Jyotish Shastra- ସ୍ତ୍ରୀଙ୍କୁ ରାଣୀ ପରି ରଖନ୍ତି ଏହି 5 ଟି ନାମର ପୁରୁଷ, ଆଉ ଆପଣଙ୍କ ସ୍ଵାମୀ ?

ବନ୍ଧୁଗଣ, ମୁଖ୍ୟତଃ ସବୁ ଝିଅ ଙ୍କର ଏହି ଇଛା ରହିଥାଏ ଯେ ତାଙ୍କର ଜୀବନ ସାଥି ତାଙ୍କୁ ନିଜ ପଲକରେ ବସାଇ ରଖନ୍ତୁ ବୋଲି । ଆଜି ଆମ୍ଭେ କିଛି ବିଶେଷ ଅକ୍ଷର ରେ ଆରମ୍ଭ ହୋଇଥିବା ନାମ ର ବ୍ୟକ୍ତି ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁ ମାନେ କି ନିଜ ସ୍ତ୍ରୀ କୁ ପଲକ ରେ ବସାଇ ରଖିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ବିଶେଷ ନାମ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

୧;- A ନାମ ଥିବା ବ୍ୟକ୍ତି, ଏମାନେ ସାଧାରଣତ ସ୍ଵତନ୍ତ୍ର ବିଚାର ଯୁକ୍ତ ହୋଇଥାନ୍ତି । ଏମାନେ ସମସ୍ତ ସୁଖ ଦୁଖ ରେ ନିଜ ଜୀବନସାଥି ର ବିଶେଷ ଭାବରେ ଯତ୍ନ ରଖିଥାନ୍ତି । ଏମାନେ ନିଜ ସ୍ତ୍ରୀ ପ୍ରତି ସକାରତ୍ମକ ଚିନ୍ତାଧାରା ରଖିଥାନ୍ତି ।

୨;- J ନାମ ଥିବା ବ୍ୟକ୍ତି, ଏହିଭଳି ପୁରୁଷ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନଙ୍କ ପାଖରେ କୌଣସି ଜିନିଷର ଅଭାବ ରହି ନଥାଏ । ସେହି ଝିଅ ବହୁତ ଭାଗ୍ୟଶାଳୀ ହୋଇଥାଏ ଯିଏ ଏମାନଙ୍କୁ ବିବାହ କରିଥାନ୍ତି । ଏମାନେ ନିଜ ସ୍ତ୍ରୀ କୁ ସର୍ବଦା ନିଜ ପଲକ ରେ ରଖିଥାନ୍ତି ଏବଂ ସମସ୍ତ ନଖରା ମଧ୍ୟ ଉଠାଇଥାନ୍ତି ।

୩;- K ନାମ ଥିବା ବ୍ୟକ୍ତି, ସ୍ବଭାବରେ ଏମାନେ ଭାବୁକ ହୋଇଥାନ୍ତି । ଏହି କାରଣରୁ ଏମାନେ ନିଜ ସ୍ତ୍ରୀ ଙ୍କୁ ଚିନ୍ତାମଗ୍ନ ଭାବରେ ଦେଖିପାରି ନଥାନ୍ତି । ଏହି ଅକ୍ଷର ଥିବା ନାମର ପୁରୁଷ ନିଜ ପାର୍ଟନର ର ସବୁବେଳେ ଯତ୍ନ ତଥା କେୟାର କରିଥାନ୍ତି ।

୪;- H ନାମ ଥିବା ପୁରୁଷ, ଯେଉଁ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ଏମାନେ ସାଧାରଣତ ବିବାହ ପରେ ନିଜ ପତ୍ନୀ ର ଯତ୍ନ ନେଇଥାନ୍ତି । ଏମାନେ ବିବାହ ବନ୍ଧନ କୁ ବହୁତ ଇମାନ୍ଦାର ଭାବରେ ନିଭାଇ ଥାନ୍ତି । ନିଜ ସ୍ତ୍ରୀ ଙ୍କୁ ଏମାନେ ବହୁତ ଭଲ ପାଇଥାନ୍ତି । ସ୍ତ୍ରୀ ର ସମସ୍ତ କାର୍ଯ୍ୟ ରେ ଷପୋର୍ଟ କରିବା ସହିତ ସମସ୍ତ ଛୋଟ ବଡ କଥା ବୁଝିଥାନ୍ତି ।

୫;- R ନାମ ଥିବା ପୁରୁଷ, ଏହିଭଳି ପୁରୁଷ ନିଜ ରିଲେସନସିପ କୁ ନେଇ ବହୁତ ସିରିୟସ ରହିଥାନ୍ତି । ଏମାନେ ସାଧାରଣତ ନିଜ ସ୍ତ୍ରୀ ନିମନ୍ତେ କିଛି ମଧ୍ୟ କରିବା ନିମନ୍ତେ ପ୍ରସ୍ତୁତ ରହିଥାନ୍ତି । ଏମାନେ ନିଜ ପାର୍ଟନର କୁ ବହୁତ ଭଲ ପାଇଥାନ୍ତି ଏବଂ କିଛି ନ କହି ସେମାନଙ୍କ ସମସ୍ତ କଥା କୁ ସହଜରେ ବୁଝିଯାଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *