ସୂର୍ଯ୍ୟାସ୍ତ ପରେ ଭୁଲରେ ବି ଦିଅନ୍ତୁ ନାହିଁ କି ଆଣନ୍ତୁ ନାହିଁ ଏହି 4ଟି ଜିନିଷ, ହୋଇଯିବେ ଲକ୍ଷ୍ମୀଛଡା

ଆମେ ମାନେ ନିଶ୍ଚିତ ଭାବେ ଜାଣିଛେ କି ବାସ୍ତୁ ଶାସ୍ତ୍ର ର ଅର୍ଥ ହେଲା ଆମ ଚତୁରପାର୍ଶ୍ୱ ରେ ରହି ଥିବା ଶକ୍ତି ତରଙ୍ଗ ର ସନ୍ତୁଳନ । ଯଦି ଆପଣ ମାନେ ଏହି ଆମ ଚତୁରପାର୍ଶ୍ୱ ରେ ରହି ଥିବା ଶକ୍ତି ତରଙ୍ଗ ର ସନ୍ତୁଳନ ସଠିକ୍ ଭାବେ ପ୍ରାପ୍ତ ହେଉଛି । ତେବେ ଜାଣନ୍ତୁ କି ଆପଣ ମାନଙ୍କ ଜିବନରେ କୈଣସି ବି ଅସୁବିଧା ଆସିବାର ରହି ନାହିଁ ।

ହେଲେ ଯଦି ଆପଣ ମାନଙ୍କ ଚତୁରପାର୍ଶ୍ୱ ରେ ରହି ଥିବା ଶକ୍ତି ତରଙ୍ଗ ର ସନ୍ତୁଳନ ସଠିକ୍ ଭାବେ ରହି ନାହିଁ । ଏପରି ବେଳେ ଏହା ଆପଣ ମାନଙ୍କ ପାଇଁ ବହୁତ ଅସୁବିଧା ହୋଇ ପାରେ ବୋଲି ଆମେ ମାନେ କହି ପାରିବା । ତେବେ ଏପରି ପର୍ଯ୍ୟୟରେ ଆପଣ ମାନଙ୍କୁ ବାସ୍ତୁ ନିଜ ଅନୁସାରେ ବଜାଇ ରଖିବା ପାଇଁ ଆପଣ ମାନଙ୍କୁ କେତେକ ସଫଳ ପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ପଡି ଥାଏ ।

ଏହି କାର୍ଯ୍ୟ ମାଧ୍ୟରେ ଆପଣ ନିଜର ଘରକୁ ଏହି କୁ ପ୍ରଭାବ ରୁ ବଞ୍ଚାଇ ପାରିବେ । କେବଳ ସେହିଥି ପାଇଁ ହିଁ ଆପଣ ମାନଙ୍କୁ ନିଜର ଗୃହ ରେ ଏହି ପାଞ୍ଚ ଟି କାର୍ଯ୍ୟ କୁ କରିବା ପାଇଁ କୁହା ଯାଏ ଯେଉଁଥିରେ ଆପଣ ମାନଙ୍କ ଘରେ ଏହି ପରି ଦୁର୍ଦଶା ପଡି୍ବ ନାହିଁ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ପ୍ରଥମେ ହେଲା ଯଦି ଆପଣ ମାନଙ୍କୁ ସୂର୍ଯ୍ୟସ୍ତ ସମୟରେ କେହି ଆପଣ ମାନଙ୍କୁ ଦୁଗ୍ଧ ଜାତୀୟ ଖାଦ୍ୟ ମାଗିବା ପାଇଁ ଆସନ୍ତି । ତେବେ ସେମିତି ବେଳେ ଆପଣ ମାନେ ସେହି ସମୟ ରେ ସେମାନଙ୍କୁ ଏହି ସବୁ ମନା କରି ଦିଅନ୍ତୁ । କାରଣ କୈଣସି ବାହାର ବ୍ୟକ୍ତି ଙ୍କୁ ଏହି ସବୁ ଜିନିଷ ଦେଲେ ଆପଣ ମାନଙ୍କ ଘରେ ଶାନ୍ତି ରହେ ନାହିଁ ।ସେହି ପରି ଭାବେ ଆପଣ ମାନେ ଘରେ ଯଦି ଦୁଇ ଦିନ ର ପୁରୁଣା ତୈଲିଆ ର ବ୍ୟବହାର କରି ଥାନ୍ତି । ତେବେ ଆପଣ ମାନଙ୍କୁ ଘରେ ନାକାରାତ୍ମକ ପ୍ରଭାବ ପଡିବାର ସଂମ୍ପର୍ଣ୍ଣ ଭାବେ ସମ୍ଭାବନା ରହିଛି ।

ଆପଣ ଆପଣ ମାନଙ୍କୁ ସୂଚନା ଦେବୁ କି । ଆପଣ ମାନେ ଯଦି ଘରେ କୈଣସି ଭ୍ରମଣ ରେ ବାହାର କୁ ଜାଆନ୍ତି । ତେବେ ସେହି ସମୟ ରେ ଆପଣ ମାନେ କେବେ ବି ଘରୁ ଏକା ସଂଙ୍ଗେ ବାହାରନ୍ତୁ ନାହିଁ । ଆପଣ ମାନେ ଆଗ ପଛ ହୋଇ ବାହାରି ପାରିବେ । ସେହି ପରି ବେଳେ ରାତ୍ରୀ ସମୟ ରେ ଆପଣ ମାନେ ଘର ଝାଡୁ କରିଲେ କେବେ ବି ବାହାର କୁ ପକାନ୍ତୁ ନାହିଁ । ଏହା ଦ୍ୱାରା ଘରେ ଖରାପ୍ ଶକ୍ତି ର ବାସ ହୋଇ ଥାଏ । ରାତ୍ରୀ ସମୟ ରେ ଆପଣ ମାନେ କେବେ ବି ଘରକୁ ପରିବା କିମ୍ଭା ରାତ୍ରୀ ରେ ଲୁଗା ପଟା ର ସଫା କରନ୍ତୁ ନାହିଁ ।

ସେହି ପରି ଆପଣ ମାନେ ଯଦି ରାତି ରେ ଛାତ ଉପରେ ଲୁଗା ସୁଖାଉ ଛନ୍ତି ତେବେ ଏହା ମଧ୍ୟ ଆପଣ ମାନଙ୍କ ପାଇଁ ଭଲ ଖବର ହୋଇ ନ ପାରେ । ତେବେ ଏହାକୁ ବର୍ତମାନ ସମୟ ରେ ହିଁ ବଦଳାଇ ଦିଅନ୍ତୁ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *