କେଉଁ ଭଳି ପୁଅଙ୍କ ସହ ସମ୍ପର୍କ ରଖିବା ପାଇଁ ଝିଅ ମାନେ ପାଗଳ ପରି ହୋଇଥାନ୍ତି? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ସେକ୍ସ ପାଇଁ ଝିଅ ମାନେ କେଉଁ ପୁଅଙ୍କୁ ବେସି ପସନ୍ଦ କରନ୍ତି ଅସନ୍ତୁ ତାହା ଜାଣିବା । ପ୍ରଥମତଃ ମାନବ ଜୀବନ ରେ ସେକ୍ସ ଏକ ପ୍ରାକୁତିକ ରୂପେ କାର୍ଯ୍ୟ କରିଥାଏ । ଏହା ସମସ୍ତ ଙ୍କ ଭିତରେ ଅନୁଭବ ପ୍ରକାଶ କରିବା ସହ ନୂତନ ପିଢ଼ି କୁ ବଢାଇବାରେ ସାହାଯ୍ୟ କରିଥାଏ । ତେବେ ଆଜି ଆମେ ଜାଣିବା ଝିଅ ମାନେ କେଉଁ ପୁଅଙ୍କୁ ଅଧିକ ପସନ୍ଦ କରନ୍ତି ।

ବର୍ତ୍ତମାନର ସମୟରେ ଟଙ୍କା ଥିବା ଏବଂ ସୁନ୍ଦର ପୁଅଙ୍କ ପଛରେ ଝିଅ ପାଗଳ ହେଉଛନ୍ତି । ଝିଅମାନେ ମଧ୍ୟ ବର୍ତ୍ତମାନର ସମୟ ସହ ଖାପଖୁଆଇ ଚଳିବା ପାଇଁ ନିଜ ପାଇଁ ନିଜ ପସନ୍ଦର ସାଥିକୁ ବାଛି ନେଉଛନ୍ତି । ଝିଅମାନଙ୍କ ମନରେ ନିଜ ବୟସ ଠାରୁ ଅଧିକ ବୟସ ଥିବା ବ୍ୟକ୍ତିମାନେ ଅଧିକ ଗୁରୁତ୍ୱ ରଖିଥାନ୍ତି ଓ ନିଜ ଠାରୁ ଅଧିକ ବୟସ ଥିବା ବ୍ୟକ୍ତିଙ୍କୁ ନିଜ ପାର୍ଟନର କରିବାକୁ ଠିକ ବୋଲି ଭାବିଥାନ୍ତି ।

କାହିଁକିନା ସେମାନଙ୍କ ବୟସ ନିଜ ପତ୍ନୀ ଙ୍କ ବୟସ ତୁଳନାରେ ଅଧିକ ରହିଲେ ସେମାନେ ତାଙ୍କ ପତ୍ନୀଙ୍କ ସମସ୍ୟାକୁ ସଠିକ ଭାବେ ତୁଲାଇ ଥାଆନ୍ତି । ଝିଅମାନେ ଏଥି ପାଇଁ ନିଜ ବୟସ ଠାରୁ ଅଧିକ ବୟସ ଥିବା ବ୍ୟକ୍ତିମାନଙ୍କୁ ପସନ୍ଦ କରିଥାନ୍ତି କାହିଁକି ନା ପୁଅର ମସ୍ତିଷ୍କରେ ସମ୍ପୁର୍ଣ ବିକାଶ ଘଟିସାରି ଥାଏ । ସେହି ପୁଅ ମନେ ନିଜ ଅପେକ୍ଷା ନିଜ ପତ୍ନୀ ଙ୍କ ପ୍ରତି ଅଧିକ ଦାଇତ୍ୱବାନ ହୋଇଥାନ୍ତି । ନିଜ ଘର ବା ପରିବାର କଥା ନିଜେ ବୁଝିବାର ସକ୍ଷମ ଥାଏ ।

ଅନେକ ଝିଅ ଅଛନ୍ତି ଯେଉଁମାନେ କେବଳ ପୁଅଙ୍କ ସୁନ୍ଦରତା ଏବଂ ଶକ୍ତି କୁ ଦେଖି ପସନ୍ଦ କରନ୍ତି । ସେମାନେ ପୁଅ ମାନଙ୍କ ଠାରୁ ଅଧିକ ଶାରୀରିକ ସୁଖ ଆଶା କରନ୍ତି । ବିବାହ ପରେ ହେଉ କି ପୂର୍ବରୁ ଏଥିରେ ଯଦି ଅସଫଳତା ଦେଖନ୍ତି ସେମାନେ ସେହି ପୁଅ କୁ ଛାଡ଼ି ଦିଅନ୍ତି । ଏହି ପ୍ରକାର ସମ୍ପର୍କକ କୁ ସେ-କ୍ସ ବା ଯୌ-ନ ସମ୍ପର୍କ କୁହାଯାଇ ଥାଏ । ଏହା ଦ୍ୱାରା ଏହି ସମ୍ପର୍କଟି ଏକ ପୁଅ ଏବଂ ଏକ ଝିଅ ମିଳନ ରେ ହୋଇଥାଏ ।

ଆପଣମାନେ ଦେଖୁଥିବେ ଆଜି କାଲିକାପ୍ରେମ କରୁଥିବା ଯୁବକ ଓ ଯୁବତୀ ମନେ ନିଜ ନିଜ ବୟସ ମଧ୍ୟରେ ବହୁତ ତାରତମ୍ୟ ଦେଖାଗଲାଣି । ସେହିପରି ଝିଅମନେ ନିଜ ବୟସ ଠାରୁ ଅତ୍ୟଧିକ ବୟସ ବିଶିଷ୍ଟ ପୁଅ ମାନଙ୍କ ପ୍ରତି ଅଧିକ ଅକୃଷ୍ଟ ହୋଇଥାନ୍ତି ।

ସେହିପରି କିଛି ଝିଅ ମଧ୍ୟ ଅଛନ୍ତି ନିଜ ବୟସ ଠାରୁ କମ ବୟସର ପୁଅମାନଙ୍କ ପ୍ରତି ଭଲ ପାଇବା ଦେଖାଯାଇ ଥାଏ । ସେମାନଙ୍କର ମନରେ ଏକ ଧାରଣା ରହିଥାଏ କି ସେମାନେ ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କ ପାର୍ଟନର ତାଙ୍କ ପାଖରେ ସେମିତି ରହିଥାନ୍ତୁ ।

ଝିଅ ମାନେ ନିଜ ସ୍ଵାମୀ କୁ ସବୁଠାରେ ଉପରେ ଦେଖିବାକୁ ଚାହଁନ୍ତି । ଭଲ ଗୁଣ, ସୁନ୍ଦରତା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପୁଅମାନଙ୍କର ନିଧିଷ୍ଟ ବୟସ କ୍ରମେ ନିଜ କଥା ନିଜେ ତୁଲେଇବା ସହ ଅନ୍ୟମାନଙ୍କ ପ୍ରତି ଦାଇତ୍ଵ ସମ୍ପନ୍ନ ହୋଇଥାନ୍ତି ଏହି ସବୁ କାର୍ଯ୍ୟ ଝିଅମାନଙ୍କୁ ଅଧିକ ଅକୃଷ୍ଟ କରିଥାଏ । କିନ୍ତୁ ସମୟ ଅଗ୍ରଗତି କରିବା ସହ ମନୁଷ୍ୟର ମାନସିକତା ମଧ୍ୟ ଅଗ୍ରଗତି ବା ମାନସିକ ସ୍ତରରେ ବିକାଶ ଦେଖାଦେଇଛି ।

ସେଥିପାଇଁ ଝିଅ ମାନେ ପୁଅମାନେ କିପରି ସେମାନଙ୍କ କଥା ବୁଝି ପାରିବେ ବା ସେମାନଙ୍କ ପ୍ରତି ଦାଇତ୍ଵବାନ ହେବେ ସେଥି ପାଇଁ ଝିଅମାନେ ନିଜ ବୟସ ଠାରୁ ଅଧିକ ବୟସ ଥିବା ବ୍ୟକ୍ତିଙ୍କ ସହ ସେକ୍ସ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି ।

କାହିଁକି ନା ତାଙ୍କ ଶରୀର ଅପେକ୍ଷା ନିଜ ସ୍ୱାମୀଙ୍କ ଶରୀର ଅଧିକ ସୁସ୍ଥ ହୋଇଥିବାରୁ ପତ୍ନୀ ମାନଙ୍କୁ ଅଧିକ ଅନନ୍ଦ ଦେଇଥାଏ । ଏଥି ପାଇଁ ଝିଅମାନେ ସର୍ବଦା ନିଜ ବୟସ ଠାରୁ ଅଧିକ ବୟସ ଥିବା ବ୍ୟକ୍ତି ଏବଂ ଡେଙ୍ଗା ଗୋରା, ହ୍ୟାଣ୍ଡସହ ପୁଅ ଙ୍କୁ ଅଧିକ ପସନ୍ଦ କରିଥାନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *