Jyotish Shastra- କିଛି ବି ହେଇଯାଉ ନା କାହିଁକି ଏହି 4 ଟି ରାଶି ଭୁଲରେ ବି ପିନ୍ଧନ୍ତୁ ନାହିଁ କଇଁଛ ମୁଦି, ହେଇଯିବେ ଭିକାରି

ଅଳଙ୍କାର ପରିଧାନ କରିବା ସବୁଙ୍କ ସଉକ ଅଟେ । ତେବେ ଆପଣ  ମାନଙ୍କ ଘରେ ନାନା ପ୍ରକାର ଜିନିଷ ନାନା ଅଳଙ୍କାର ମାନ ଥିବାର ଆପଣ ମାନେ ଦେଖି ଥିବେ । ଏହା କୁ ଶରୀର କୁ ସୁନ୍ଦର କରିବା ପାଇଁ ପିନ୍ଧା ଯାଏ ଏହା ସହ ଏହାକୂ ଆମ ଶରୀର କୁ କିଛି ଭଲ ପ୍ରଭାବ ଦେବା ପାଇଁ ମଧ୍ୟ ଆମେ ଏହାକୁ ପିନ୍ଧି ଥାଉ ।

ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ମୁଦି ମିଳୁଛି । ତେବେ ସାଧାରଣତଃ ଏବେ ପ୍ରାୟ ସମସ୍ତେ ବ୍ୟକ୍ତି କଇଁଛ ହୋଇ ଥିବା ମୁଦି ପରିଧାନ କରୁଛନ୍ତି । ଅନେକ ଲୋକଙ୍କ ଧାରଣା ଏହା ଥାଏ କି କଇଁଛ ର ମୁଦି ପ୍ରାୟ ସବୁ ଲୋକ ପିନ୍ଧି ପାରିବେ । ଜ୍ୟୋତିଷ ଶାସ୍ତ୍ର ର ଉପାୟ ଆମ ଜୀବନ ରେ କିଛି ଟା ଭଲ ଓ କିଛି ଟା କ୍ଷତି କରିଥାଏ । ତେଣୁ ଯେକୌଣସି ଜ୍ୟୋତିଷ ଉପାୟ ଆପଣ କରିବେ ତାହା ଆପଣ ସମ୍ପୂର୍ଣ୍ଣ ଭଲେ ଜାଣି ଭଲ ଭାବେ ପରୋକ୍ଷ କରି ତା ପରେ କରିବେ ।

କିଛି ଟି ଜ୍ୟୋତିଷ ଉପାୟ ଆମ ଜୀବନ ରେ ସୁଖ ସମୃଦ୍ଧି ଓ ଧନ ଲାଭ, ଆରୋଗ୍ୟ ସ୍ୱାସ୍ଥ୍ୟ ର ଯୋଗ ଆଣିଥାଏ। ତ କେତେବେଳେ ଏହା ଦୁଃଖ ଦୁର୍ଦ୍ଦଶା ମଧ୍ୟ ଆଣିଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଇଁଛ ମୁଦି ଏହି ୪ ଟି ରାଶି ପରିଧାନ କରିପାରିବେ ନାହିଁ । କଇଁଛ ର ମୁଦି ପିନ୍ଧିବା ଦ୍ୱାରା କ୍ୟାରିୟରରେ ଉନ୍ନତି ଓ ଧନ ର ବୃଦ୍ଧି କରିଥାଏ। କିନ୍ତୁ ଏହି ୪ ଟି ରାଶି ର ବ୍ୟକ୍ତି ମାନେ ଯଦି ଏହି ମୁଦି ପିନ୍ଧିବେ ତେବେ ଏହା ସେମାନଙ୍କ ପାଇଁ ଖରାପ ଫଳ ଆଣିଥାଏ ।

ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡିକ ଓ ଯଦି ସେମାନେ କଇଁଛ ମୁଦି ପରିଧାନ କରିବା ଦ୍ୱାରା କଣ କ୍ଷତି ହୋଇଥାଏ । ପ୍ରଥମ ରାଶି ଟି ହେଲା ବିଛା ରାଶି। ଏହି ରାଶି ର ଦେବ ବା ସ୍ୱାମୀ ହେଉଛନ୍ତି ମଙ୍ଗଳ । ତେଣୁ ଏମାନେ ଏହି ମୁଦି ପିନ୍ଧିବା କଥା ନୁହେଁ । ଯଦି ଏମାନେ ପରିଧାନ କରନ୍ତି ତେବେ ଏମାନଙ୍କୁ ମଙ୍ଗଳ ଦୋଷ ଲାଗିଥାଏ । ଯାହା ଫଳରେ ଆପଣଙ୍କ କାରବାର ଓ କାର୍ଯ୍ୟ ଆଦି ସବୁ ନଷ୍ଟ ହୋଇଥାଏ ।

ଦ୍ଵତୀୟ ଟି ହେଲା ମୀନ ରାଶି ଏମାନଙ୍କ 2 ସ୍ୱାମୀ ବୃହସ୍ପତି । ଏମାନଙ୍କୁ ସୁନା, ତମ୍ଭା, କଂସା, ପିତ୍ତଳ, ପୋଖରାଜ, ଚଣା ଡାଲି, ଚିନି, ସୋରିଷ ଫୁଲ ସୁପାରୀ ଆଦି ଦକ୍ଷିଣା ର ଦାନ କରିବା ଉଚିତ। ଏଵଂ କଇଁଛ ମୁଦି ପିନ୍ଧିବା ଦ୍ୱାରା ଅନର୍ଥ ହୋଇଥାଏ । ତୃତୀୟ ଟି ହେଲା ମେଷ ରାଶି ଏହି ରାଶିଙ୍କ ସ୍ୱାମୀ ମଙ୍ଗଳ ଅଟନ୍ତି । ଯଦି ଏମାନେ କଇଁଛ ମୁଦି ପିନ୍ଧନ୍ତି ତେବେ ମଙ୍ଗଳ ଜାଗା ରେ ଅମଙ୍ଗଳ ହୋଇଥାଏ ।

ଚତୁର୍ଥ ରାଶି ଟି ହେଲା କନ୍ୟା ରାଶି ଏହି ରାଶୀଙ୍କ ସ୍ୱାମୀ ବୁଧ ଗ୍ରହ ଙ୍କୁ କୁହାଯାଏ। ତେବେ ଏପରି କୌଣସି କାର୍ଯ୍ୟ କରିବେ ନାହିଁ ଯାହା ଫଳରେ ଆପଣଂକୁ ଦୋଷ ଲାଗିପାରେ, ଅର୍ଥାତ କଇଁଛ ମୁଦି ନ ପିନ୍ଧନ୍ତୁ ନହେଲେ ଏହା ଆପଣଙ୍କ ପାଇଁ ହାନି କାରକ ହୋଇ ପାରେ । ଏହି ୪ ଟି ରାଶି କଇଁଛ ମୁଦି ପିନ୍ଧିବା ଦ୍ୱାରା ଏହାର ବିପରୀତ ଫଳ ମିଲିଥାଏ । ଏମାନଙ୍କ ବ୍ୟବସାୟ ଓ କାମ କାର୍ଯ୍ୟ ରେ କ୍ଷତି ହୋଇ ଥାଏ ଓ ଜୀବନରେ ଦୁଃଖ ଦୁର୍ଦ୍ଦଶା ବଢିଯାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *