Chanakya Niti: କଥା କଥାରେ କାନ୍ଦୁଥିବା ଝିଅ କିପରି ହୋଇଥାନ୍ତି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ, ଆଚାର୍ଯ୍ୟ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ । ସେ ନିଜ ନୀତିଶିକ୍ଷା ମାଧ୍ୟମରେ ରାଜା ଚନ୍ଦ୍ରଗୁପ୍ତ ମୋରୟା ଙ୍କୁ ରାଜଗାଦୀରେ ବସାଇ ଦେଇଥିଲେ । ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଏକ ମହତ୍ଵପୂର୍ଣ୍ଣ ନୀତି ଯାହା ଆପଣଙ୍କୁ କେଉଁଠି ନା କେଉଁଠି ବହୁତ କାମରେ ଲାଗିପାରିବ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ କଥା କଥାରେ ଚିଲାଉଥିବା ଏବଂ କାନ୍ଦୁଥିବା ମହିଳା ଅନ୍ୟ ମାନଙ୍କ ଠାରୁ କମଜୋର ହୋଇନଥାନ୍ତି । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ କଥା କଥାରେ କାନ୍ଦୁଥିବା ମହିଳାଙ୍କ ଚରିତ୍ର ଅଲଗା ପ୍ରକାରର ହୋଇଥାଏ ।

ମାତ୍ର ଏହିଭଳି ମହିଳା ଙ୍କ ଠାରୁ ଅନ୍ୟ କେହି ବଞ୍ଚିବାକୁ ହିଁ ଚାହାଁନ୍ତି ନାହିଁ । ଏମାନଙ୍କ ସମ୍ବନ୍ଧରେ କେତେକ ଅପଶବ୍ଦ ମଧ୍ୟ କହିଥାନ୍ତି । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ଆପଣଙ୍କ ଘରେ ଯଦି କୌଣସି ମହିଳା ଥାନ୍ତି, ସେ ଆପଣଙ୍କ ଉପରେ ଚିଲାଇଥାଏ ଅଥବା କାନ୍ଦୁଥାଏ ତେବେ ଆପଣ ଏହା ସମ୍ବନ୍ଧରେ ନିଶ୍ଚିତ ଭାବରେ ଜାଣି ରଖନ୍ତୁ ।

୧;- ଆଚାର୍ଯ୍ୟ ଚାଣକ୍ୟ କହିଥାନ୍ତି ଯେ ମହିଳାଙ୍କ ମଧ୍ୟରେ ସହନଶକ୍ତି ପୁରୁଷ ଙ୍କ ଠାରୁ ବହୁତ ଅଧିକ ରହିଥାଏ । ଏହିଭଳି କ୍ଷେତ୍ରରେ ଯେବେ କୌଣସି ସ୍ତ୍ରୀ କଥା କଥାରେ କାନ୍ଦିଥାଏ, ତାହାର ଆପଣଙ୍କୁ ସନ୍ନମାନ କରିବା ଆବଶ୍ୟକ । ଆଚାର୍ଯ୍ୟ ଚାଣକ୍ୟ କହିଥାନ୍ତି ଯେ ଏହିଭଳି ମହିଳା ଦ୍ଵିତୀୟ ଥର ମିଳନ୍ତି ନାହିଁ । ଏହିଭଳି ସ୍ତ୍ରୀ ସଚ୍ଚା ବିଚାର ଯୁକ୍ତ ହୋଇଥାନ୍ତି ।

୨;- ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ସ୍ତ୍ରୀ କଥା କଥାରେ କାନ୍ଦିଥାଏ, ସେ ନିଜ ପ୍ରେମୀଠାରୁ କେବେ ମଧ୍ୟ ଦୂରେଇବାକୁ ଚାହାଁନ୍ତି ନାହିଁ । ଏଭଳି ସ୍ତ୍ରୀ ପରିବାର ନିମନ୍ତେ ବହୁତ ଭଲ ହୋଇଥାନ୍ତି । ଏମାନଙ୍କ ହୃଦୟ କୋମଳ ହେବା ସହିତ ଏମାନେ ସମସ୍ତ ଙ୍କ ଭାବନା ର ସନ୍ନମାନ କରିଥାନ୍ତି । ଏଭଳି ସ୍ତ୍ରୀ ମାନଙ୍କୁ କେବେ ହରାଇବା କଥା ନୁହେଁ । ଭୁଲ ନ ହେବା ସତ୍ବେ ମଧ୍ୟ ଯେଉଁ ସ୍ତ୍ରୀ କାନ୍ଦିପକାଏ, ତାଙ୍କ ମଧ୍ୟରେ ମମତା ଅତ୍ୟଧିକ ରହିଥାଏ । ଯାହା ଆପଣଙ୍କ ନିମନ୍ତେ ବହୁତ ଉତ୍ତମ ଅଟେ ।

୩;- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ମହିଳା ମାନଙ୍କ କାନ୍ଦିବା ଏବଂ ଚିଲାଇବା ଦ୍ଵାରା କେତେକ ଘାତକ ବିମାରୀ ଶେଷ ହୋଇଯାଇଥାଏ । ଏବଂ କାନ୍ଦିବା ଦ୍ଵାରା ମନ ହାଲ୍କା ମଧ୍ୟ ହୋଇଯାଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମହିଳା କାନ୍ଦିବା ଦ୍ଵାରା ଚିନ୍ତା ମଧ୍ୟ ଦୂର ହୋଇଯାଇଥାଏ ।

୪;- କଥା କଥାରେ କାନ୍ଦୁଥିବା ମହିଳା ପ୍ରାୟ ସମସ୍ତଙ୍କ ଭାଗ୍ୟରେ ନଥାଏ, ସେମାନଙ୍କ ହୃଦୟ ଅତି କୋମଳ ହୋଇଥାଏ । କାନ୍ଦୁଥିବା ମହିଳା କାହାର ମଧ୍ୟ ହୃଦୟ ଭାଙ୍ଗିନଥାନ୍ତି । ଏମାନେ ଅନ୍ୟର ଭାବନାର ସନ୍ନମାନ କରିଥାନ୍ତି । ଅଧିକ କାନ୍ଦୁଥିବା ମହିଳା ନିଜେ ଭୋକିଲା ରହିଯାନ୍ତି ପଛେ ମାତ୍ର ଅନ୍ୟର ପେଟ ଖାଲି ରଖନ୍ତି ନାହିଁ । ଅଧିକ କାନ୍ଦୁଥିବା ମହିଳା ସବୁ ପ୍ରକାରରୁ ଘାତକ ହୋଇ ନଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *