ସକାଳୁ ସକାଳୁ ତୁଳସୀ ଚଉରା ମୂଳେ ପାଣି ଅର୍ପଣ କଲାବେଳେ ଉଚ୍ଚାରଣ କରନ୍ତୁ ଏହି ୨ ଅକ୍ଷର ମନ୍ତ୍ର, ଘରକୁ ସବୁ ଖୁସି ଆସିବ…

ତୁଳସୀ ବୃକ୍ଷ ବହୁତ ପବିତ୍ର ବୃକ୍ଷ ହୋଇଥାଏ । ଏହି ବୃକ୍ଷରେ ଧାର୍ମିକ ଏବଂ ଔଷଧୀୟ ଗୁଣ ମଧ୍ୟ ଭରି ହୋଇ ରହିଛି । ତୁଳସୀ ବୃକ୍ଷରେ ଭଗବାନ ନାରାୟଣ ଓ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ ଏହା ଏକ ପୂଜନୀୟ ବୃକ୍ଷ ହୋଇଥାଏ । ପ୍ରତ୍ଯେକଟି ହିନ୍ଦୁ ଘରେ ତୁଳସୀ ବୃକ୍ଷ ଘର ଅଗଣାରେ ଶୋଭା ପାଉଥାଏ । ପ୍ରତ୍ଯେକ ଦିନ ତୁଳସୀ ବୃକ୍ଷରେ ଜଳ ଅର୍ପଣ କରିବା ସହ ଉଚିତ ବିଧିବିଧାନ ଭାବେ ପୂଜା କରିଲେ । ଜୀବନରେ ସୁଖ ଏବଂ ଶାନ୍ତି ଆସିଥାଏ । ଯେଉଁ ଘରେ ତୁଳସୀ ବୃକ୍ଷ ପୂଜା ପାଉଥାଏ ।

ସେହି ଘରକୁ କୌଣସି ପ୍ରକାର ଖରାପ ଶକ୍ତି ଚାହିଁଲେ ମଧ୍ୟ ପ୍ରବେଶ କରିପାରିନଥାଏ । କାରଣ ଏହି ଗଛରେ ଥିବା ଅଲୌକିକ ଶକ୍ତି କୌଣସି ନକରାତ୍ମକ ଶକ୍ତିକୁ ଘର ମଧ୍ୟକୁ ପ୍ରବେଶ ହେବା ପାଇଁ ଦେଇନଥାଏ । ଏହି ବୃକ୍ଷ ଥିବା ଆଖପାଖ ସ୍ଥାନ ସକାରାତ୍ମକ ଊର୍ଜା ଭରି ରହିଥାଏ । ତୁଳସୀ ଗଛ ଏତେ ପବିତ୍ର ହୋଇଥାଏ । ଯେ ଏହି ଗଛକୁ ଯେଉଁ ମାଟିରେ ଲଗାଇ ଦେବେ। ସେହି ମାଟି ମଧ୍ୟ ପବିତ୍ର ହୋଇଯାଇଥାଏ ।

ସେଥିପାଇଁ ତ ଘରୁ କୌଣସି କାର୍ଯ୍ୟ ବାହାରକୁ ଯିବା ସମୟରେ ତୁଳସୀ ବୃକ୍ଷ ମୂଳର ମାଟି ମଥାରେ ଲଗେଇ ଯିବା ପାଇଁ କହିଥାନ୍ତି । ଯାହାଦ୍ୱାରା ବ୍ୟକ୍ତିର କାର୍ଯ୍ୟରେ କୌଣସି ବାଧାବିଘ୍ନ ଆସିନଥାଏ । ତୁଳସୀ ବୃକ୍ଷର ପତ୍ରରେ ଏତେ ମାତ୍ରାରେ ଔଷଧୀୟ ଗୁଣ ଭରି ହୋଇ ରହିଥାଏ । ଯେ ଏହି ପତ୍ରକୁ ଯେଉଁ ବ୍ୟକ୍ତି ପ୍ରତିଦିନ ସେବନ କରିଥାନ୍ତି । ସେମାନଙ୍କ ଶରୀରକୁ ବଡ ରୁ ବଡ ବେମାରୀ ମଧ୍ୟ ଆସିପାରିନଥାଏ।

ତେଣୁ ପ୍ରତ୍ଯେକ ଦିନ ଘରର ମହିଳା ମାନେ ସକାଳୁ ପ୍ରାତଃ ଉଠି ସ୍ନାନାଦି କାର୍ଯ୍ୟ ସାରି ଘରର ଚଉରା ମୂଳରେ ଅର୍ଥାତ ତୁଳସୀ ବୃକ୍ଷ ନିକଟରେ ଜଳ ଦେବା ଉଚିତ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ ଏକ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ଆପଣ ତୁଳସୀ ବୃକ୍ଷରେ ଜଳ ଦେବା ସମୟରେ ଯଦି ଏହି ମନ୍ତ୍ର ଉଚ୍ଚାରଣ କରିବେ । ତେବେ ଜୀବନରେ ଆପଣଙ୍କ ସୁଖ ସମୃଦ୍ଧି ମାଡି ଆସିବ ।

ଘରେ ଖୁସିର ବାତାବରଣ ଖେଳିଯିବ । ତେବେ ତୁଳସୀ ବୃକ୍ଷର ପୂଜନ ସମୟରେ ଆପଣଙ୍କୁ କେବଳ ଏହି 2 ଅକ୍ଷର ମନ୍ତ୍ରର ପାଠ କରିବାକୁ ହେବ । ସେହି ପ୍ରଭାବଶାଳୀ ମନ୍ତ୍ରଟି ହେଉଛି ଓମ୍ ।

ହଁ ଆଜ୍ଞା ତୁଳସୀ ବୃକ୍ଷରେ ଜଳ ଦେବା ସମୟରେ ଓମ୍ ଶବ୍ଦର ଉଚ୍ଚାରଣ କରି ତୁଳସୀ ମୂଳରେ ଜଳ ଅର୍ପଣ କରି ପୂଜା କରନ୍ତୁ । ଏହା କରିବା ଦ୍ଵାରା ଘରର ଆର୍ଥିକ ସମସ୍ଯା ଦୂର ହୋଇ ଆର୍ଥିକ ସ୍ଥିତି ମଜଭୁତ ହେବାରେ ଲାଗିଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *