ବନ୍ଧୁଗଣ, ବହୁତ ଲୋକଙ୍କ ଏହି ଧାରଣା ରହିଅଛି ଯେ ଜୀବନରେ ଯାହା ମିଳିଥାଏ ତାହା ପରିଶ୍ରମ ଦ୍ଵାରା ହିଁ ମିଳିଥାଏ । ମାତ୍ର ଆମ୍ଭକୁ ଏହା ବୁଝିବା ଉଚିତ ଯେ ପରିଶ୍ରମ ଦ୍ଵାରା ସବୁକିଛି ମିଳିଥାଏ ମାତ୍ର ତାହା ଆମ୍ଭର ଭାଗ୍ୟ ଉପରେ ନିର୍ଭର କରିଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି ୧୫ ଟି ସଂକେତ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କୁ ଧନୀ ହେବାର ସୂଚନା ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ବିଶେଷ ସଙ୍କେତ ମାନଙ୍କ ସମ୍ବନ୍ଧରେ । ଏହାର ପ୍ରାଭବ କଣ ରହିଅଛି ?
୧- ଆମ୍ଭ ସମସ୍ତଙ୍କ ଜୀବନରେ ଶୁଭ ଦିନ ରହିଥାଏ । ଏହି ଦିନ ପଇସା ଆସିବା ଦ୍ଵାରା ଜାଣି ନିଅନ୍ତୁ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ବୋଲି ।
୨- ଆପଣ ସକାଳେ ଉଠିବା ସମୟରେ ମନ୍ଦିରର ଘଣ୍ଟି ପୂଜା ହେଉଥିବା ସମୟରେ ଶବ୍ଦ ଶୁଭିଥାଏ ତ ଆପଣ ଜାଣି ରଖନ୍ତୁ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ।
୩- ଝିଣ୍ଟିକା ଅଥବା କୀଟ ପତଙ୍ଗ ଦେଖିବା ଦ୍ଵାରା ଆପଣଙ୍କର ଆଗକୁ ଆସୁଥିବା ସମସ୍ତ ସମସ୍ୟା ର ସମାଧାନ ହୋଇଥାଏ ।
୪- ଘୁଷୁରି ଦେଖିବା ଦ୍ଵାରା ମଧ୍ୟ ଆମ୍ଭକୁ ଶୁଭ ଖବର ମିଳିଥାଏ ।
୫- କଇଁଛ ଭଗବାନ ବିଷ୍ଣୁ ଙ୍କର ଅବତାର ଅଟେ । ଏଣୁ ଏହାକୁ ଦେଖିବା ଦ୍ଵାରା ଆମ୍ଭର ସମସ୍ତ ସମସ୍ୟା ର ସମାଧାନ ହୋଇଥାଏ ।
୬- ଡଲଫିନ କୁ ଦେଖିବା ଦ୍ଵାରା ଆମ୍ଭର ଭାଗ୍ୟ ସବୁଠାରୁ ଉନ୍ନତି ରେ ପହଞ୍ଚିଥାଏ ।
୭- ଆମ୍ଭ ହାତ କୁଣ୍ଡାଇ ହେଲେ ଆମ୍ଭକୁ ଭଲ ଖବର ଅଥବା ଭଲ ସମୟ ର ଶୁଭା ଆରମ୍ଭ ହେବାକୁ ଲାଗିଥାଏ । ଏହା ଦ୍ଵାରା ଧନପ୍ରାପ୍ତି ମଧ୍ୟ ହୋଇଥାଏ ।
୮- ବର୍ଷା ହେଉଥିବା ସମୟରେ ସୂର୍ଯ୍ୟ ଚମକିବା ଅଥବା ସୂର୍ଯ୍ୟଙ୍କୁ ଦେଖିବାର ଅର୍ଥ ଆମ୍ଭକୁ ଧାନ ପ୍ରାପ୍ତ ହୋଇଥାଏ ।
୯- ମୋତି ଦେଖିବା ଅଥବା ଏହାକୁ ଆଭୁଷଣ ଭାବରେ ଧାରଣ କରିବାର ଅର୍ଥ ଧନପ୍ରାପ୍ତି ହୋଇଥାଏ ।
୧୦- ବଗିଚାରେ ସୁନ୍ଦର ସୁନ୍ଦର ଫୁଲ ଦେଖିବା ର ଅର୍ଥ ଏହା ଆମ୍ଭ ପାଇଁ ଶୁଭ ହୋଇଥାଏ ।
୧୧- ଘରକୁ କୁକୁର ଆସିବା ଦ୍ଵାରା ଆମ୍ଭକୁ ଶୁଭଫଳ ପ୍ରାପ୍ତ ହୋଇଥାଏ ।
୧୨- ରାସ୍ତାରେ କଏନ ତଥା ଆମ୍ଭକୁ ଯଦି ଅନ୍ୟ କିଛି ଜିନିଷ ମିଳିଥାଏ ତେବେ ତାହା ଉତ୍ତମ ଭାଗ୍ୟ ର ପ୍ରତୀକ ହୋଇଥାଏ ।
୧୩- ଆପଣ ଭୁଲ ବଶତ ପୋଷାକ ଓ-ଲ-ଟା ପି-ନ୍ଧୁ-ଥିଲେ ଏହା ଭଲ ଭାଗ୍ୟ ର ପ୍ରତୀକ ଅଟେ ।
୧୪- ଖସି ଯାଉଥିବା ତାରା କୁ ଦେଖି ଆପଣ ଯାହା ମାଗନ୍ତି ତାହା ନିଶ୍ଚିନ୍ତ ଭାବେ ପୂରଣ ହୋଇଥାଏ ।
୧୫- ବୁଢିଆଣୀ ଜା-ଲ ଦେଖିଲେ ଶୁଭ ହୋଇଥାଏ । ଏହା ଆମ୍ଭକୁ ଧନପ୍ରାପ୍ତି ର ମାର୍ଗ ଦେଖାଇ ଥାଏ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ