Gk Questions & Answers- ତୁମ ମା’ଙ୍କର ମୁଁ ମାମୁଁ, ତୁମ ବାପାଙ୍କର ବି ମୁଁ ମାମୁଁ, ତୁମର ବି ମୁଁ ମାମୁଁ ଓ ତୁମ ମାମୁଁଙ୍କର ବି ମୁଁ ମାମୁଁ, କୁହ ତେବେ ମୁଁ କିଏ ?

ବନ୍ଧୁଗଣ ସାଧାରଣତଃ ସମସ୍ତ ଲୋକ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥାନ୍ତି । ଏମିତିକି ଚାକିରି କ୍ଷେତ୍ରରେ କେତେକ ସାଧାରଣ ଜ୍ଞାନର ବହୁତ ଗୁରୁତ୍ଵ ରହିଥାଏ ।

ବନ୍ଧୁଗଣ ସବୁଠାରୁ କଠିନ ପରୀକ୍ଷା ହେଉଛି ଆଇଏଏସ ପରୀକ୍ଷା । ଆପଣ ମାନେ ସମସ୍ତେ ଏହି ପରୀକ୍ଷା ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ପରୀକ୍ଷାରେ ବହୁତ କଠିନ ପ୍ରଶ୍ନ ପଚରା ହୋଇଥାଏ ଓ ବହୁତ କମ ଲୋକ ଏହି କଠିନ ପ୍ରଶ୍ନର ଉତ୍ତର ଦେଇ ପାରନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଆଇଏଏସ ପରୀକ୍ଷାରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ଜୀବନରେ ବହୁତ ଆବଶ୍ୟକ ହେବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

୧. ଏମିତି କେଉଁ ଜୀବ ଅଛି ଯାହାର ଝାଳ ବାହାରେ ନାହିଁ ?

ଉତ୍ତର- ବିଲେଇର

୨. ଦୁନିଆରେ ଥିବା କେତେକ ପ୍ରତିଶତ ଲୋକ ସଙ୍ଗୀତକୁ ଘୃଣା କରନ୍ତି ?

ଉତ୍ତର- ୫ ପ୍ରତିଶତ ଲୋକ

୩. ଦୁନିଆରେ କେତେ ପ୍ରଜାତିର ସର୍ପ ରହିଛନ୍ତି ?

ଉତ୍ତର- ୩୦୦୦ ରୁ ଅଧିକ ପ୍ରଜାତିର ସର୍ପ ଏହି ଦୁନିଆରେ ଅଛନ୍ତି ।

୪. ଭାରତରେ ଥିବା ଫାଶୀର ଦଣ୍ଡକୁ କାହା ପାଖରେ କ୍ଷମା କରିବାର କ୍ଷମତା ରହିଛି ?

ଉତ୍ତର- ରାଷ୍ଟ୍ରପତି

୫. ଲୋକ ମାନେ ଶିତ ଋତୁରେ ଆଳୁ ପରଠା ଖାଇବା ପାଇଁ କାହିଁକି ଅଧିକ ଭଲ ପାନ୍ତି ?

ଉତ୍ତର- ଅଧିକ ମୋଟା ହେବା ପାଇଁ ଖାନ୍ତି ।

୫. କେଉଁ ଜୀବରେ ହାତ କଟିବା ପରେ ପୁନର୍ବାର ହାତ ହୋଇଯାଇଥାଏ ?

ଉତ୍ତର- ଝିଟିପିଟି

୬. ଦୁନିଆର ସବୁଠାରୁ ବଡ ରୋବଟ କେତେ ଫୁଟର ଅଛି ?

ଉତ୍ତର- ୬୦ ଫୁଟର

୭. ଦୁନିଆର ସବୁଠାରୁ ମହଙ୍ଗା ପଥରର ନାମ କଣ ?

ଉତ୍ତର- ନୀଳ ହୀରା ସବୁଠାରୁ ଅଧିକ ମହଙ୍ଗା ହୋଇଥାଏ ।

୮. କେଉଁ ଜୀବ ପାଖରେ ଆଖି ନଥାଏ ?

ଉତ୍ତର- କଇଁଛ ପାଖରେ ଆଖି ନଥାଏ

୯. କେଉଁ ଜୀବ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାଏ ?

ଉତ୍ତର- ବାଘ ସବୁଠାରୁ ଅଧିକ ଶୋଇଥାଏ ।

୧୦. ଆମେ ଫୋନ ଉଠାଇବା ପରେ ହେଲୋ କାହିଁକି କହିଥାଉ ?

ଉତ୍ତର- ଟେଲିଫୋନର ଜନ୍ମଦାତା ଗ୍ରାମ ବେଲଙ୍କ ପ୍ରେମିକାଙ୍କ ନାମ ହେଲୋ ଥିଲା ।

୧୧. ଦୁନିଆରେ ସବୁଠାରୁ ଭଲ ଫ୍ରେସ ଓ ମଧୁର ଜଳ କେଉଁ ଦେଶରେ ମିଳିଥାଏ ?

ଉତ୍ତର- ବ୍ରାଜିଲ ଦେଶରେ ସବୁଠାରୁ ଫ୍ରେସ ମଧୁର ଜଳ ମିଳିଥାଏ ।

୧୨. ଦୁନିଆର ସବୁଠାରୁ ବଡ ସାର୍କ ମାଛର ନାମ କଣ ?

ଉତ୍ତର- ୱ୍ହେଲ ସାର୍କ ମାଛ

୧୩. ଶକ୍ତିମାନ ଧାରାବାହିକ ଟିଭିରେ କେବେ ପ୍ରସାରିତ ହୋଇଥିଲା ?

ଉତ୍ତର- ୧୯୯୭ ମସିହାରେ ଶକ୍ତି ମାନେ ଧାରାବାହିକ ଟିଭିରେ ପ୍ରସାରିତ ହୋଇଥିଲା ।

୧୪. ଦୁନିଆରେ ସବୁ ଠାରୁ କମ ବୟସରେ କିଏ ପ୍ରଧାନ ମନ୍ତ୍ରୀ ହୋଇଥିଲେ ?

ଉତ୍ତର- ସନା ମାରିନ ସବୁଠାରୁ କମ ବୟସରେ ପ୍ରଧାନ ମନ୍ତ୍ରୀ ହୋଇଥିଲେ ।

୧୫. ତୁମା ମା’ଙ୍କର ମୁଁ ମାମୁଁ

ତୁମ ବାପାଙ୍କର ବି ମୁଁ ମାମୁଁ

ତୁମର ବି ମୁଁ ମାମୁଁ

ଓ ତୁମ ମାମୁଁଙ୍କର ବି ମୁଁ ମାମୁଁ

କୁହ ତେବେ ମୁଁ କିଏ ?

ଉତ୍ତର- ଜନ୍ମ ମାମୁଁ

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *