Jyotish Shastra- ସବୁବେଳେ ନିଜ ମାତା-ପିତାଙ୍କ ନାମ ଉଜ୍ଵଳ କରନ୍ତି ଏହି 3 ଟି ନାମର ଲୋକ

ପ୍ରତେକ ବ୍ୟକ୍ତି ପାଇଁ ତାର ନାମର ପ୍ରଥମ ଅକ୍ଷର ବିଶେଷ ମହତ୍ଵ ପୂର୍ଣ୍ଣ ହୋଇଥାଏ । କାରଣ ନାମ ବିନା ବ୍ଯକ୍ତିର କୌଣସି ପରିଚୟ ନ ଥାଏ । କିଛି ଲୋକଙ୍କ ଧାରଣା ରହିଛି କି ବ୍ଯକ୍ତିର ନାମ ବରଂ ତାର କାମ ଦ୍ଵାରା ପରିଚୟ ଜଣା ପଡିଥାଏ । ଏହି କାରଣ ପାଇଁ ଆଜିକାଲି ଲୋକ ମାନେ ନାମ ବଦଳରେ କାମ କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ପ୍ରକୃତ କଥା ମଣିଷର ପ୍ରକୃତ ନାମ କେବେ ବି ପିଛା ଛାଡେ ନାହି । ଗ୍ରହ ଓ ରାଶି ନାମ ଅନୁସାରେ ଆରମ୍ଭ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଅଭିଭାବଙ୍କର ନାଁ ରଖିଥାନ୍ତି କେଉଁ ନାମର ବ୍ୟକ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆଜିକାଲି ବାପା ମାଙ୍କର ସମ୍ମାନ କରିବା ତ ବହୁତ ଦୂରର କଥା ପିଲା ମାନେ ନିଜ ବାପା ମା ଙ୍କୁ ପଚାରୁ ମଧ୍ୟ ନାହାନ୍ତି । କିଛି ପୁଅ ବା ଝିଅ ଏମିତି ଅଛନ୍ତି ଯେଉଁ ମାନେ ବଡ ହେବା ପରେ ରୋଜଗାର କରିବା ପରେ ବାପା ମା ଙ୍କୁ ପଚାରୁ ନାହାନ୍ତି । କିନ୍ତୁ ଦୁନିଆରେ ଏମିତି ବି ପୁଅ ବା ଝିଅ ଅଛନ୍ତି ଯେଉଁ ଏମାନେ ନିଜର କର୍ମ କରିବା ସହ ବାପା ମାନଙ୍କର ନାଁ ଉଜ୍ଵଳ କରିଥାନ୍ତି । ସେମାନେ ହେଉଛନ୍ତି –

୧ – S ନାମର ବ୍ୟକ୍ତି : ଯେଉଁ ବ୍ଯକ୍ତିର ନାମ ଏହି ଏକ୍ଷର ରୁଅ ଆରମ୍ଭ ହୋଇଥାଏ ସେମାନେ ନିଜର ଅଲଗା ପରିଚୟ ସୃଷ୍ଟି କରିତହନ୍ତି । ଏମାନେ ବଡ ହେବା ପରେ ବାପା ମାଙ୍କର ନାଁ ଉପରକୁ କରିଥାନ୍ତି । ଏହି ନାମର ପୁଅ ବା ଝିଅ ହୁଅନ୍ତୁ ମାନେ ନିଜ ମାତା ପିତାଙ୍କର ନାଁ ରେ ଚାର ଚାନ୍ଦ ଲଗାଇଥାନ୍ତି ।

୨- V ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତି ର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ କାମ ପ୍ରତି ବହୁତ ଇମାନ୍ଦାର ହୋଇଥାନ୍ତି । ଏଭଳି ବ୍ୟକ୍ତି ଅନ୍ୟ ମାନଙ୍କର ବହୁତ ସମ୍ମାନ କରିଥାନ୍ତି । ଏମାନେ ବାସ୍ତବରେ ବହୁତ ଉନ୍ନତି କରିଥାନ୍ତି । ଏମାନେ ଜୀବନରେ ବାପା ମାନଙ୍କର ନାଁ ଉଜ୍ବଳ କରିଥାନ୍ତି । ଏମାନେ ନିଜ ବାପା ମାଙ୍କର ନାଁ କେବେ ବି ତଳେ ପକାଇବାକୁ ଦିଅନ୍ତି ନାହି ।

୩- Z ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତି ଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ପ୍ରତେକ ମାମଲା ରେ ହୁନହାର ହୋଇଥାନ୍ତି । ଏମାନେ ଅନ୍ୟ ମାନଙ୍କ ହୃଦୟରେ ଏମିତି ସ୍ଥାନ ସୃଷ୍ଟି କରିଥାନ୍ତି କି ଲୋକ ମାନେ ଏମାନଙ୍କର ମୃତ୍ୟୁ ପରେ ମଧ୍ୟ ମାନେ ରଖିଥାନ୍ତି । ଏମାନେ ବହୁତ ଖାସ ହୋଇଥାନ୍ତି । ଏମାନେ କେବେ ବି ଜୀବନରେ ନିଜ ବାପା ମାଙ୍କର ନାଁ ତଳେ ପକାନ୍ତି ନାହି । ଏମାନେ ନିଜ ସମ୍ମାନ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *