ସକାଳୁ ଉଠିବା ମାତ୍ରେ ଜପନ୍ତୁ 4 ଅକ୍ଷର ବାଲା ଏହି ଚମତ୍କାରୀ ମନ୍ତ୍ର, ଫକିର କୁ ବି କରିଦିଏ କୋଟିପତି

ପ୍ରାୟତଃ ଆମ ଘରେ ବା ଜୀବନରେ ଅଚାନକ ସବୁ କାମ ବିଗିଡିବାକୁ ଲାଗେ ଓ ଘରେ ଏତେ ନକରାତ୍ମକତା ଛାଇ ଯାଏ ଯେ ନିଜ ଘରେ ଆମକୁ ଅଣନିଶ୍ବାସୀ ଲାଗେ । ଏପରି ହେଲେ ଆମକୁ ମନ୍ଦ ଭାବନା ସବୁ ଆସେ, କେଉଁ କାର୍ଯ୍ୟରେ ମନ ଲାଗେ ନାହିଁ ଓ ଆମେ ସବୁବେଳେ ବ୍ୟତିଗ୍ରସ୍ତ ରହୁ ।

ଏମିତି ତ ଭଗବାନ ଶିବ କେବଳ ପୂଜାପାଠ ଓ ଜଳ ଅର୍ପଣ କଲେ ମଧ୍ୟ ପ୍ରସନ୍ନ ହୋଇଯାନ୍ତି । ମାତ୍ର ଆଜି ଆମେ ଆପଣଙ୍କୁ ତାଙ୍କର ଏପରି ଏକ ମନ୍ତ୍ର ଶିଖାଇବୁ ଯାହା ଜପ କଲେ ଆପଣଙ୍କ ସମସ୍ତ ସମସ୍ଯା ଶୀଘ୍ର ସମାଧାନ ହୋଇଯିବ । ଭୋଳାନାଥ ଓ ମହାଗୌରୀ ସର୍ବଦା ନିଜ ଭକ୍ତଙ୍କ ଉପରେ କୃପା ବର୍ଷା କରନ୍ତି । ଏହି ଦୁହିଁଙ୍କ ମଧ୍ୟରୁ ଆପଣ ଜଣଙ୍କୁ ମଧ୍ୟ ଖୁସି ପାରିଲେ ଆପଣ ଜୀବନରେ ଯାହା ଇଚ୍ଛା କରନ୍ତି ତାହା ନିଶ୍ଚୟ ପୂର୍ଣ୍ଣ ହେବ । ଘରର ବଡ ଓ ଛୋଟ ସମସ୍ତେ ଏହି ମନ୍ତ୍ର ସକାଳୁ ଉଠି ନିଶ୍ଚୟ ଜପନ୍ତୁ ।

କାରଣ ଏହି ମନ୍ତ୍ର ଜପ କରିବା ଦ୍ଵାରା ସମସ୍ତଙ୍କ ମାନସିକ ବିକାଶ ମଜବୁତ ହୋଇଥାଏ । ବିଦ୍ୟାର୍ଥୀ ମାନେ ଏହା ଦ୍ଵାରା ବିଶେଷ ଲାଭ ପାଇବେ । ଘରର ସ୍ତ୍ରୀମାନେ ମଧ୍ୟ ଏହି ମନ୍ତ୍ର ଜପ କରିବା ଉଚିତ । ନବ ବିବାହିତା ସ୍ତ୍ରୀ ଏହି ମନ୍ତ୍ର ଜପ କରିବା ଦ୍ଵାରା ଉତ୍ତମ ସନ୍ତାନ ପ୍ରାପ୍ତି ହୋଇଥାଏ । ଏହି ମନ୍ତ୍ରକୁ ଆପଣନ ସକାଳୁ ଉଠିବ ମାତ୍ରେ ଜପ କରି ପାରିବେ ।

ଏଥିପାଇଁ ଆପଣଙ୍କୁ ସ୍ନାନ କରିବା ମଧ୍ୟ ଆବଶ୍ୟକ ହେବ ନାହିଁ । ଏହି ମନ୍ତ୍ର ଆପଣଙ୍କ ଘର ପାଇଁ ବହୁତ ଭାଗ୍ୟଶାଳୀ ସିଦ୍ଧ ହେବ ଓ ଆପଣଙ୍କ ବୈବାହିକ ଜୀବନ ମଧ୍ୟ ସୁଖୀ ହେବ । ଏହି ମନ୍ତ୍ର ଆପଣଙ୍କୁ ଏତେ ଶୁଭ ଫଳ ଦେବ ଯେ ଆପଣ କେବେ କଲ୍ପନା ମଧ୍ୟ କରି ନ ଥିବେ । ବ୍ୟବସାୟୀମାନେ ମଧ୍ୟ ତାଙ୍କ ବ୍ୟବସାୟରେ ବୃଦ୍ଧି ନିମନ୍ତେ ଏହି ମନ୍ତ୍ର ଜପ କରିପାରିବେ ।+

ଏହି ମନ୍ତ୍ର ଜପ କରିବା ଦ୍ଵାରା ଭଗବାନ ଭୋଳାନାଥଙ୍କ କୃପା ପ୍ରାପ୍ତ ହୋଇଥାଏ ଓ ବ୍ୟକ୍ତିକୁ ଜୀବନରେ ସବୁ ପ୍ରକାର ସଫଳତା ମିଳିଥାଏ । ଆପଣ ସବୁବେଳେ ଦେବତାଙ୍କ ଧ୍ୟାନ ଓ ପୂଜାପାଠରେ ହିଁ ଦିନାରମ୍ଭ କରିବା ଉଚିତ । ଯାହା ଦ୍ଵାରା ଆପଣଙ୍କୁ ଏହାର ସଠିକ ଓ ଶୁଭ ଫଳ ମିଳିବ ଓ ଜୀବନରେ ପ୍ରତ୍ଯେକ କାର୍ଯ୍ୟ ସଫଳ ହେବ ।

ଆପଣଙ୍କୁ ସକାଳେ ହାତ ଯୋଡି ଭକ୍ତି ସହକାରେ କେବଳ ଏହି ଗୋଟିଏ ମନ୍ତ୍ର ଜପ କରିବାକୁ ହେବ – ‘ଓଁ ଜୁଙ୍ଗ ସହ’ । ଏହି ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କ କୁଣ୍ଡଳୀ ଦୋଷ ମଧ୍ୟ ଭଲ ହୋଇଯିବ । ଏହା ସହ ନିଜ ଦୁଇ ହାତକୁ ଦର୍ଶନ କରି ଏହି ମନ୍ତ୍ର ମଧ୍ୟ ଜପ କରି ପାରିବେ –

“କରାଗ୍ରେ ବସତେ ଲକ୍ଷ୍ମୀ

କରମଧ୍ୟେ ସରସ୍ଵତୀ

କର ମୂଲେ ତୂ ଗୋବିନ୍ଦହ

ପ୍ରଭାତେ କର ଦର୍ଶନମ ।”

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *