ସ୍ତ୍ରୀ ମାନଙ୍କର ଏହି 1 ଜିନିଷ କେବେ ମଧ୍ୟ ଦେଖନ୍ତୁ ନାହିଁ, ଯିଏ ଏମିତି କାମ କରିଥାଏ, ବହୁତ ଜଲ୍ଦି ହୋଇଥାଏ ତାର ସର୍ବନାଶ, ପୁରୁଷମାନେ ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ, ଆଚାର୍ଯ୍ୟ ଚାଣକ୍ୟ କୁ ଭାରତୀୟ ଇତିହାସ ରେ ଏକ ପ୍ରମୁଖ ଏବଂ ମହାନ ଜ୍ଞାନୀ ବିଦ୍ଵାନ ମାନାଯାଇଅଛି । ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତିର ବଚନ ଜୀବନରେ ବହୁତ କାମରେ ଆସିଥାଏ । ଇତିହାସ ତଥା ବର୍ତ୍ତମାନ ରେ ତାଙ୍କୁ ବହୁତ ଆଦର ଦୃଷ୍ଟିରେ ଦେଖାଯାଇଥାଏ । ଆଚାର୍ଯ୍ୟ ଚାଣକ୍ୟ ନୈତିକ ଜୀବନକୁ ନେଇ ମଧ୍ୟ ଅନେକ ୟୁକ୍ତି ଦେଇଛନ୍ତି । ଏହାର ପାଳନ କରିବା ଦ୍ଵାରା ସଫଳତା ନିଶ୍ଚିତ ମିଳିଥାଏ ।

ମାତ୍ର ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁଯାୟୀ ଯେଉଁ ପୁରୁଷ ମହିଳା ମାନଙ୍କର ଏହି ଜିନିଷ ଦେଖି ନେଇଥାନ୍ତି ତେବେ, ତାହାର ମୃତ୍ୟୁ କେବେ ମଧ୍ୟ ହୋଇପାରେ । ଶାସ୍ତ୍ର ରେ ଏଭଳି ଲୋକଙ୍କୁ ମ-ହା-ପା-ପୀ ମନାଯାଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ମହିଳା ମାନଙ୍କ କେଉଁ ଜିନିଷ ଟି ପୁରୁଷ ମାନେ ଦେଖିଲେ ପାପ ର ଭାଗୀଦାରୀ ବନିଯାଇଥାନ୍ତି ?

୧- ଯେଉଁ ପୁରୁଷ ମା’ ଙ୍କୁ ନିଜ ଶିଶୁ କୁ ସ୍ତ-ନ-ପା-ନ କରାଇବାର ଦେଖିଥାଏ, ସେ ନିଜ ମନରେ ଖରାପ ଭାବନା ଭରି ନେଇଥାଏ, ସେମାନଙ୍କୁ ମ-ହା-ପା-ପୀ ମାନାଯାଇଥାଏ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ମହିଳାଙ୍କ ପ୍ରତି ଖରାପ ଭାବନା ରଖିଥିବା ବ୍ୟକ୍ତି କେବେ ନା କେବେ ସ୍ଵୟଂ ନିଜ ମୃ-ତ୍ୟୁ ର କାରଣ ହୋଇଥାଏ । ଶାସ୍ତ୍ର ରେ ଏହିଭଳି ଲୋକ ମାନଙ୍କୁ ଦ-ଣ୍ଡ ଦେବାର ଅଲଗା ପ୍ରାଧାନ ରହିଅଛି ।

୨- ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତି ଙ୍କୁ ଲୁ-ଚି କୌଣସି ମହିଳାଙ୍କୁ ଦେଖିବା କଥା ନୁହେଁ । ଏଭଳି କରିବା ଦ୍ଵାରା ଘୋର ପା-ପ ମାନାଯାଇଥାଏ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଲୁ-ଚି ଲୁ-ଚି କୌଣସି ମହିଳା ଙ୍କୁ ଗାଧୋଇବା ସମୟରେ ଦେଖିବା ସବୁଠାରୁ ବଡ ପା-ପ ମନାଯାଇଥାଏ । ଏଥି ନିମନ୍ତେ ଆପଣ ଏଭଳି ଭୁଲ କେବେ ମଧ୍ୟ କରନ୍ତୁ ନାହିଁ । ଆପଣଙ୍କ ମୃ-ତ୍ୟୁ ର କାରଣ ଆପଣ ନିଜେ ହୋଇ ପାରନ୍ତି ।

୩- ମହିଳା ମାନଙ୍କ ସ୍ତ-ନ, ଚାଣକ୍ୟ ନୀତି ଅନୁଯାୟୀ କୌଣସି ପୁରୁଷ ମହିଳା ମାନଙ୍କ ସ୍ତ-ନ ଦେଖିବା ଅନୁଚିତ ଅଟେ । କାରଣ ପୁରୁଷ ଙ୍କର ପାଳନ ପୋଷଣ ମଧ୍ୟ ଏହିଠାରୁ ହୋଇଥାଏ । ତେବେ ଆପଣ ଏହି ଭୁଲ କରିବେ ତେବେ ଆପଣଙ୍କୁ ଘୋର ପାପ ଲାଗିବ । ଶାସ୍ତ୍ର ଅନୁଯାୟୀ ଏଭଳି ପାପ କରୁଥିବା ବ୍ୟକ୍ତି ଦ୍ଵିତୀୟ ଥର ମନୁଷ୍ୟ ଜନ୍ମ ନେଇ ନଥାନ୍ତି । ଏଣୁ ଏହି ପାପ ମାନଙ୍କୁ ଜାଣିଶୁଣି ଆପଣ କେବେ ମଧ୍ୟ କରନ୍ତୁ ନାହିଁ ।

ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *