ବନ୍ଧୁଗଣ, ଶରୀରକୁ ଶକ୍ତିଶାଳୀ ତଥା ଫୁର୍ତ୍ତି ବନାଇବା ପାଇଁ ବହୁତ ଲୋକ ସକାଳେ ଖାଲି ପେଟରେ ବହୁତ ଜିନିଷର ସେବନ କରିଥାନ୍ତି । ଦୁଗ୍ଧ, ଭିଜାଯାଇଥିବା ଚଣା, ବାଦାମ ଏହି ସମସ୍ତ ଜିନିଷ ପୋଷକ ତତ୍ଵ ରେ ପରିପୂର୍ଣ୍ଣ ହୋଇଥାଏ । ଏହା ଦ୍ଵାରା ଶରୀର ମଜବୁତ ତଥା ଶକ୍ତିଶାଳୀ ବନିଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହି ୫ ଟି ଜିନିଷ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ଚଣା ଖାଇବା ସମୟରେ ଆଦୌ ଖାଇବା କଥା ନୁହେଁ ।
୧- ଆପଣ କେବେ ମଧ୍ୟ ଅଣ୍ଡା ଏବଂ ଚଣା ର ସେବନ ଏକା ସହିତ କରନ୍ତୁ ନାହିଁ । ଯଦି ଆପଣ ଚଣା ଏବଂ ଅଣ୍ଡା ଖାଇବାକୁ ଚାହୁଞ୍ଚନ୍ତି ତେବେ ୧ ଘଣ୍ଟା ର ଗ୍ୟାପ ଦିଅନ୍ତୁ । ଚଣା ପଚନ ହେବାରେ ଭାରି ହୋଇଥାଏ । ଏଣୁ ଏହା ଅଧିକ ଲୋକଙ୍କ ନିମନ୍ତେ ସମସ୍ୟା ହୋଇଥାଏ ।
୨- ଚଣା ସେବନ କରିବା ପରେ କେବେ ମଧ୍ୟ ଆଚାର ର ସେବନ କରନ୍ତୁ ନାହିଁ । କାରଣ ଭିଜିଯାଇଥିବା ଚଣା ଏବଂ ଆଚାରର ରିଆକ୍ସନ ଏକା ସହିତ ହେବାକୁ ଲାଗିବ । ଏହା ଫଳରେ ହାର୍ଟ ସମ୍ବନ୍ଧୀୟ ରୋଗ ମଧ୍ୟ ହୋଇପାରେ ।
୩- ଚଣା ସହିତ କଲରା ର ସେବନ କରିବା କଥା ନୁହେଁ । କାରଣ ଭିଜିଯାଇଥିବା ଚଣାରେ ଯେଉଁ ଆକସାଇଡ ମିଳିଥାଏ ତାହା କଲରା ରେ ମଧ୍ୟ ମିଳିଥାଏ । ଏହି କାରଣରୁ ଏହା ଆମ୍ଭ ଶରୀରରେ ମିଶି ଯହର ବନାଇଥାଏ । ଏହା ଫଳରେ ଗମ୍ଭୀର ବିମାରୀ ହୋଇଥାଏ ।
୪- ଯଦି ଆପଣ ଚଣା ଖାଉଛନ୍ତି ତେବେ ଆପଣ ସାଙ୍ଗେ ସାଙ୍ଗେ କ୍ଷୀର ଆଦୌ ପିଅନ୍ତୁ ନାହିଁ । ଆୟୁର୍ବେଦରେ କ୍ଷୀର ତଥା ଚଣା ର କୌଣସି ମିଶ୍ରଣ ସମ୍ବନ୍ଧରେ କୁହାଯାଇନାହିଁ । ଚଣା ଏବଂ କ୍ଷୀର ଉଭୟ ହାଇପ୍ରୋଟିନ ଅଟନ୍ତି । ଉଭୟ ପାଚନ କ୍ରିୟା ରେ ଭାରି ଅଟନ୍ତି । ଏଣୁ ଉଭୟ ଙ୍କ ସେବନ ଯଦି ଆପଣ ଏକା ସହିତ କରନ୍ତି ତେବେ ଏହା ସ୍କିନ ସମ୍ବନ୍ଧୀୟ ଅନେକ ଅସୁବିଧା କରିପାରେ ।
୫- ଆପଣ କ୍ଷୀର ସହିତ କୌଣସି ଖଟା ଜିନିଷ ର ସେବନ କରନ୍ତୁ ନାହିଁ । କାରଣ କ୍ଷୀର ରେ ଯଦି ଆମ୍ଭେ କୌଣସି ଖଟା ଜିନିଷ ପକାଇ ଦେଇଥାଉ ତେବେ ତାହା ଫାଟି ଯାଇଥାଏ । ଯଦି କ୍ଷୀର ପିଇବା ପରେ ଖଟା ଜିନିଷ କିଛି ସେବନ କରିଥାଉ ତେବେ ବହୁତ ଗମ୍ଭୀର ବିମାରୀ ହୋଇଥାଏ । ଏଣୁ ଏଭଳି ଭୁଲ ଆପଣ ଆଦୌ କରନ୍ତୁ ନାହିଁ । କ୍ଷୀର ପିଇବାର ପ୍ରାଏ ୩ ରୁ ୪ ଘଣ୍ଟା ପରେ ଆପଣ ଯେ କୌଣସି ଖଟା ଫଳର ସେବନ କରି ପାରନ୍ତି ।
ଆପଣ ପିଆଜ ସହିତ ମଧ୍ୟ କ୍ଷୀର ପିଅନ୍ତୁ ନାହିଁ । ଏହା ଆପଣଙ୍କ ଶରୀରର ସନ୍ତୁଳନ କୁ ବିଗାଡି ଦେଇଥାଏ । ବନ୍ଧୁଗଣ ଆପଣ ମାନେ ଏହି ସବୁ ବିଷୟ ପ୍ରତି ଧ୍ୟାନ ରଖନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ