ନମସ୍କାର ବନ୍ଧୁଗଣ ତେବେ ହିନ୍ଦୁ ଧର୍ମ ରେ ସବୁ ଘରେ ତୁଳସୀ ଗଛ ଲଗେଇବା ଅନିବାର୍ଜ୍ୟ ଅଟେ କେବଳ ଏତିକି ନୁହେଁ ଯେଉଁ ବ୍ୟକ୍ତି ମାନେ ପ୍ରତି ଦିନ ତୁଳସୀ ପତ୍ର ଖାଏ ସେହି ବ୍ୟକ୍ତି ଶରୀର ର ଅନେକ ପ୍ରକାରର ରୋଗ ରୁ ମୁକ୍ତି ମିଳେ ବିଶ୍ୱାସ ରହିଛି ଘର ର ଆଗରେ ତୁଳସୀ ଗଛ ଲଗେଇଲେ ଘର ର ବିଭିନ୍ନ ଅଷୋନ୍ତଷ ଏବଂ କଳହ ଆଦି ଦୂର ହୁଏ ମାତା ଲକ୍ଷ୍ମୀ ଙ୍କର କୃପା ପ୍ରାପ୍ତି ହୁଏ ।
ତେବେ ଘରେ ଲଗା ଜାଇ ଥିବା ତୁଳସୀ ଗଛ ବାସ୍ତୁ ଦୋଷ କୁ ଦୂର କରିବାରେ ସକ୍ଷ୍ୟମ ହୋଇଥାଏ ଯେଉଁ ଘରେ ସବୁ ବେଳେ ତୁଳସୀ ପୂଜା ହୁଏ ସେହି ଘରେ ସୁଖ ସମୃଦ୍ଧି ସବୁ ବେଳେ ଲାଗି ରହେ ତୁଳସୀ ଗଛ ଘରେ ରଖିବା ଦ୍ୱାରା ଧନ ର ଅଭାବ ହୁଏ ନାହିଁ । ତେବେ ହିନ୍ଦୁ ଧର୍ମରେ ୩୩ କୋଟି ଦେବୀ ଦେବତାଙ୍କୁ ପୂଜା କରାଯାଇ ଥାଏ ସେଥିରେ ତୁଳସୀ ବା ମାତା ବୃନ୍ଦାବତୀଙ୍କ ପୂଜା ସବୁ ଘରେ କରାଯାଇ ଥାଏ ।
ସବୁ ଘରର ଅଗଣା ରେ ମାତା ବୃନ୍ଦାବତୀଙ୍କ ପୂଜା କରାଯାଇ ଥାଏ । ତେବେ ତୁଳସୀ ଗଛର ବୈଜ୍ଞାନିକ ମତରେ ମଧ୍ୟ ଅନେକ ମହତ୍ତ୍ଵ ରହିଛି । ତୁଳସୀ ଗଛର ପତ୍ର ରସରେ ଅନେକ ରୋଗ ଭଲ ହୋଇଥାଏ । ଅନେକ ରୋଗର ନିରାକରଣ ଏହି ତୁଳସୀ ପତ୍ର ହୋଇଥାଏ । ଯେଉଁ ବ୍ୟକ୍ତି ପ୍ରତିଦିନ ତୁଳସୀ ପତ୍ର ସେବନ କରିଥାଏ ତାକୁ ସମସ୍ତ ବ୍ରତର ଫଳ ମିଳିଥାଏ । ଶାସ୍ତ୍ର ଅନୁସାରେ ଏହା କରିବା ଦ୍ୱାରା ସମସ୍ତ ଭଗବାନଙ୍କ କୃପା ପ୍ରାପ୍ତି ହୋଇଥାଏ ।
ତୁଳସୀ ପତ୍ରକୁ ପାଣିରେ ପକାଇ ଗାଧୋଇବା କୌଣସି ଏକ ପବିତ୍ର ତୀର୍ଥ ଯାତ୍ରାରେ ସ୍ନାନ କରିବା ସହିତ ସମାନ ହୋଇଥାଏ ଓ ସବୁ ଯଜ୍ଞର ଫଳ ପ୍ରାପ୍ତି ସହିତ ସମାନ ହୋଇଥାଏ ।
ଯେଉଁ ଘରର ଦ୍ଵାରରେ ତୁଳସୀ ଗଛର ବାସ ହୋଇଥାଏ ବା ମାତା ବୃନ୍ଦାବତୀଙ୍କ ପୂଜା କରାଯାଏ ସେହି ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ ।
ପ୍ରତିଦିନ ତୁଳସୀ ଚଉଁରାକୁ ପୂଜା କରି ପାଣି ଢ଼ାଳିବା ଦ୍ଵାରା ଘରେ ସର୍ବଦା ସୁଖ ଶାନ୍ତି ଓ ସମୃଦ୍ଧି ଲାଗି ରହିଥାଏ । ସେହିଘରେ ସମସ୍ତ ସମସ୍ୟା ଦୁର ହୋଇଥାଏ ।
ତୁଳସୀ ଗଛର ପୂଜା କରିବା ଦ୍ୱାରା ଘରର ସମୃଦ୍ଧି ନଷ୍ଟ ହୁଏନାହିଁ ଓ ଧନର ଅଭାବ କେବେ ହୁଏ ନାହିଁ ।
ଶାସ୍ତ୍ର ଅନୁସାରେ ପ୍ରତିଦିନ ଗାଧୋଇ ସାରି ତୁଳସୀ ପତ୍ର ଖାଇବା ଦ୍ଵାରା ସବୁ ଦେବୀ ଦେବତାଙ୍କ ଆଶୀର୍ବାଦ ମିଳିଥାଏ ।
ଯେଉଁ ଘର ଅଗଣା ମାତା ବୃନ୍ଦାବତୀଙ୍କ ପୂଜା କରାଯାଏ ସେହି ଘରେ କେବେ ମଧ୍ୟ କଳହ ଲାଗି ନଥାଏ ଓ ଅଶାନ୍ତିର ସମାପ୍ତ ହୋଇଥାଏ ।
ପ୍ରତିଦିନ ମାତା ବୃନ୍ଦାବତୀଙ୍କ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ରହି ଥାଆନ୍ତି ।
ଶାସ୍ତ୍ର ଅନୁସାରେ ପ୍ରତିଦିନ ତୁଳସୀ ପତ୍ର ସହିତ ଦହି ଚିନି ମିଶାଇ ଖାଇବା ଦ୍ବାରା ସବୁ କାର୍ଯ୍ୟ ବିନା କୌଣସି ବାଧାରେ ସମ୍ପନ୍ନ ହୋଇଥାଏ ।
ପ୍ରତିଦିନ ତୁଳସୀ ଖାଇବା ଦ୍ବାରା ଶରୀରର ଉର୍ଜା କ୍ଷୟ ହୋଇ ନଥାଏ ।
ତୁଳସୀ ପତ୍ର ପ୍ରତିଦିନ ଖାଇବା ଦ୍ବାରା ମାନସିକ ଚିନ୍ତା ଦୁର ହୋଇଥାଏ । ପ୍ରତିଦିନ ତୁଳସୀ ପତ୍ର ସେବନ ଦ୍ୱାରା ମନ ଶାନ୍ତ ରୁହେ ସମସ୍ତ କାର୍ଯ୍ୟ ରେ ସଫଳତା ମିଳିଥାଏ ।
ତେବେ ଯଦି ତୁଳସୀ ଗଛ ସହ ଆଉ ଏକ ଗଛ ଉଠେ ତେବେ ତାକୁ ଏକ ହଳଦିଆ କପଡା ଘୋଡେଇ ରଖିଦେବା ଉଚିତ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ