ବନ୍ଧୁଗଣ, ଜଣେ ମହିଳା ଙ୍କ ପାଇଁ ସୁହାଗ ସହିତ ଜଡିତ ହୋଇ ରହିଥିବା ନିଶାନି ଯେଉଁଭଳି କି ଚୁଡି, ମଙ୍ଗଳସୂତ୍ର, ପାଊଁଚି, ସିନ୍ଦୁର ଏବଂ ପାଦର ଗୋଡମୁଦି ବହୁତ ମହତ୍ଵ ରଖିଥାଏ । ମାତ୍ର ବିଶେଷ କରି ଆଜି ଆମ୍ଭେ ସେହି ଗୋଡମୁଦି ସମ୍ବନ୍ଧରେ କହିବାକୁ ଯାଉଅଛୁ ଶାସ୍ତ୍ର ଅନୁସାରେ ପାଦରେ ଗୋଡମୁଦି ପିନ୍ଧିବା ଦ୍ଵାରା ଅନେକ ଫାଇଦା ମିଳିବା ସହିତ ଏଥିରେ ସ୍ଵାମୀ ଙ୍କ ଉପରେ ବିପଦ ମଧ୍ୟ ଆସି ନଥାଏ । ସାଧାରଣତ ମହିଳା ପାଦରେ ଗୋଡମୁଦି କାଢିବା ସମୟରେ ଅନେକ ପ୍ରକାରର ଭୁଲ କରିଦେଇଥାନ୍ତି ।
ଯାହା କାରଣରୁ ତାଙ୍କ ସ୍ଵାମୀ ଉପରେ ବିପଦ ଆସିଯାଇଥାଏ । ଗୋଡମୁଦି ପିନ୍ଧିବା ସମୟରେ ଏବଂ ତାହାକୁ କାଢିବା ସମୟରେ ଅନେକ ସାବଧାନତା ଆବଶ୍ୟକ ହୋଇଥାଏ । ମାତା ଲକ୍ଷ୍ମୀ ବହୁତ ସ୍ନେହୀ ଅଟନ୍ତି ଏବଂ ଚଞ୍ଚଳ ସ୍ଵଭାବ କାରଣରୁ ସେ ନିଜ ଭକ୍ତ ଙ୍କ ଠାରୁ କେବେ ଅଧିକ ସମୟ ପର୍ଯ୍ୟନ୍ତ ରୁଷ୍ଠ ହୋଇରହିପାରନ୍ତି ନାହିଁ । ଶାସ୍ତ୍ର ଅନୁସାରେ ହିନ୍ଦୁ ତଥା ମୁସଲିମ ମହିଳା ଉଭୟ ହିଁ ପାଦରେ ଗୋଡମୁଦି ପିନ୍ଧିଥାନ୍ତି ।
ମାତ୍ର ପାଦରେ ଏହିଭଳି ଗୋଡମୁଦି ଆଦୌ ପିନ୍ଧିବା କଥା ନୁହେଁ ଯାହା ଆପଣଙ୍କ ବୈବାହିକ ଜୀବନ କୁ ନଷ୍ଟ କରିଦେଇଥାଏ । ଯଦି ଆପଣ ବିବାହିତା ଅଟନ୍ତି ତେବେ ଆପଣଙ୍କୁ ପାଦରେ ଗୋଡମୁଦି ଅବଶ୍ୟ ପିନ୍ଧିବା ଆବଶ୍ୟକ । ଶାସ୍ତ୍ର ଅନୁସାରେ ଏହାକୁ ସ୍ଵାମୀ ଙ୍କ ନିଶାନି ମାନାଯାଇଥାଏ । ସ୍ଵାମୀ ଙ୍କ ଉପରେ କୌଣସି ପ୍ରକାରର ଭାରି ବିପଦ ନ ଆସୁ ଏଠି ନିମନ୍ତେ ମହିଳା ମାନଙ୍କୁ ପାଦରେ ଗୋଡମୁଦି ପିନ୍ଧିବା ଆବଶ୍ୟକ ।
ନୂଆ ଗୋଡମୁଦି ପିନ୍ଧିବା ସମୟରେ ପୁରୁଣା ଗୋଡମୁଦି କୁ ଯଥାଶୀଘ୍ର ବାହାର କରିଦେବା ଉଚିତ । ଶାସ୍ତ୍ର ଅନୁସାରେ କୌଣସି ମହିଳା ଙ୍କୁ ଅଳ୍ପ ସମୟ ନିମନ୍ତେ ମଧ୍ୟ ନିଜ ପାଦରୁ ଗୋଡମୁଦି କୁ ଅଲଗା କରିବା କଥା ନୁହେଁ । ଏହା ସୁହାଗ ର ନିଶାନି ହେବା କାରଣରୁ ନିଜ ଗୋଡମୁଦି ଅନ୍ୟକୁ ଦେବା ଉଚିତ ନୁହେଁ । ଏହାକୁ ପାପ ମାନାଯାଇଥାଏ ।
ଯଦି ଆପଣ ପୁରୁଣା ଗୋଡମୁଦି ପିନ୍ଧିବାକୁ ଚାହୁଁ ନାହାଁନ୍ତି ତ ଏହାକୁ କେଉଁଠାରେ ସମ୍ଭାଳି ରଖି ଦିଅନ୍ତୁ । ଏହା ଆପଣଙ୍କ ଅସ୍ତିତ୍ଵ ସହିତ ଜଡିତ ରହିଥାଏ ଯାହା ଏହା ଆପଣଙ୍କ ପ୍ରେମ କୁ ଦର୍ଶାଇଥାଏ । ଏଥିପାଇଁ କେବେ କାହାକୁ ଗୋଡମୁଦି ଦେବା ଆବଶ୍ୟକ ନୁହେଁ ।
ଏହାଦ୍ଵାରା ବୈବାହିକ ଜୀବନ ଖରାପ ହୋଇଯାଇଥାଏ । ଏହାକୁ ପିନ୍ଧିବା ଦ୍ଵାରା ମହିଳା ମାନଙ୍କର କେତେକ ବିମାରୀ ମଧ୍ୟ ସଠିକ ହୋଇଯାଇଥାଏ । ଚାନ୍ଦି ର ଗହଣା ଚନ୍ଦ୍ରମା ର ଶୀତଳତାର ପ୍ରତୀକ ମାନାଯାଇଥାଏ । ଏହା ମାନସିକ ଚିନ୍ତା କୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ମସ୍ତିଷ୍କ ମଧ୍ୟ ଥଣ୍ଡା ରହିଥାଏ । ଏବଂ କୌଣସି ପ୍ରକାରର ବିମାରୀ ପ୍ରବେଶ କରି ନଥାଏ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।