ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ ? (Astrology)

ବନ୍ଧୁଗଣ, ପ୍ରାୟ ସମସ୍ତଙ୍କୁ ଇଛା ଥାଏ ଜାଣିବାକୁ ଯେ ତାଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟରେଜ । ଆଜି ଆମେ ଆପଣଙ୍କୁ ଏକ ଫର୍ମୂଲା ଜଣାଇବୁ ଯାହା ସାହାର୍ଯ୍ୟରେ ଆପଣ ସହଜରେ ଜାଣିପାରିବେ କି ଆପଣଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ । ଯଦି ଆପଣ ଜ୍ୟୋତିଷଙ୍କୁ ମାନୁଛନ୍ତି ତେବେ ଅଙ୍କ ଜ୍ୟୋତିଷ ଦ୍ଵାରା ଆମେ ଜାଣିପାରିବା ଆମ୍ଭର ବାହାଘର କିଭଳି ହେବ । ଲଭ ମ୍ୟାରେଜ୍ ହେଉ କିମ୍ବା ଆରେଞ୍ଜ ମ୍ୟାରେଜ ଅଙ୍କ ଜ୍ୟୋତିଷରେ ଆପଣଙ୍କ ଜନ୍ମ ତାରିଖ ର ଅଙ୍କ ଯୋଡ଼ି ମୂଲ୍ୟାଙ୍କ ବାହାର କରନ୍ତି ।

୧:- ଯେଉଁମାନଙ୍କ ଜନ୍ମ ଯେକୌଣସି ମାସର ୧,୧୦,୧୯,୨୮ ରେ ହୋଇଛି ଏମାନଙ୍କ ମୂଲ୍ୟାଙ୍କ ୧ ଅଟେ । ଏହା ସୂର୍ଯ୍ୟଙ୍କ ଅଙ୍କ ଅଟେ । ମୂଲ୍ୟାଙ୍କ ୧ ର ଲୋକମାନେ ବହୁତ ଲାଜୁଆ ସ୍ୱଭାବର ହୋଇଥାନ୍ତି । ଏମିତିରେ ଏହି ଲୋକମାନେ ପ୍ରେମ ପାଇଁ କେବେ ଝଗଡା କରିନଥାନ୍ତି । କିନ୍ତୁ ଏମାନେ ପ୍ରେମ ନିଶ୍ଚିତ କରିଥାନ୍ତି । ଏମାନଙ୍କ ଲାଜୁଆ ସ୍ଵଭାବ ଯୋଗୁଁ ଏମାନଙ୍କ ଲଭ ମ୍ୟାରେଜ ହୋଇନଥାଏ । ଏମାନେ ଆରେଞ୍ଜ ମ୍ୟାରେଜ ହିଁ କରିଥାନ୍ତି ।

୨:- ଯେଉଁ ମାନଙ୍କ ଜନ୍ମ କେଉଁ ବି ମାସର ୨,୧୧,୨୦,୨୯ ତାରିଖରେ ହୋଇଥାଏ । ଏମାନଙ୍କ ମୂଲ୍ୟାଙ୍କ ୨ ଅଟେ । ଏହା ଚନ୍ଦ୍ରମାଙ୍କ ଅଙ୍କ ଅଟେ । ଏହି ମାନଙ୍କୁ ପ୍ରେମ ଧୀରେ ଧୀରେ ହୋଇଥାଏ । ଲଭ ମାମଲାରେ ଏମାନେ ବହୁତ ଇମୋସନାଲ ହୋଇଥାନ୍ତି । ଯାହା କିଛି ବି ହେଇଯାଉ ଏମାନେ ଲଭ ମ୍ୟାରେଜ କରିକି ହିଁ ମାନିଥାନ୍ତି ।

୩:- ଯେଉଁମାନଙ୍କର ଜନ୍ମ କେଉଁ ବି ମାସରେ ୩,୧୨,୨୨,୩୦ ରେ ହୋଇଥାଏ । ଏମାନଙ୍କର ମୂଲ୍ୟାଙ୍କ ୩ ହୋଇଥାଏ । ଏହା ଗୁରୁଙ୍କ ଅଙ୍କ ଅଟେ । ଏମିତି କୁହାଯାଇଥାଏ ଯେ ଏହିଲୋକମାନେ ଲଭ ମ୍ୟାରେଜ କରି ହିଁ ସଫଳତା ପାଇଥାନ୍ତି । ଏମାନେ ନିଜ ଲଭ କୁ ମ୍ୟାରେଜ ଯାଏଁ ନେବାପାଇଁ କାହାର ସାହାଯ୍ୟ କେବଳ ଚାହିଁଥାନ୍ତି । ଏବଂ ଏମାନଙ୍କର ବାହାଘର ଜୀବନ ବହୁତ ସୁଖମୟ ହୋଇଥାଏ ।

୪:- ଯେଉଁ ମାନଙ୍କର ଜନ୍ମ ୪,୧୩,୨୨,୩୧ ରେ ହୋଇଥାଏ । ଏମାନଙ୍କ ମୂଲ୍ୟାଙ୍କ ୪ ଅଟେ । ଏହା ରାହୁଙ୍କ ଅଙ୍କ ଅଟେ । ଏମାନେ ବହୁତ ଜଣଙ୍କୁ ଲଭ କରିଥାନ୍ତି । ଏଥିପାଇଁ ଏମାନେ ପ୍ରେମ ବିବାହ ପ୍ରତି ଗମ୍ଭୀର ହୋଇନଥାନ୍ତି । ଏମାନଙ୍କର ଲଭ ମ୍ୟାରେଜ କରିବାର ସମ୍ଭାବନା କମ ଥାଏ ।

୫:- ଯେଉଁମାନଙ୍କ ଜନ୍ମ ୫,୧୪,୨୩ ତାରିଖରେ ହୋଇଥାଏ । ଏମାନେ ପାରମ୍ପରିକ ଭାବେ ସବୁ କରିବାକୁ ପସନ୍ଦ କରିଥାନ୍ତି । ଏବଂ ଏହି ମାନଙ୍କ ବାହାଘର, ଘର ଲୋକଙ୍କ ସହମତିରେ ହୋଇଥାଏ । କିନ୍ତୁ ଏମାନଙ୍କ ଜାତକରେ ସଫଳ ବୈବାହିକ ଜୀବନ ଓ ପ୍ରେମ ବିବାହ ର ଯୋଗ ଥାଏ ।

୬:- ଯେଉଁ ମାନଙ୍କର ଜନ୍ମ ୬,୧୫,୨୪ ତାରିଖରେ ହୋଇଥାଏ । ଏମାନଙ୍କର ମୂଲ୍ୟାଙ୍କ ୬ ଅଟେ । ଏହା ଶୁକ୍ରର ଅଙ୍କ ଅଟେ । ଏହିମାନେ ଲଭ ମ୍ୟାରେଜ କରିବା ପାଇଁ ହିଁ ବନିଛନ୍ତି । ଏମାନେ ଅଧିକ ଲୋକଙ୍କ ସହ ସମ୍ପର୍କ ରଖିଥାନ୍ତି । ପ୍ରାୟ ୮୦ ପ୍ରତିଶତ ଲୋକ ଲଭ ମ୍ୟାରେଜ କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *