ବନ୍ଧୁଗଣ, ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ସୋମବାର ଭଗବାନ ଭୋଳାନାଥ ଙ୍କ ଦିନ ଅଟେ । ଏହି ଦିନ ଭୋଳାନାଥ ନିଜ ଭକ୍ତ ଙ୍କ ଉପରେ ନିଜ କୃପା ଦୃଷ୍ଟି ନିଶ୍ଚିନ୍ତ ପକାଇଥାନ୍ତି । ଅକ୍ଟୋବର ମାସରେ ବୁଦ୍ଧଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ।
ଆସୁଥିବା ୧୮ ତାରିଖରେ ବୁଦ୍ଧଗ୍ରହ କନ୍ୟା ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି । ଏହା ଫଳରେ ୧୨ ଟି ରାଶିରେ ଏହାର ଅଲଗା ଅଲଗା ପ୍ରଭାବ ପଡିବାକୁ ଯାଉଅଛି । ସେଥି ମଧ୍ୟରୁ ଏହି ୫ ଟି ରାଶିରେ ଭୋଳାନାଥ ଙ୍କ ବିଶେଷ କୃପା ହେବାକୁ ଯାଉଅଛି । ଆସନ୍ତୁ ଜାଣିବା ସେହି ବିଶେଷ ରାଶି ମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।
୧- ମେଷ ରାଶି- ଏହି ସମୟରେ ଆପଣ ମାନଙ୍କୁ ଶତ୍ରୁ ମାନଙ୍କ ଠାରୁ ସାବଧାନ ରହିବାକୁ ହେବ । ସ୍ୱାସ୍ଥ୍ୟ ରେ ମଧ୍ୟ ଆପଣଙ୍କୁ ବିଶେଷ ଧ୍ୟାନ ରଖିବାକୁ ହେବ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଆପଣଙ୍କର କିଛି ସମସ୍ୟା ଆସିବାକୁ ଯାଉଅଛି । କିଛି ବ୍ୟକ୍ତି ମାନଙ୍କର ଚାକିରି କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ହେବାକୁ ଯାଉଅଛି । ମାତ୍ର ଆପଣ ଧ୍ୟାନ ରଖନ୍ତୁ ଯେ କୌଣସି ନିଷ୍ପତ୍ତି ନେବା ଆଗରୁ ଆପଣ ଭଲ ଭାବରେ ଚିନ୍ତା କରି ନିଅନ୍ତୁ । ମହାଦେବ ଙ୍କ କୃପା ଆପଣଙ୍କ ଉପରେ ରହୁଥିବାରୁ ସମସ୍ତ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବାକୁ ଯାଉଅଛି ।
୨- ବୃଷ ରାଶି- ଏହି ମାସରେ ଭୋଳାନାଥ ଙ୍କ କୃପା ରୁ ଆପଣଙ୍କ ଆର୍ଥିକ ଜୀବନ ବିଶେଷ କରି ପ୍ରଭାବିତ ହେବ । ଆପଣ ଏହି ସମୟରେ ପ୍ରେମ ସମ୍ପର୍କରେ ଥିଲେ, ଆପଣଙ୍କ ପାଇଁ ଶୁଭ ଦିନ ଆସୁଅଛି ବୋଲି ଜାଣନ୍ତୁ । ଆପଣ ଉଦ୍ଧାର ଦେଇଥିବା ପଇସା ଆପଣଙ୍କର ଫେରସ୍ଥ ଆସିବାକୁ ଯାଉଅଛି । ଏହି ସମୟରେ ଆପଣଙ୍କ ଯାତ୍ରା ର ଯୋଗ ବନୁଅଛି ।
୩- ମିଥୁନ ରାଶି- ଆପଣ ମାନଙ୍କ ଭାଗ୍ୟ ଆପଣଙ୍କ ଶାଠ ଦେବ । ଏହି ସମୟରେ ଆପଣଙ୍କ ଆୟ ବଢିବା ସହିତ ଆପଣଙ୍କ କ୍ୟାରିୟରରେ ମଧ୍ୟ ବୃଦ୍ଧି ହେବାକୁ ଯାଉଅଛି । ଆପଣଙ୍କ ମନରେ ଉତ୍ତମ ବିଚାର ଆସିବାକୁ ଯାଉଅଛି ।
୪- କର୍କଟ ରାଶି- ଆପଣଙ୍କ ନିମନ୍ତେ ଏହି ସମୟ ଲାଭକାରୀ ରହିବ । ଚାକିରି କ୍ଷେତ୍ରରେ ଆପଣଙ୍କ ଜୀବନ ବହୁତ ଉତ୍ତମ ସାବ୍ୟସ୍ଥ ହେବ । ଆପଣ ଏହି ସମୟରେ ବ୍ୟବସାୟ ରେ ଯାହା ନିବେଶ କରିବେ, ତାହାର ଲାଭ ଆପଣଙ୍କୁ ନିଶ୍ଚିତ ପ୍ରାପ୍ତ ହେବ । ଆପଣଙ୍କ ସମୟ ବହୁତ ଭଲ ବିତିବାକୁ ଜାଉଅଛି ।
୫- ସିଂହ ରାଶି- ଆପଣଙ୍କୁ ଏହି ସମୟରେ ପ୍ରଚୁର ଧନଲାଭ ହେବାକୁ ଯାଉଅଛି । ଆପଣଙ୍କ ଜୀବନରେ ଆୟ ର ସ୍ରୋତ ବଢିବାକୁ ଯାଉଅଛି । ଆପଣଙ୍କୁ ଉଚ୍ଚ ଅଧିକାରୀ ମାନଙ୍କର ସହଯୋଗ ପ୍ରାପ୍ତ ହେବ । ସମାଜରେ ଆପଣ ମାନଙ୍କୁ ଉଚିତ ମାନ ସନ୍ନମାନ ପ୍ରାପ୍ତ ହେବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ