Jyotish Shastra- ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ରେଡି, କାରଣ ଆଜି ରାତି ଠାରୁ ଏହି ରାଶିର ସବୁ ଦୁଃଖ, କଷ୍ଟ ଦୂର କରିବେ ପ୍ରଭୁ ବଜରଙ୍ଗବଲି

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଭଗବାନ ହନୁମାନଙ୍କୁ ସଙ୍କଟ ମୋଚନ କୁହାଯାଏ । ତାଙ୍କର କୃପାରୁ ଦୁଖ କଷ୍ଟ ସବୁ ଦୂର ହୋଇଥାଏ । ଯେଉଁ ଭକ୍ତ ଭଗବାନ ହନୁମାନଙ୍କର ସଚ୍ଚା ମନରେ ପୂଜା ଆରାଧନା କରିଥାଏ ତାର ସବୁ ଇଚ୍ଛା ପୂରଣ ହୋଇଥାଏ । ଭଗବାନ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ସହ ଘିଅର ଦୀପ ଜାଳିବା ଦ୍ଵାରା ତାଙ୍କର ଅସୀମ କୃପା ନିରନ୍ତର ଲାଗି ରହିବ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ଉପରେ ଭଗବାନ ହନୁମାଙ୍କ ଅସୀମ କୃପା ହେବାକୁ ଯାଉଛି ।

ଏହି ରାଶିର ମାନଙ୍କ ଉପରେ ଭଗବାନ ହନୁମାନଙ୍କ କୃପା ଦ୍ରୁଷ୍ଟି ରହିବ । ଆପଣ ଯେଉଁ ଅକାମ ଆରମ୍ଭ କରିବେ ସେଥିରେ ସଫଳ ହେବାରେ କେହି ରୋକୀ ପାରିବେ ନାହି । ଘରେ ବଡ ଭାଇ ଙ୍କ ସହଯୋଗ ପାର୍ପ୍ତ ହେବ । ଆପଣଙ୍କ ସମୟ ଲାଭଦାୟକ ରହିବ । ଆପଣ ନିଜର ସ୍ୱାସ୍ଥ୍ୟ ର ଧିକ ଧ୍ୟାନ ରଖନ୍ତୁ । ଯାତ୍ରା କରିବା ସମୟରେ ସାବଧାନ ରୁହନ୍ତୁ  ବାଦ ବିବାଦ ରୁ ଦୂରେଇ ରୁହନ୍ତୁ । ଆପଣ ନିଜର ବାଣୀ ଉପରେ କାବୁ ରଖନ୍ତୁ ।

ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ ହେବ । ସେହି ୩ଟି ରାଶି ହେଉଛନ୍ତି ମେଷ ରାଶି, ବୃଷ ରାଶି ଓ ତୁଳା ରାଶି । ଏମାନଙ୍କ ଘରେ ପରିବାରରେ ସୁଖ ଓ ଧନର ଆଗମନ ହେବାକୁ ଯାଉଛି । ଆପଣଙ୍କୁ ସଫଳତାର ମାର୍ଗ ପ୍ରାପ୍ତ ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆର୍ଥିକ ମାମଲା ରେ ସ୍ଥିତି ଠିକ ରହିବ । ଧନ ଜନିତ ସମସ୍ଯା ଆପଣଙ୍କର ଦୂର ହେବ ।

ଲାଭଦାୟକ ପରିଣାମ ଆପଣଙ୍କୁ ମିଳିପାରେ । ଆପଣଙ୍କୁ ସଚ୍ଚା ପ୍ରେମ ମିଳିବାର ଯୋଗ ରହିଛି । ଚାକିରି କ୍ଷେତ୍ର ରେ ପ୍ରମୋଶନ ହୋଇପାରେ । ଅନ୍ୟ ୩ଟି ରାଶି ହେଉଛି ସିଂହ ରାଶି, ମିଥୁନ ରାଶି ଓ କନ୍ୟା ରାଶି । ଆପଣଙ୍କ ଜୀବନରେ ଚାଲିଥିବା ଖରାପ ସମୟର ଅନ୍ତ ଘଟିବ । ପ୍ରେମ ଜୀବନରେ ସମୟ ଭଲ ରହିବ ।

ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁଣା ଧନ ଲାଭ କରିବେ । ଅନ୍ତିମ ୩ଟି ରାଶି ହେଉଛି କୁମ୍ଭ ରାଶି, ମକର ରାଶି ଓ ଧନୁ ରାଶି । ଆପଣଙ୍କର ଆଗାମୀ ସମୟ ଶୁଭ ଓ ଫଳଦାୟକ ରହିବ । ଆପଣଙ୍କ ଜୀବନରେ ଖାସ ଅନୁଭୂତି ଅନୁଭବ ହେବ । କୌଣସି କ୍ଷେତ୍ର ରୁ ବଡ ଖୁସି ଖବର ଶୁଣିବାକୁ ପାଇବେ ।

ଅଟକି ରହିଥିବା ଟଙ୍କା ଫେରି ପାଇବେ । ଆପଣଙ୍କ ଜୀବନରେ ଜୀବନ ସାଥି ଙ୍କ ଯୋଗଦାନ ଖାସ ରହିବ । ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ଶୁଭଦାୟକ ରହିବ । ଜୀବନରେ କିଛି ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *