Vastu Tips- ଘର ପରିବାର ହୋଇଯିବ ବର୍ବାଦ, ତୁଳସୀ ଗଛ ପାଖରେ ଏହି 5 ଟି ଜିନିଷ ଭୁଲରେ ବି ରଖନ୍ତୁ ନାହିଁ, ହୋଇଥାଏ ଅନର୍ଥ…

ବନ୍ଧୁଗଣ, ତୁଳସୀ ଗଛ କୁ ହିନ୍ଦୁ ଧର୍ମ ରେ ବହୁତ ମାନ୍ୟତା ଦିଆଯାଇଅଛି । ଏହା ବହୁତ ପୂଜନୀୟ ତଥା ସନ୍ନମାନିୟ ଗଛ ଅଟେ । ତୁଳସୀ ଗଛ କୁ ମାତା ଲକ୍ଷ୍ମୀ ଙ୍କ ରୂପ ସ୍ୱରୂପ ବୋଲି ମାନାଯାଇଅଛି । ହିନ୍ଦୁ ଧର୍ମ ରେ ତୁଳସୀ ଗଛ ର ବହୁତ ଅଧିକ ମହତ୍ଵ ସମ୍ବନ୍ଧରେ କୁହାଯାଇଅଛି । ତୁଳସୀ ଗଛ ଙ୍କ ପୂଜା ଦ୍ଵାରା ଆମ୍ଭ ଘରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ । ମାତ୍ର ତୁଳସୀ ଗଛ ଘରେ ରଖିବାରେ ଆପଣଙ୍କୁ କିଛି ବିଶେଷ କଥା ଗୁଡିକର ଧ୍ୟାନ ରଖିବାକୁ ହେବ ।

ଯଥା;- ୧;- ଆପଣ ଯେଉଁଠାରେ ତୁଳସୀ ଗଛ ରଖୁଛନ୍ତି ସେହି ଜାଗାକୁ ଭଲ ଭାବରେ ସଫା କରି ରଖନ୍ତୁ । କେଉଁ ପ୍ରକାରର ମଧ୍ୟ ସେଠାରେ ଅପରିଷ୍କାର ହେବା ଉଚିତ ନୁହେଁ । ତୁଳସୀ ଗଛ ପାଖରେ ଚପଲ ଆଦୌ ରଖନ୍ତୁ ନାହିଁ । ୨;- ଆପଣ ଯେଉଁଠାରେ ତୁଳସୀ ଗଛ ରଖିଛନ୍ତି ସେଠାରେ ଯେମିତି କୌଣସି କଣ୍ଟା ଜାତୀୟ ଗଛ ନ ରହିବା ଆବଶ୍ୟକ ।

୩;- ଜଳରେ ଅଳ୍ପ କଞ୍ଚା କ୍ଷୀର ପକାଇ ଯଦି ଆପଣ ତୁଳସୀ ଙ୍କୁ ଅର୍ପଣ କରିବେ, ତେବେ ବହୁତ ଶୁଭ ହେବ । ୪;- ସନ୍ଧ୍ୟା ସମୟରେ ମଧ୍ୟ କିଛି ଲୋକ ତୁଳସୀ ଗଛରେ ଜଳ ଦେଇଥାନ୍ତି ଯାହା କି ଆଦୌ ଠିକ ନୁହେଁ । ସୂର୍ଯ୍ୟାସ୍ତ ପରେ କେବେ ମଧ୍ୟ ତୁଳସୀ ରେ ଜଳ ଅର୍ପଣ କରିବା କଥା ନୁହେଁ ।

୫;- କେବେ ମଧ୍ୟ ଖୋଲା କେଶରେ ତୁଳସୀ ଙ୍କ ପୂଜା କରିବା କଥା ନୁହେଁ । ପ୍ରଥମେ ଆପଣ ନିଜ କେଶ କୁ ଶୁଖାଇ ବାନ୍ଧି ଭଗବାନ ତଥା ମାତା ବୃନ୍ଦାବତୀ ଙ୍କ ପୂଜା କରନ୍ତୁ ।

୬;- ବିବାହିତା ନାରୀ ମାନେ ତୁଳସୀ ଙ୍କ ପୂଜା କରୁଥିବା ସମୟରେ ତାଙ୍କ ମଥାରେ ସିନ୍ଦୁର ଭରିଥିବା ଆବଶ୍ୟକ । ଆପଣ ଜଣେ ସୌଭାଗ୍ୟବତୀ ସ୍ତ୍ରୀ ଙ୍କ ଭଳି ହିଁ ମାତା ତୁଳସୀ ଙ୍କ ପୂଜା କରନ୍ତୁ ।

୭;- ତୁଳସୀ ମାତା ଙ୍କୁ ଲାଲ ଚୂନରୀ ଓଢାଇ ରଖିବା ଉଚିତ । ମାତ୍ର ଆପଣ ଏହି କଥା ର ଧ୍ୟାନ ରଖିବେ ଯେ ଯେପରି ମାତା ବୃନ୍ଦାବତୀ ଙ୍କ ଉପରେ ଥିବା ଚୂନରୀ ଜେଭଳି ଫାଟି ନଥାଉ । ଏହାଦ୍ଵାରା ଘରେ ବିପଦ ଆସିଥାଏ । ବନ୍ଧୁଗଣ ଯଦି ଆପଣ ଏହିଭଳି ଭାବରେ ତୁଳସୀ ଗଛର ଧ୍ୟାନ ରଖନ୍ତି ତେବେ ଆପଣଙ୍କ ଘରେ ମାତା ତୁଳସୀଙ୍କ ଠାରୁ ମିଳୁଥିବା ଶୁଭ ପ୍ରଭାବ ଆରମ୍ଭ ହୋଇଯିବ ।

ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *