Vastu Shastra- ପୂଜାରେ ଲାଗିଥିବା ନଡିଆ ଖରାପ ବାହାରିଲେ, କ’ଣ ସଙ୍କେତ ଦେଇଥାଏ ?

ବନ୍ଧୁଗଣ, ସାଧାରଣତ ସମସ୍ତଙ୍କ ସହିତ ଏଭଳି ନିଶ୍ଚିତ କେବେ ନା କେବେ ହୋଇଥାଏ ଯେ ପୂଜାରେ ଲଗାଯାଇଥିବା ନଡିଆ ଖରାପ ବାହାରିଥାଏ । ଏହି ସମୟରେ ମନରେ ଖରାପ ଚିନ୍ତାଧାରା ଆସିଥାଏ ଯେ ଖରାପ ନଡିଆ ହେତୁ ଭଗବାନ ଖରାପ ଭାବି ପାରନ୍ତି କିମ୍ବା ଭଗବାନ ଙ୍କ କ୍ରୋଧ ରୁ ଅଶୁଭ ଫଳ ପରିବାର ଲୋକଙ୍କୁ ଭୋଗିବାକୁ ପଡିପାରେ । କିନ୍ତୁ ପୂଜା ରେ ଲଗାଯାଇଥିବା ନଡିଆ ଖରାପ ହେବାର ଅର୍ଥ ଅଶୁଭ ହୋଇ ନଥାଏ ।

ଏହାର ପଛରେ କିଛି ଅଲଗା କାରଣ ଅଛି । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ଅଲଗା କାରଣ ମାନ ଅଛି ? ଶାସ୍ତ୍ରରେ ନଡିଆ କୁ ଧନର ଦେବୀ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ କୁହାଯାଏ । ଏଣୁ ମା ଙ୍କ ପୂଜାରେ ନଡିଆ ଥିବା ବହୁତ ଜରୁରୀ ମାନାଯାଏ । ଶାସ୍ତ୍ର ଅନୁସାରେ ଯେ କୌଣସି ପୂଜାରେ ଶ୍ରୀ ଫଳ ଅଥବା ନଡିଆ କୁ ରଖିବା ନିହାତି ଆବଶ୍ୟକ । ନଡିଆ ବିନା ପୂଜା ସଂପୂର୍ଣ୍ଣ ହୋଇନଥାଏ ।

ଯେ କୌଣସି ପୂଜାରେ ନଡିଆ ଭାଙ୍ଗିବା ଉଚିତ ମାନାଯାଇଅଛି । ଏହାର କାରଣ ଶୁଭ କାର୍ଯ୍ୟ ବିନା ବିଳମ୍ବ ଅଥବା ବିନା ବାଧାରେ ସଂପୂର୍ଣ୍ଣ ହୋଇଥାଏ । ଯଦି ପୂଜା ରେ ଲାଗିଥିବା ନଡିଆ ଆପଣଙ୍କର ଖରାପ ହୋଇଥାଏ, ତେବେ ଏହା ଅଶୁଭ ନୁହେଁ ଶୁଭ ହୋଇଥାଏ । ନଡିଆ କୁ ଶୁଭ ମାନିବା ପଛରେ ଏକ କାରଣ ଲୁଚି ରହିଅଛି । ମାନ୍ୟତା ଅନୁସାରେ ପୂଜାରେ ଚଢାଯାଇଥିବା ନଡିଆ ଖରାପ ବାହାରିଲେ ସେହି ନଡିଆ କୁ ଭଗବାନ ଗ୍ରହଣ କରିସାରିଛନ୍ତି ।

ଏହି କାରଣ ହେତୁ ସେହି ନଡିଆ ଟି ଭିତରୁ ସୁଖୀ ଯାଇଥାଏ ତଥା ଖରାପ ପଡିଥାଏ । ଏହା ସହିତ ଏହା ଆପଣଙ୍କ ମନୋକାମନା ସଂପୂର୍ଣ୍ଣ ହେବାର ସଙ୍କେତ ବୋଲି କୁହାଯାଏ । ଏହି ସମୟରେ ଯଦି ଆପଣ କିଛି ମଧ୍ୟ କାମନା ମାନନ୍ତି ତେବେ ତାହା ପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଯେତେବେଳେ ଭଗବାନ ଙ୍କ ପାଖରେ ରଖାଯାଇଥିବା ନଡିଆ ଶୁଖିଲା ଅଥବା ଖରାପ ବାହାରେ, ତା’ ହେଲେ ଭଗବାନ ତାକୁ ସ୍ଵୀକାର କରିନେଇଛନ୍ତି ।

ଯଦି ନଡିଆ ଟି ଭଲ ଅଛି ତେବେ ଆପଣ ତାହାକୁ ମନ୍ଦିରରେ ଥିବା ଲୋକଙ୍କୁ ବାଣ୍ଟି ଦିଅନ୍ତୁ । ପୂଜା ପରେ ଏଭଳି କରିବା କୁ ଶୁଭ ମାନାଯାଏ । ନଡିଆ ଛଡା ଯଦି କୌଣସି ପ୍ରକାର ମିଠା କୁ ପ୍ରସାଦ ହିସାବରେ ବାଣ୍ଟନ୍ତି ତେବେ ମଧ୍ୟ ତାହାକୁ ଶୁଭ ମାନାଯାଏ । ତେବେ ଏହାଥିଲା ନଡିଆ କୁ ନେଇ ବିଶେଷ ବିବରଣୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *