ବନ୍ଧୁଗଣ, ବିଲେଇ ରାସ୍ତା କା-ଟି-ଲେ ତାହାକୁ ଅଶୁଭ ତଥା ଖରାପ ପ୍ରଭାବ ବୋଲି କାହିଁକି ମାନାଯାଇଥାଏ । କଣ ବିଲେଇ ରାସ୍ତା କା-ଟି-ବା ଅଶୁଭ ହୋଇଥାଏ ? ଜାଣନ୍ତୁ ବିଲେଇ କଣ ପାଇଁ ରାସ୍ତା କ-ଟି-ଥା-ଏ ? ସାଧାରଣତ ଆମ୍ଭ ମାନଙ୍କର ଧାରଣା ରହିଅଛି ଯଦି ବିଲେଇ ରାସ୍ତା କା-ଟି-ଦି-ଏ ତେବେ ଅଶୁଭ ହୋଇଥାଏ । ଏହି କାରଣରୁ ବିଲେଇ ରାସ୍ତା କା-ଟି-ଲେ କିଛି ସମୟ ନିମନ୍ତେ ଅଟକି ଯାଇଥାନ୍ତି । ସେହି ବ୍ୟକ୍ତି ଜଣକ ହିନ୍ଦୁ ହୁଅନ୍ତୁ କିଅବା ମୁସଲମାନ । ପ୍ରାଏ ସମସ୍ତେ ଏହି ନିୟମକୁ ମାନିବା ସହିତ ଅପେକ୍ଷା ମଧ୍ୟ କରିଥାନ୍ତି ।
ମାନ୍ୟତା ଅନୁଯାଇ ଅନ୍ୟ ବ୍ୟକ୍ତି ଆସି ରାସ୍ତା ପାର ହେଲେ ଏହାର ଅଶୁଭ ଗୁଣ କ-ଟି-ଯା-ଇଥାଏ । ମାତ୍ର ସମସ୍ତ ପରିସ୍ଥିତି ରେ ବିଲେଇ ର ରାସ୍ତା କା-ଟି-ବା ଅଶୁଭ ହୋଇ ନଥାଏ । ଆସନ୍ତୁ ଜାଣିବା ବିଲେଇ ରାସ୍ତା କା-ଟି-ଲେ ଅଶୁଭ ହୋଇଥାଏ କିଅବା ନାହିଁ ।
୧- ବିଲେଇ ରାସ୍ତା କା-ଟି-ବା ସେତେବେଳେ ଅଶୁଭ ମାନାଯାଏ, କେତେବେଳେ ବାମ ରୁ ଡାହାଣକୁ ରାସ୍ତା କା-ଟି-ଥା-ଏ । ଅନ୍ୟ ସ୍ଥିତି ରେ ବିଲେଇ ରାସ୍ତା କା-ଟି-ବାକୁ ଅଶୁଭ ମାନାଯାଇନଥାଏ । କାରଣ କୁକୁର ଭଳି ବିଲେଇର ମଧ୍ୟ ୫ ଟି ଇନ୍ଦ୍ରିୟ ବହୁତ ବିକଶିତ ଅଟେ । ଏଥିପାଇଁ ସେ ଭବିଷ୍ୟତ ରେ ହେଉଥିବା ଘଟଣାକୁ ପ୍ରଥମେ ଜାଣି ନେଇଥାଏ । ମାତ୍ର ଯେବେ ଯେବେ ବିଲେଇ ଆପଣଙ୍କ ରାସ୍ତା କା-ଟି-ଥି-ବ କିଛି ନ କିଛି ଦୁ-ର୍ଘ-ଟ-ଣା ନିଶ୍ଚିତ ଘ-ଟି-ଥିବ ।
୨- ତନ୍ତ୍ର ବିଜ୍ଞାନ ରେ ବିଲେଇ କୁ ମହତ୍ଵପୂର୍ଣ୍ଣ ଜୀବ ମାନାଯାଇଅଛି । କୁହାଯାଏ ଯେ ବିଲେଇ ଯଦି ଘରେ ଆସି ରହିବାକୁ ଲାଗେ ତ ଅଘଟଣ ହୋଇଥାଏ । ବିଲେଇ ପର ସହିତ ଲ-ଢି-ବା ଧନହାନୀ ତଥା କାହା ସହିତ ଲଢିବା ମୃ-ତ୍ୟୁ ର ସଙ୍କେତ ଦେଇଥାଏ ।
୩- ଲୋକ ମାନ୍ୟତା ରହିଅଛି ଯେ, ଦୀପାବଳି ରାତିରେ ବିଲେଇ ର ଘରକୁ ଆସିବା ଶୁଭ ମାନାଯାଇଥାଏ । ଏହା ଫଳରେ ମାତା ଲକ୍ଷ୍ମୀ ମଧ୍ୟ ଘରକୁ ଆସିଥାନ୍ତି । ଏବଂ ଆପଣଙ୍କ ଘରେ ବର୍ଷ ସାରା ଧନର ଆଗମନ ହୋଇଥାଏ । ବିଲେଇ ଯଦି ଘରେ ଛୁଆ କୁ ଜନ୍ମ ଦିଏ ତେବେ ଏହାକୁ ମଧ୍ୟ ଶୁଭ ମାନାଯାଏ ।
୪- ବିଲେଇ ଘରକୁ ଆସି ଚୁପଚାପ କ୍ଷୀର ପାନ କରି ଚାଲିଗଲେ ଏହାକୁ କିଛି ଲୋକ ଅଶୁଭ ମାନିଥାନ୍ତି । ଏହା ଆପଣଙ୍କ ନିମନ୍ତେ ଧନ ଆଗମନ ର ଶୁଭଫଳ ଦେଇଥାଏ । ଶାସ୍ତ୍ର ଆନୁଯାୟୀ ବିଲେଇ ବାରମ୍ବାର ଘରକୁ ଆସିବା ବହୁତ ଅଶୁଭ ହୋଇଥାଏ । ଆପଣ ନିଜ ଘରେ ସତ୍ୟନାରାୟଣ କଥା ପାଠ କଲେ ଆପଣଙ୍କ ଘରେ ଏହାର ଖରାପ ପ୍ରଭାବ ପଡିବ ନାହିଁ ।
୫- ଜ୍ୟୋତିଷ ଶାସ୍ତ୍ର ରେ ବିଲେଇ କୁ ରାହୁଙ୍କର ରୂପ କୁହାଯାଏ । ଯାହାର ଜାତକରେ ରାହୁ ଦୋଷ ରହିଥାଏ, ସେମାନେ ରହୁ ଙ୍କ ପ୍ରଭାବରୁ ବଞ୍ଚିବା ନିମନ୍ତେ ବିଲେଇ କୁ କ୍ଷୀର ପିଆଇବା ଉଚିତ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ