ବନ୍ଧୁଗଣ, ଶ୍ରୀ କୃଷ୍ଣ ଙ୍କ ଅନୁଯାୟୀ ଆପଣ ଏହି ସଂସାରରେ ଏଭଳି ଅନେକ ଲୋକଙ୍କୁ ଜାଣିଛନ୍ତି ଯେଉଁ ମାନଙ୍କୁ ଆପଣ ସ୍ଵାର୍ଥୀ ମାନିଥାନ୍ତି । ଯିଏ ଆବଶ୍ୟକ ପଡିବା ପରେ ହିଁ ଆପଣଙ୍କୁ ସହାୟତା ମାଗିଥାନ୍ତି । ଆବଶ୍ୟକତା ନ ଥିଲେ ବର୍ଷ ବର୍ଷ ଧରି ସେମାନେ ଦେଖା ଦେଇ ନଥାନ୍ତି । ମାତ୍ର ଜେଭଳି ତାଙ୍କୁ ଆପଣଙ୍କ ର ସହାୟତା ର ଆବଶ୍ୟକତା ପଡିଥାଏ, ସେ ହାତ ଯୋଡି ଆପଣଙ୍କ ସମୁଖରେ ଉପସ୍ଥିତ ହୋଇଥାନ୍ତି ।
ସେହି ସମୟରେ ଆପଣଙ୍କୁ ବହୁତ କ୍ରୋ-ଧ ଆସିଥାଏ । ଆପଣଙ୍କ ମନ କ୍ଷ୍ୟୁନ ହୋଇ ଯାଇଥାଏ । ଆପଣଙ୍କ ମନରୁ ଏହି ସ୍ଵର ଆସିଥାଏ ଯେ ଏହି ବ୍ୟକ୍ତି ର ସହାୟତା କରିବେ ନାହିଁ । କିନ୍ତୁ ଆପଣ ଏଭଳି କେବେ ମଧ୍ୟ କରନ୍ତୁ ନାହିଁ । ଆପଣ ଚିନ୍ତା କରୁଥିବେ ଯେ ଯେଉଁ ବ୍ୟକ୍ତି ତାହାର ସ୍ଵାର୍ଥ ନିମନ୍ତେ ଆମ୍ଭ ସମୁଖରେ ଉପସ୍ଥିତ ହେଉଅଛି ତାକୁ ସହାୟତା କଣ ପାଇଁ କରିବା ? ମାତ୍ର ଏହି କଥା ଧ୍ୟାନ ରଖିବେ ଶ୍ରୀ କୃଷ୍ଣ କହିଛନ୍ତି ଯେ, ଦୀପକ ର ସ୍ମରଣ ବ୍ୟକ୍ତି କେବଳ ସେତେବେଳେ କରିଥାଏ, ଯେବେ ଅନ୍ଧକାର ହୋଇଯାଇଥାଏ ।
ତାହାକୁ ସ୍ଵାର୍ଥୀ ମାନି ଆପଣ ବ୍ୟାକୁଳ ହୁଅନ୍ତୁ ନାହିଁ । ସ୍ଵୟଂ କୁ ଦୀପକ ଭାବି ଆନନ୍ଦିତ ହୁଅନ୍ତୁ । ଭାଗ୍ୟବାନ ଭାବନ୍ତୁ ନିଜକୁ ଯେ କାହାକୁ ଆବଶ୍ୟକତା ପଡିବାରୁ ସେହି ବ୍ୟକ୍ତି ଜଣକ ଆପଣଙ୍କ କଥା ସ୍ମରଣ କରିଲେ । ଆପଣ ଏହି ସଂସାରରେ କାହାର ସହାୟତା କରିବା ଯୋଗ୍ୟ ଅଟନ୍ତି ।
ଏହି ଜୀବନରେ କାହାର ସ୍ଵାର୍ଥୀ ହେବା ଦ୍ଵାରା ସ୍ଵୟଂ ର ଦୃଷ୍ଟିକୋଣ ବନନ୍ତୁ ନାହିଁ । ଆପଣ କେବଳ ଦୃଷ୍ଟି ରଖନ୍ତୁ ସ୍ଵୟଂ ର ପରମାର୍ଥ ରେ । ଆପଣଙ୍କ ମନ ନିଶ୍ଚିତ ଭାବେ ପ୍ରସନ୍ନ ହେବ । କାରଣ ବିପଦରେ ଯଦି ଆମ୍ଭକୁ କିଏ ସ୍ମରଣ କରୁଅଛି ତେବେ ସେ ଯେତେ ଖରାପ ବ୍ୟବହାର କରିଥାଉ ନା କାହିଁକି ଆପଣ ନିଜର ବ୍ୟକ୍ତିତ୍ଵ ସେହିଭଳି ଆଦୌ କରନ୍ତୁ ନାହିଁ ।
ଯଦି ଆପଣ ସେହିଭଳି ଆଚରଣ କରିବେ ତେବେ ତାହା ମଧ୍ୟରେ ଏବଂ ଆପଣଙ୍କ ମଧ୍ୟରେ ପାର୍ଥକ୍ୟ ରହିବ ନାହିଁ । ଏଣୁ ବିପଦରେ ପଡିଥିବା ବ୍ୟକ୍ତିଙ୍କୁ ନିଶ୍ଚିତ ଭାବରେ ସାହାର୍ଯ୍ୟ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।