ତୁଳସୀ ଗଛ ପାଖରୁ ଯେତେ ଶିଘ୍ର ସମ୍ଭବ ଏହି ଜିନିଷ ବାହାର କରିଦିଅନ୍ତୁ, ହୋଇଥାଏ ଅଶୁଭ ! ପିଛା ଛାଡେ ନାହିଁ ଦୁଃଖ ଦାରିଦ୍ରତା

ବନ୍ଧୁଗଣ, ହିନ୍ଦୁ ଧର୍ମ ରେ ତୁଳସୀ ଗଛକୁ ପୂଜା କରାଯାଇଥାଏ । ଭଗବାନ ବିଷ୍ଣୁ ଙ୍କ ପାଖରେ ତୁଳସୀ ବିନା ଭୋଗ ଲଗାଯାଇନଥାଏ । ତୁଳସୀ ରେ ତେତିଶ କୋଟି ଦେବତା ଙ୍କ ବାସ ମାନାଯାଇଅଛି । ଯେଉଁଘରେ ମାତା ତୁଳସୀ ଙ୍କ ପୂଜା ହୋଇଥାଏ ସେହିବ ଘରକୁ କେବେ ଦରିଦ୍ରତା ପ୍ରବେଶ କରି ନଥାଏ । ଆୟୁର୍ବେଦ ଅନୁଯାୟୀ ତୁଳସୀ ଗଛରେ ବହୁତ ଔଷଧୀୟ ଗୁଣ ରହିଅଛି । ଶାସ୍ତ୍ର ଅନୁଯାୟୀ ତୁଳସୀ ଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ମାନାଯାଇଅଛି ।

ବୈଜ୍ଞାନିକ ଙ୍କ ମତ ଅନୁଯାୟୀ ତୁଳସୀ ପତ୍ର ର ସେବନ ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଯାଇଥାଏ । ମାତା ତୁଳସୀ ଯାହା ଉପରେ କ୍ରୋଧିତ ହୁଅନ୍ତି ତାହାର ବିନାଶ କରିଦେଇଥାନ୍ତି । ଏଥି ନିମନ୍ତେ ତୁଳସୀ ଗଛ ମୂଳରେ ଭୁଲରେ ମଧ୍ୟ ଏହି ୫ ଟି ଜିନିଷ ରଖନ୍ତୁ ନାହିଁ । ଯଦି ରଖନ୍ତି ତେବେ ଆପଣଙ୍କ ବରବାଦି ଆରମ୍ଭ ହୋଇଯିବ । ଆସନ୍ତୁ ଜାଣିବା ବର୍ତ୍ତମାନ ସେହି ୫ ଟି ଜିନିଷ ସମ୍ବନ୍ଧରେ ।

୧- ଭଗବାନ ଗଣେଶ;- ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି ତେବେ ଆପଣ ଭଗବାନ ଗଣେଶ ଙ୍କ ମୂର୍ତ୍ତି ତାଙ୍କ ପାଖରେ ରଖନ୍ତୁ ନାହିଁ । ଯଦି ରଖନ୍ତି ତେବେ ଆପଣଙ୍କ ଘରେ ସର୍ବଦା ଝଗଡା ଲାଗି ରହିବ ।

୨- ତୁଳସୀ ଗଛ ପାଖେ ଲୁଗା ଶୁଖାଇବା;- ଯେଉଁ ଘରେ ତୁଳସୀ ଗଛ ପାଖେ କପଡା ଅଥବା ଲୁଗା ଶୁଖାଯାଇଥାଏ ସେହି ଘରୁ ପଜେଟିଭ ଏନର୍ଜି ନଷ୍ଟ ହୋଇଯାଇଥାଏ । ଏହା ବ୍ୟତୀତ ମାତା ତୁଳସୀ କ୍ରୋଧିତ ହୋଇଯାଇଥାନ୍ତି । ଏହାଦ୍ଵାରା ଆପଣଙ୍କ ଘରକୁ ଦରିଦ୍ରତା ଆସି ଯାଇଥାଏ । ଏଥି ନିମନ୍ତେ ତୁଳସୀ ଗଛ ପାଖେ କପଡା ଆଦି ଶୁଖାନ୍ତୁ ନାହିଁ ।

୩- ସଫା ସୁତରା ନ ରଖିବା;- ଯଦି ଆପଣ ତୁଳସୀ ଗଛ ମୂଳରେ ସଫା ସଫି ନରଖନ୍ତି ତେବେ ଆପଣଙ୍କୁ ଧନହାନି ହୋଇପାରେ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇ ଆପଣଙ୍କ ଘରୁ ଚାଲିଯିବେ । ଏଥି ନିମନ୍ତେ ତୁଳସୀ ଗଛ ଏବଂ ଏହାର ଆଖପାଖ କୁ ସବୁବେଳେ ସଫା ସୁତରା ରଖନ୍ତୁ ।

୪- ଜୋତା ଚପଲ;- ଭୁଲରେ ମଧ୍ୟ ଆପଣ ତୁଳସୀ ଗଛ ପାଖରେ ଜୋତା ଚପଲ ରଖନ୍ତୁ ନାହିଁ । ଯଦି ରଖିଥାନ୍ତି ତେବେ ଆପଣଙ୍କ ବରବାଦି ସୁନିଶ୍ଚିତ । ଏହା ସହିତ ଧନର ଦେବୀ ମାତା ଲକ୍ଷ୍ମୀ ଘର ଛାଡି ଚାଲିଯିବେ ।

୫- ତୁଳସୀ ଗଛ ପାଖରେ ଭୁଲରେ ମଧ୍ୟ ଶିବଲିଙ୍ଗ ରଖନ୍ତୁ ନାହିଁ;- ଯଦି ଆପଣ ଏଭଳି କରନ୍ତି ତେବେ ଅନର୍ଥ ହୋଇଯିବ । ଆପଣ ଭଗବାନ ଶିବଙ୍କ କ୍ରୋଧର ଶିକାର ମଧ୍ୟ ହୋଇପାରନ୍ତି । ଏଥି ନିମନ୍ତେ ଆପଣ ଏହି ଭୁଲ ଆଦୌ କରନ୍ତୁ ନାହିଁ । ବନ୍ଧୁଗଣ ଏହି ୫ ଟି ଜିନିଷ ତୁଳସୀ ଗଛ ମୂଳରେ ରଖିବା ଅନୁଚିତ ଅଟେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *