ବନ୍ଧୁଗଣ, ବିଷ୍ଣୁ ପୁରାଣ ଏକ ପ୍ରାଚୀନ ଧର୍ମ ଗ୍ରନ୍ଥ ଅଟେ । ଯେଉଁଥିରେ ଭଗବାନ ବିଷ୍ଣୁ ଙ୍କର ସମସ୍ତ ଅବତାର ର ବର୍ଣ୍ଣନା ମିଳିଥାଏ । ଏହା ସହିତ ମନୁଷ୍ୟ ର ଜୀବନ କୁ ମହତ୍ଵ ପୂର୍ଣ୍ଣ ବନାଇବା ନିମନ୍ତେ ବହୁତ ଉଚିତ ମାର୍ଗ କୁହାଯାଇଅଛି ।
ବିଷ୍ଣୁ ପୁରାଣରେ ୫ ଟି ଏହିଭଳି କାର୍ଯ୍ୟ ସମ୍ବନ୍ଧରେ କୁହାଯାଇଅଛି, ଜାହାକୁ ମହିଳା ମାନେ ଅଧିକ ସମୟ ପର୍ଯ୍ୟନ୍ତ କରିଲେ ସେଠାରେ ସର୍ବଦା ଗରିବୀ ବାସ କରିଥାଏ । ଏହିଭଳି ଘରେ ରହୁଥିବା ଲୋକ ସର୍ବଦା ଦୁଖ ଦୁର୍ଦ୍ଧଶା ସହିଥାନ୍ତି । ଆସନ୍ତୁ ତେବେ ସେହି ୫ ଟି କାର୍ଯ୍ୟ ସମ୍ବନ୍ଧରେ ଜାଣିନେବା ।
୧- ବିଷ୍ଣୁ ପୁରାଣ ଅନୁଯାୟୀ କୌଣସି ସ୍ତ୍ରୀ ପୁରୁଷ ଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ନାନ କରିବା କଥା ନୁହେଁ । ଅଧିକ ସମୟ ଧରି ସ୍ନାନ କରିଲେ ମନୁଷ୍ୟ କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ । ବିଷ୍ଣୁ ପୁରାଣ ଅନୁଯାୟୀ ମନୁଷ୍ୟ ଙ୍କୁ ସୂର୍ଯ୍ୟ ଉଦୟ ପୂର୍ବ ରୁ ସ୍ନାନ କରିବା ଆବଶ୍ୟକ ।
୨- ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା । ବିଷ୍ଣୁ ପୁରାଣ ଅନୁଯାୟୀ ଯେଉଁ ଘରର ମହିଳା ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି ସେହିଘରେ ମାତା ଲକ୍ଷ୍ମୀ ଙ୍କ ବାସ ହୋଇ ନଥାଏ । ଯେଉଁ ମହିଳା ସକାଳେ ଉଠି ସର୍ବ ପ୍ରଥମେ ଘର ସଫା କରିଥାନ୍ତି ସେଠାରେ ନକାରାତ୍ମକତା ପ୍ରବେଶ କରି ନଥାଏ । ଏହା ସହିତ ଏହିଭଳି ଘରେ ସର୍ବଦା ଦେବୀ ଦେବତାଙ୍କ ବାସ ହୋଇଥାଏ ।
୩- ଯଦି ମହିଳା ମାନେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇନଥାନ୍ତି ତେବେ ତାହା ତାଙ୍କ ନିମନ୍ତେ ଶୁଭ ମାନଯାଇନଥାଏ । ଏହା ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ ଉଚିତ ହୋଇ ନଥାଏ । ଅଧିକ ସମୟ ଧରି ଜାଗି ରହିଲେ ବ୍ୟକ୍ତି ଆଳସୀ ହୋଇଥାଏ । ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିନଥାଏ ।
୪- ବିଷ୍ଣୁ ପୁରାଣ ଅନୁଯାୟୀ କୌଣସି ସ୍ତ୍ରୀ ପୁରୁଷ ଙ୍କୁ ଆଦିକ ସମୟ ଧରି କା-ମ କ୍ରି-ୟା କଥା ନୁହେଁ ଶାସ୍ତ୍ର ଅନୁଯାୟୀ ଏହାକୁ ଶୁଭ ମାନାଯାଇନଥାଏ । ଏଭଳି କରିବା ଦ୍ଵାରା ଘରେ ଦାରିଦ୍ର୍ୟତା ଆସିଥାଏ । ଏହା ସହିତ କା-ମ-କ୍ରି-ୟା କରିବା ପରେ ସ୍ତ୍ରୀ ପୁରୁଷ ଙ୍କୁ ପୂଜା ପାଠ କରିବ କଥା ନୁହେଁ ।
୫- ବିଷ୍ଣୁ ପୁରାଣ ଅନୁଯାୟୀ ମନୁଷ୍ୟ ଙ୍କୁ ବ୍ୟାୟାମ ଅଧିକ ସମୟ ପର୍ଯ୍ୟନ୍ତ କରିବା କଥା ନୁହେଁ । ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖାଗଲେ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପକ୍ଷେ ହାନି କାରକ ଅଟେ । ବନ୍ଧୁଗଣ ଏହା ଥିଲା ୫ ଟି କାରଣ ଯାହା ଅଧିକ ସମୟ ପର୍ଯ୍ୟନ୍ତ କରିବା କଥା ନୁହେଁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ