Garuda Purana- ମୃତ୍ୟୁ ପୂର୍ବରୁ ଯମରାଜ ଦେଇଥାନ୍ତି ଏହି 4 ଟି ସଙ୍କେତ, ଧ୍ୟାନ ଦେଇ ଶୁଣନ୍ତୁ ଯାହାକୁ ଆମେ ହିଁ ବୁଝି ପାରୁନା…

ବନ୍ଧୁଗଣ, ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ଆତ୍ମା କୁ ଶସ୍ତ୍ର କାଟି ପାରି ନଥାଏ, ଅଗ୍ନି ଜାଳି ପାରି ନଥାଏ, ଏବଂ ଜଳ ଭିଯାଇ ପାରି ନଥାଏ, ତଥା ବାୟୁ ସୁଖେଇ ପାରି ନଥାଏ । ଅର୍ଥାତ ମନୁଷ୍ୟ ଙ୍କ ଦେହରେ ସ୍ଥିତ ଆତ୍ମା ଅମର ଅଟେ । ତାହାକୁ କେହି ମଧ୍ୟ ମାରିପାରିବେ ନାହିଁ । ମାତ୍ର ମନୁଷ୍ୟ ର ଶରୀର ଆମର ଅଟେ ନାହିଁ । ତାହାର ମୃ-ତ୍ୟୁ ଦିନେ ନା ଦିନେ ଅବଶ୍ୟ ହୋଇଥାଏ । ଯାହାର ଜନ୍ମ ହୋଇଛି ତାହାର ମୃ-ତ୍ୟୁ ମଧ୍ୟ ନିଶ୍ଚିତ ହୋଇପାରେ ।

ଯେଉଁ ସମୟରେ ମନୁଷ୍ୟ ଏହି ଭୌତିକ ସଂସାରରେ ଜନ୍ମ ନେଇଥାଏ । ସେହି ସମୟରେ ତାହାର ମୃ-ତ୍ୟୁ ର ସମୟ ତଥା ମୃ-ତ୍ୟୁ ର କାରଣ ନିଶ୍ଚିତ ହୋଇଯାଇଥାଏ । ଗରୁଡ ପୁରାଣ ରେ ଜୀବନ ଠାରୁ ଆରମ୍ଭ କରି ମୃ-ତ୍ୟୁ ପର୍ଯ୍ୟନ୍ତ ଏବଂ ତାହା ପରେ ଆତ୍ମା ଙ୍କର ଯାତ୍ରା ସମ୍ବନ୍ଧରେ ବିସ୍ତାର ରୂପରେ କୁହା ଯାଇଅଛି ।

୧- ଗରୁଡ ପୁରାଣ ଅନୁଯାୟୀ ଯେବେ ମନୁଷ୍ୟ ର ମୃ-ତ୍ୟୁ ନିକଟତର ହୋଇଥାଏ ତେବେ ତାଙ୍କ ଛାଇ ତାଙ୍କର ସାଥ ଛାଡି ଦେଇଥାନ୍ତି । ଏହିଭଳି ମନୁଷ୍ୟ କୁ ତେଲ ତଥା ପାଣିରେ ନିଜର ପ୍ରତିବିମ୍ବ ଦେଖାଯାଇ ନଥାଏ । ଯଦି କୌଣସି ବ୍ୟକ୍ତି ଙ୍କ ସହିତ ଏଭଳି ହେଉଅଛି ତେବେ ସେମାନଙ୍କୁ ବୁଝିବା ଆବଶ୍ୟକ ଯେ ତାଙ୍କର ଅନ୍ତିମ ସମୟ ବର୍ତ୍ତମାନ ନିକଟତର ହେବାକୁ ଯାଉଅଛି ।

୨- ଯେବେ ମଧ୍ୟ କୌଣସି ମନୁଷ୍ୟ ର ମୃ-ତ୍ୟୁ ନିକଟତର ହୋଇଥାଏ ତେବେ ତାଙ୍କୁ ନିଜ ଆଖ ପାଖ ରେ ପୂର୍ବଜ ଅଥବା ପିତୃ ଦେଖାଦେଇଥାନ୍ତି । ତାଙ୍କୁ ନିଜ ପାଖରେ ନିଜ ପିତୃଙ୍କ ଅବସ୍ଥିତି ଅନୁଭବ ହୋଇଥାଏ । ସେ ତାଙ୍କ ପାଖରେ ପରଛାଇ ସାଦୃଶ୍ୟ ଘୁରି ବୁଲିଥାନ୍ତି । ସେହି ବ୍ୟକ୍ତି ଭଲ ଭାବରେ ଜାଣି ନେଇଥାନ୍ତି ଯେ ତାଙ୍କର ମୃ-ତ୍ୟୁ ର ସମୟ ବର୍ତ୍ତମାନ ନିକଟତର ହେବାକୁ ଯାଉଅଛି ।

୩- ଯେବେ ମଧ୍ୟ କୌଣସି ବ୍ୟକ୍ତି ର ମୃ-ତ୍ୟୁ ନିକତର ହୋଇଥାଏ ତେବେ ତାଙ୍କୁ ନିଜ ଶରୀରରେ ଏକ ଅଦ୍ଭୁତ ଗନ୍ଧ ହୋଇଥାଏ । ଏହା ତାଙ୍କୁ ଆଦୌ ଭଲ ଲାଗି ନଥାଏ । ଏହି ଗନ୍ଧ କୁ ଶୁଙ୍ଘି ସେହି ମନୁଷ୍ୟ କୁ ବୁଝିଯିବା ଉଚିତ ଯେ ତାହାର ଅ-ନ୍ତି-ମ ସମୟ ବର୍ତ୍ତମାନ ନିକଟ ହୋଇଅଛି ।

୪- ଯେତେବେଳେ କୌଣସି ମନୁଷ୍ୟ ର ମୃ-ତ୍ୟୁ ନିକଟତର ହୋଇଥାଏ, ତେବେ ସେ ଆଇନା ରେ ନିଜ ଚେହେରା ଦେଖିଥାଏ, ସେହି ସମୟରେ ସେହି ବ୍ୟକ୍ତି ଙ୍କୁ ନିଜ ଚେହେରା ପରିବର୍ତ୍ତେ କୌଣସି ଅନ୍ୟ ବ୍ୟକ୍ତି ର ଚେହେରା ନଜର ଆସିଥାଏ । ଏହି ଆଇନା ତାଙ୍କୁ ଆସୁଥିବା ମୃ-ତ୍ୟୁ ସମ୍ବନ୍ଧରେ ସୂଚନା ଦେଇଥାଏ ।

୫- ଯେବେ ମନୁଷ୍ୟ ର ମୃ-ତ୍ୟୁ ପାଖକୁ ଆସିଥାଏ, ସେତେବେଳେ ତାଙ୍କ ଶରୀର ହଳଦୀଆ ଅଥବା ହାଲ୍କା ଲାଲ ଦେଖାଯାଇଥାଏ । ତାହା ଶରୀର ଭିତରୁ ଜ-ଳି-ବା-କୁ ଲାଗିଥାଏ । ଯଦି କୌଣସି ବ୍ୟକ୍ତି ପା-ପୀ ହୋଇଥାନ୍ତି ତେବେ ତାଙ୍କୁ ନ-ର-କ ଯିବାର ଅନୁଭୂତି ପ୍ରଥମରୁ ହୋଇ ଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *