ଏହାକୁ ଥରେ ଦେଖିବା ପରେ ଜୀବନରେ ଆଉ କେବେ ଆପଣ ନଡିଆ ଚୋପା ଫୋପାଡିବାର ଭୁଲ କରିବେନି, ଥରେ ନିଶ୍ଚୟ ଦେଖନ୍ତୁ ବହୁତ ଉପଯୋଗୀ

ବନ୍ଧୁଗଣ, ସର୍ବ ପ୍ରଥମେ ଆପଣ ନଡିଆ ର କତା ବାହାର କରି ଅଲଗା କରି ଦିଅନ୍ତୁ । ଏହି ନଡିଆ କତା ର ହାର୍ଡ କତା ଗୁଡିକୁ ଅଲଗା ବାହାର କରି ରଖି ଦିଅନ୍ତୁ ଏହାପରେ ନଡିଆର ନରମ କତା ଗୁଡିକୁ ଛୋଟ ଛୋଟ କରି କଇଁଚି ମାଧ୍ୟମରେ କାଟି ଦିଅନ୍ତୁ ।

ନଡିଆ ର ଏହି କତା ଗୁଡିକ ବହୁତ ଲାଭ ଦାୟକ ଅଟେ । ଯେଉଁ ମାନଙ୍କୁ ଫାଇଲ୍ସ ର ସମସ୍ୟା ରହିଅଛି ସେମାନେ ସକାଳେ ଦହି ସହିତ ନଡିଆ କତା କୁ ଜଳାଇ ସେଥିରୁ ଯେଉଁ ଗୁଣ୍ଡା ଅଥବା ଭସ୍ମ ମିଳିବ ତାହାକୁ ଦହିରେ ମିଶାଇ ସେବନ କରିଲେ ଏକ ସପ୍ତାହ ମଧ୍ୟରେ ଆପଣଙ୍କର ଫାଇଲ୍ସ ଭଳି ସମସ୍ୟା ଦୂର ହୋଇଯିବ ।

ଏହା ସହିତ ଆପଣଙ୍କୁ ତୁରନ୍ତ ଆରାମ ମିଳିବ । ଆପଣ ଛୋଟ ଛୋଟ କରି କାଟି ସାରିବା ପରେ ସେହି କତା ଗୁଡିକୁ ଗ୍ରାଇଣ୍ଡର ମାଧ୍ୟମରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଗୁଣ୍ଡା କରି ସାରିବା ପରେ ଏହି ଗୁଣ୍ଡରେ ଆପଣ ଅଳ୍ପ ପାଣି ମିଶାନ୍ତୁ । ପାଣି ମିଶାଇ ଏହାକୁ ବଲ ଆକାରର ବନାଇ ଦିଅନ୍ତୁ । ଏହାକୁ ସାଧାରଣତ କୋକୋପିଡ଼ କୁହାଯାଏ । ଏହା ମାର୍କେଟ ରେ ବହୁତ ମହଙ୍ଗା ରେ ବିକ୍ରି ହୋଇଥାଏ । ଏହାକୁ ସାଧାରଣତ ଆମ୍ଭେ ଗଛ ଲଗାଇଥିବା କୁଡୁଆ ରେ ପ୍ରୟୋଗ କରିଥାଉ ।

ଯଦି ଆମ୍ଭେ ବାହାରକୁ କେଉଁଠାକୁ ଅଧିକ ଦିନ ପର୍ଯ୍ୟନ୍ତ ଯାଇଥାଉ ତେବେ ଏହିଭଳି ନଡିଆ କତାରେ କୋକୋପିଡ଼ ପ୍ରସ୍ତୁତ କରି ଗଛ ମାନଙ୍କ ମୂଳରେ ପ୍ରୟୋଗ କରିବା ଦ୍ଵାରା ଗଛ ମାନଙ୍କରେ ପୋଷଣ ବନି ରହିଥାଏ । ନୀତିଦିନ ପାଣି ଦେବା ଭଳି ସମସ୍ୟା ରୁ ଆପଣ ବଞ୍ଚିତ ରହି ପାରିବେ । ଅବଶିଷ୍ଟ କତା ଗୁଡିକ କୁ ମଧ୍ୟ ଆପଣ ପ୍ରୟୋଗ କରି ପାରିବେ । ଆପଣ ନେଇଥିବା ଗମଲା ମଧ୍ୟରେ ଛେଦ ରହିଥାଏ । ଅବଶିଷ୍ଟ କତା କୁ ଆପଣ ଗମଲା ର ତଳେ ଲଗାନ୍ତୁ । ତାହା ମାଟି ର ଗମଲା ହେଉ ଅଥବା ପ୍ଲାଷ୍ଟିକ ର ଗମଲା ହେଉ ଆପଣ ଉଭୟ ମଧ୍ୟରେ ଲଗାଇ ପାରିବେ ।

ଏହା ଦ୍ଵାରା ଗମଲା ରୁ ପଣି ସହଜରେ ବାହାରି ପାରିବ । ଏହା ଦ୍ଵାରା ଆମ୍ଭେ ଲଗାଇଥିବା ଗଛ ଗୁଡିକ ଲମ୍ବା ସମୟ ଧରି ରହି ପାରିବ । ଏହାପରେ ନଡିଆ କତା ର ହାର୍ଡ କତା ଗୁଡିକୁ ଯଦି ଆପଣ ଅନ୍ୟ କେଉଁଠାକୁ ଲମ୍ବା ସମୟ ଧରି ଯାଉଛନ୍ତି ତେବେ ଆପଣ ଏହି କତା ଗୁଡିକୁ ଗଛଲଗାଇଥିବା ଜାଗାର ଉପର ଭାଗରେ ଲଗାଇ ଦିଅନ୍ତୁ । ଏହାପରେ ଆପଣ ଅନ୍ୟ କେଉଁଠାକୁ ଯିବା ପୂର୍ବ ରୁ ସେଥିରେ ପାଣି ଭରି ଯାଆନ୍ତୁ ।

ଏହା ଆପଣଙ୍କ ଗଛକୁ ପାଣି ପ୍ରଦାନ କରିବା ସହିତ ସତେଜ ମଧ୍ୟ ରଖିଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *