Jyotish Shastra- ଆଜି ଠାରୁ ଆରମ୍ଭ ହେଲା ଖୁସିର ଦିନ, ଏହି 6 ଟି ରାଶିରେ ଖାଲି ବିଡା ବିଡା ଟଙ୍କା, ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ନାହିଁ ତ ?

ଆପଣ ଜାଣିଥିବେ କି ଭଗବାନ ଦେବଙ୍କୁ କୋପେବାର କିମ୍ବା ତପେବାର ବୋଲି କୁହା ଯାଉଛି । ତେବେ ଆପଣ ଯଦି  ଚାହିଁବେ ଖୁବ କମ ସମୟରେ ଭଗବାନ ଶିବଙ୍କୁ ପ୍ରସନ୍ନ କରି ପାରିବେ । ସକଳ ଶ୍ରେସ୍ତିର ସଂହାର କର୍ତ୍ତା ହେଉଛନ୍ତି ପ୍ରଭୁ ମହାଦେବ ।

ସେ ଯେତେବେଳେ ସବୁ ସକଳ ଶକ୍ତିର ଅଧିକାରୀ  ହୋଇ ମଧ୍ୟ ନିଜ ଭକ୍ତ ମାନଙ୍କ ପାଇଁ ସବୁ ବେଳେ ଭୋଳାନାଥ ହି ରହିଥାନ୍ତି । ଶିବଙ୍କ କୃପା ରୁ ଅଟକି ଥିବା କାମ ହୋଇ ଯାଏ ବୋଲି ଆପଣ ଜାଣିଥିବ୍ବେ । ତେବେ ଏହା ମଧ୍ୟ ଶଟକି ଯଦି କିଛି ଗ୍ରହର ଖରାପ ପ୍ରଭାବ ପଡିବା ପାଇଁ ଯାଉଛି ତେବେ ଆପଣ ଚାହିଁଲେ ଭଗବାନ ଶିବ ଭଗବାନଙ୍କ ଦୟାରୁ ଆପଣ ଲାଭ ବାନ ହୋଇ ପାରିବେ । ମହାଦେବଙ୍କ କୃପାରୁ କିଛି ଲୋକମାନଙ୍କ ଭାଗ୍ୟ ବଦଳିଯିବ ।

ଯିଏ ସାରା ସଂସାର କୁ ବଞ୍ଚାଇବା ପାଇଁ ନିଜେ ବିଶ ପାନ କରିଥିଲେ । ସେଭଳି ଦେବଙ୍କୂ ଆଉ କଣ କୁହା ଯାଇ ପାରେ । ପୌରାଣିକ ଯୁଗରେ ମହାଦେବଙ୍କୁ ପୂଜା କରି ସବୁ ପ୍ରକାର ଶକ୍ତି ପାଉଥିଲେ ଲୋକମାନେ । ଆମେ ଆପଣଙ୍କୁ  ଆଜି ସେହି ଭଳି କିଛି ରାଶି ମାନଙ୍କ ବିଷୟରେ କହିବା ପାଇଁ ଚାହିଁ ବୁ ଯେଉଁ ମାନେ ନିଜ ଭକ୍ତି ବଳରେ ଭଗବାନ ଙ୍କୁ ନିଜର ସବୁ କଷ୍ଟ ହାରିବା ପାଇଁ କହିଛନ୍ତି ଓ ସଫଳ ମଧ୍ୟ ହୋଇଛନ୍ତି ।

ଆଜ୍ଞା ହଁ ଏଭଳି କିଛି ରାଶି ଅଛନ୍ତି ଯେଉଁ ମାନଙ୍କ ଉପରେ ଭଗବାନ ଙ୍କ ଦୟା ହେବା ପାଇଁ ଯାଉଛି । ଭଗବାନ ଙ୍କ କୃପା ଦ୍ରୁଷ୍ଟି ଥିବାରୁ ତାଙ୍କ ଜୀବନରେ ସବୁ ପ୍ରକାର ଖୁସି ଆସିବା ପାଇଁ ଯାଉଛି । ତେବେ ଏହି ରଶୀମାନେ ଖୁବ ଖୁସିରେ ରହିବା ପାଇଁ ଯାଉଛନ୍ତି । ପାରିବାରିକ ଅସାନ୍ତି ସାରିବା ପାଇଁ ଯାଉଛି । ଯଦି କିଛି କେସ ଚାଲିଛି ତେବେ ଏହା ମଧ୍ୟ ଆପଣଙ୍କ ସପକ୍ଷରେ ଜୀବ ।

ଆପଣଙ୍କ ଶତ୍ରୁ ମାନେ ଆପଣଙ୍କ ଦ୍ଵାରା ପରାସ୍ତ ହେବେ । ଆପଣ ଏହି ସମୟ ମଧ୍ୟରେ ନିଜକୁ ପ୍ରମାଣିତ କରି ପାରିବେ । ଏହି ରାଶି ମାନେ କିଛି ଭଲ ସୁବିଧା ପାଇବା ପାଇଁ ଯାଉଛନ୍ତି  ସରକାରଙ୍କ ଦ୍ଵାରା । ଏହି ରାଶି ମାନେ କ୍କିଛି ମାଙ୍ଗଳିକ କାମରେ ଯୋଗ ଦେଇ ପାରନ୍ତି । ଏହି ରାଶିର ଲୋକମାନେ ଓ ମହିଳା ମାନେ ଯଦି ଅବିବାହିତ ଥିବେ ତାହେଲେ ବିବାହ କରି ପାରିବେ ।

ନିଜ ସନ୍ତାନ ସୁଖ ଆପଣ ପାଇବା ପାଇଁ ଯାଉଛନ୍ତି । ଆପଣ କିଛି ନୂଆ କାମ ଆରମ୍ଭ କରି ପାରିବେ । କିଛି ନୂଆ ଉପାୟ ନିଜ ବ୍ୟାପାରରରେ ଲଗେଇ ବେ ଏହା ଦ୍ଵାରା ଆପଣ ଖୁବ ଲାଭ ବାନ ହେବା ପାଇଁ ଯାଉଛନ୍ତି । ଆପଣଙ୍କ କିଛି ପୁରୁଣା ମିଟରଙ୍କ ଦ୍ଵାରା ଆପଣ କିଛି ଲାଭ ପାଇବେ ।

ଏହି ରାଶିର ଲୋକମାନେ ଉଚ୍ଚ ଶିକ୍ଷା ଲାଭ କରି ପାରିବେ । ଆପଣ ବିଦେଶରେ ଯାଇକି ନିଜ ବ୍ୟାପର କରି ପାରନ୍ତି । ଏହି ସମୟ ମ୍ମଧ୍ୟରେ ଏହି ରାହି ମାନେ ସବୁ ପ୍ରାକାର ଭୌତିକ ସୁଖ ପାଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହି ରାଶୀମାନଙ୍କ ନାମ କୁମ୍ଭ, ମିଥୁନ, କର୍କଟ, ସିଂହ, ବୃଷ ଓ ତୁଳା ରାଶି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *