିବାକୁ ଯାଉଛି ।

ମୀନ ରାଶି : ରାଶିଫଳ ୨୦୨୨ ଅନୁଯାୟୀ ଏମାନଙ୍କ ପାଇଁ ବିବାହ ମାମଲା ରେ ସମୟ ଶୁଭ ରହିବ । ଏକା ଥିବା ବୟକ୍ତିଙ୍କୁ ନିଜର ଜୀବନ ସାଥି ନିଶ୍ଚୟ ମିଳିବ । ଏମାନଙ୍କର ବିବାହ ହେବାର ପ୍ରବଳ ଯୋଗ ରହିଛି । ହୋଇପାରେ ଆପଣ ବାଇବାହିକ ବନ୍ଧନରେ ବହୁତ ଜଲ୍ଦି ବାନ୍ଧି ହେବାକୁ ଯାଉଛନ୍ତି ।

ତୁଳା ରାଶି : ରାଶିଫଳ ୨୦୨୨ ଅନୁଯାୟୀ ଆପଣଙ୍କ ପାଇଁ ବିବାହ ମାମଲା ରେ ଅଭୁତ ଲକି ସାବ୍ୟସ୍ତ ହେବ । ଯେଉଁ ମାନଙ୍କର ବିବାହ ବୟସ ହୋଇ ଯାଇଛି ସେମାନଙ୍କର ବିବାହ ହେବାର ପ୍ରବଳ ଯୋଗ ରହିଛି ।

ମେଷ ରାଶି : ଆପଣଙ୍କ ପାଇଁ ବିବାହର ମାମଲାରେ ସମୟ ଅତ୍ୟନ୍ତ ଶୁଭ ରହିଛି । ଯେଉଁ ମାନଙ୍କର ବିବାହ ବୟସ ହୋଇଛି ସେମାନଙ୍କର ବିବାହ ଯୋଗ ରହିଛି । ଯେଉଁ ଏମାନେ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଶୁଭ ରହିବ ।

କୁମ୍ଭ ରାଶି : ବୈବାହିକ ରାଶିଫଳ ଅନୁସାରେ ଆପଣଙ୍କର ସମୟ ବହୁତ ସାନଦାର ରହିବ । ଆପଣ କାହାକୁ ପସନ୍ଦ କରୁଥିଲେ ଏହି ବର୍ଷ ଆପଣଙ୍କର ବିବାହ ଯୋଗ ରହିକି । ଏହି ବର୍ଷ ଆପଣଙ୍କର ଦାଂପତ୍ଯ ଜୀବନ ସୁଖରେ ଭରିଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *