ବନ୍ଧୁଗଣ, ଆମ୍ଭ ମାନଙ୍କ ଜୀବନରେ କେବେ କେବେ ଏଭଳି ପରିସ୍ଥିତି ଉତ୍ପନ ହୋଇ ଯାଇଥାଏ ଯାହାର ସାମ୍ନା କରିବାର କ୍ଷମତା ଆମ୍ଭ ମାନଙ୍କ ମଧ୍ୟରେ ରହି ନଥାଏ । ଆମ୍ଭେ ମାନେ ପ୍ରୟାସ କରି ଥକିଯାଇଥାଉ ମାତ୍ର ସେହି ପରିସ୍ଥିତି ରୁ ବାହାରି ନଥାଉ । ଏହିଭଳି ସମୟରେ କେବଳ ଇଶ୍ଵର ହିଁ ଆମ୍ଭର ସାହାର୍ଯ୍ୟ କରିଥାନ୍ତି । ଏହି କାରଣରୁ ଆମ୍ଭକୁ ଇଶ୍ଵର ଙ୍କ ସାଥ ର ଆବଶ୍ୟକ ହୋଇଥାଏ । ଯଦି ଈଶ୍ଵର ଆପଣଙ୍କ ସହିତ ରହିଥାନ୍ତି ତେବେ ଆପଣ ଯେ କୌଣସି ପରିସ୍ଥିତି ରୁ ବାହାରି ପାରିଥାନ୍ତି ।
ଈଶ୍ଵର ଙ୍କ ଠାରୁ ମିଳୁଥିବା ସକାରତ୍ମକ ଶକ୍ତି ଆପଣ ମାନଙ୍କୁ କଠିନରୁ କଠିନ ପରିସ୍ଥିତି ରେ ସହାୟତା କରିଥାଏ । ଆପଣଙ୍କୁ ଉଚିତ ମାର୍ଗ ମଧ୍ୟ ଦେଖାଇଥାଏ । କେତେକ ସମୟରେ ଆପଣ ଅନୁଭବ କରିଥିବେ ଯେ କଠିନ ରୁ କଠିନ ପରିସ୍ଥିତି ରେ ଆପଣ କୌଣସି ନିଷ୍ପତ୍ତି ନେଇଥାନ୍ତି ଏବଂ ଆପଣଙ୍କୁ ସଫଳତା ମିଳି ଯାଇଥାଏ । କିନ୍ତୁ ଯେତେବେଳେ ଈଶ୍ଵର ଆପଣଙ୍କ ଉପରେ କ୍ରୋଧ କରିଥାନ୍ତି ତେବେ ସେ ନିଜର କୃପା ଦ୍ରୁଷ୍ଟି ଆମ୍ଭ ଉପରେ ରଖି ନଥାନ୍ତି ଏବଂ ପ୍ରୟାସ କରିଲେ ମଧ୍ୟ ନିରାଶା ହିଁ ଆପଣଙ୍କ ହାତରେ ଲାଗିଥାଏ । ଯଦି ଆପଣ ଏହିସବୁ ବିଶେଷ ଲକ୍ଷଣ ମାନ ନିଜ ଠାରେ ଦେଖନ୍ତି ତେବେ ଜାଣି ନିଅନ୍ତୁ ଯେ ଈଶ୍ଵର ଆପଣଙ୍କ ସହିତ ଅଛନ୍ତି ।
୧;- ପଶ୍ଚାତାପ, ଯଦି ଆପଣ ଏକାନ୍ତ ରେ ବସିଛନ୍ତି ଏବଂ ଆପଣଙ୍କୁ ନିଜ ମନ ହିଁ ମନରେ ନିଜ ଦ୍ଵାରା କରାଯାଇଥିବା ଭୁତକାଳରେ କରାଯାଇଥିବା ଭୁଲ ସମ୍ବନ୍ଧରେ ପଶ୍ଚାତାପ ହେବାକୁ ଲାଗିଥାଏ । ଆପଣ ନିଜ ମନ ହିଁ ମନରେ ହନୁମାନ ଙ୍କୁ କ୍ଷମା ମାଗିବାକୁ ଲାଗିଥାନ୍ତି । ଆପଣ କ୍ଷମା ମାଗିବାକୁ ପ୍ରୟାସ କରିଥାନ୍ତି । ତେବେ ପ୍ରଭୁ ହନୁମାନ ଆପଣଙ୍କୁ ଆପଣଙ୍କର ଭୁଲ ର ପଶ୍ଚାତାପ କରିବା ନିମନ୍ତେ ଅନୁଭୂତି କରାଉଛନ୍ତି । ଆପଣ ଜାଣି ନିଅନ୍ତୁ ଯେ ହନୁମାନ ଙ୍କ ଦୃଷ୍ଟି ଆପଣଙ୍କ ଉପରେ ବନି ରହିଅଛି । ଆସୁଥିବା ଜୀବନରେ ଆପଣଙ୍କ ସହିତ କିଛି ଉତ୍ତମ ହେବାକୁ ଯାଉଅଛି ।
୨;- ଆଖିରେ ଅସ୍ରୁ ଆସିଯିବା, ଆପଣଙ୍କ ସହିତ କେବେ ଏପରି ହୋଇଛି ଯେ ଆପଣ ହନୁମାନ ଚାଳିଶା ପଢୁଛନ୍ତି ଅଥବା ଶୁଣିଛନ୍ତି ଏବଂ ଆପଣଙ୍କ ଆଖିରୁ ଲୁହ ଆସିବା ସହିତ ଆପଣଙ୍କର ରୋମ ଟାଙ୍କୁରି ହୋଇଯିବା ଏହା ସହିତ ଆପଣଙ୍କ ମନ ପ୍ରଫୁଲିତ ହୋଇ ଉଠିବା, ଏହି ସଙ୍କେତ କୁ ମାନାଯାଇଅଛି ଯେ ପ୍ରଭୁ ହନୁମାନ ଆପଣଙ୍କ ଭକ୍ତି ରେ ପ୍ରସନ୍ନ ଅଛନ୍ତି । ଆପଣଙ୍କର ପ୍ରଭୁ ହନୁମାନ ଙ୍କ ଉପରେ ଥିବା ଦୃଢ ବିଶ୍ଵାସ ତାଙ୍କୁ ଆପଣଙ୍କ ପାଖକୁ ଆସିବାକୁ ମଜବୁର କରିଦେଇଥାଏ ।
ଯଦି ଆପଣଙ୍କ ସହିତ ଏପରି ହୋଇଥାଏ ତେବେ ଆପଣ ବୁଝି ଜାଆନ୍ତୁ ଯେ ଆପଣଙ୍କ ଖରାପ ଦିନ ବର୍ତ୍ତମାନ ସମାପ୍ତ ହେବାକୁ ଯାଉଅଛି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।