ଭୟଙ୍କର ଶକ୍ତିବାଲା 3 ଟି ପରିବା, 100 ବର୍ଷ ପର୍ଯ୍ୟନ୍ତ ହେବାକୁ ଦେବ ନାହିଁ Calcium ର ଅଭାବ, ହାତ, ଗୋଡ ବିନ୍ଧା, Joint Pain, ଅଣ୍ଟା ବିନ୍ଧା ବିଲକୁଲ ହେଇଯିବ ଗାୟବ- Health Tips

ଯଦି ଆପଣଙ୍କ ଶରୀରରେ କାଲସିୟମ କିମ୍ବା ରକ୍ତର ଅଭାବ ରହିଛି କିମ୍ବା ଶୀଘ୍ର ଥକି ଯାଉଛନ୍ତି, ଚେହେରାରେ ଚମକ ରହୁ ନାହିଁ, ଦିନକୁ ଦିନ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇ ଯାଉଛି କିମ୍ବା ଶରୀରରେ ବଳର ଅଭାବ ରହୁଛି ତେବେ କେଉଁ ପାରିବା, କିଭଳି ଓ କେତେ ପରିମାଣରେ ଖାଇଲେ ଏହି ସମସ୍ତ ସମସ୍ଯା ଦୂର ହେବ ତାହା ଆଜି ଆମେ ଜାଣିବା ।

ପ୍ରଥମରେ ହେଉଛି ବ୍ରୋକୋଲି । ଏଥିରୁ ସବୁଠୁ ଉନ୍ନତମାନର ଫାଇବାର ଓ ପ୍ରୋଟିନ ମିଳିଥାଏ । ସପ୍ତାହରେ ମାତ୍ର ଦୁଇଥର ବ୍ରୋକୋଲି ଖାଇବା ଦ୍ଵାରା ସେଥିରେ ଥିବା ପୌଷ୍ଟିକତତ୍ତ୍ଵରୁ ଆପଣ ଖୁବ ଲାଭ ପାଇ ପାରିବେ । ମାତ୍ର ବ୍ରୋକୋଲିକୁ କେବଳ ଗରମ ପାଣିରେ ପକାଇ ସେବନ କରିବେ । ଏଥିରେ ଭିଟାମିନ-ଏ, ସି, ବି ଓ କେ, ପ୍ରୋଟିନ, ଓମେଗା-୩, ଫ୍ୟାଟି ଏସିଡ, ବିଟା କ୍ୟାରୋଟିନ ଆଦି ଅନେକ ପୌଷ୍ଟିକତତ୍ତ୍ଵ ରହିଛି । ଏହା ଆପଣଙ୍କ ଶରୀର ସହ ଆଖି ଓ କେଶ ପାଇଁ ଖୁବ ଭଲ ଅଟେ ।

ସେହିପରି ଲାଉ ମଧ୍ୟ ଆପଣଙ୍କ ଶରୀର ପାଇଁ ଖୁବ ଉପଯୋଗୀ ଅଟେ । ବୟସ ବଢିବା ସହ ଦେଖା ଯାଉଥିବା ଡାଇବେଟିସ, ଉଚ୍ଚ ରକ୍ତଚାପ ଆଦି ସମସ୍ଯାକୁ ଏହା ଦୂର କରେ । ଏହା ସହ ଲାଉ ହାର୍ଟ ଏବଂ ବ୍ରେନ ପାଇଁ ମଧ୍ୟ ଖୁବ ଲାଭଦାୟକ ଅଟେ । ଆମ ଶରୀରରେ ଅଧୁକାଂଶ ରୋଗ ଅପରିଷ୍କାର ରକ୍ତ ଯୋଗୁ ହୋଇଥାଏ । ଲାଉ ଆମ ରକ୍ତକୁ ଖୁବ ଭଲ ଭାବେ ପରିଷ୍କାର କରେ ।

ଏହାସହ ଉଚ୍ଚ ରକ୍ତଚାପ, ଡାଇବେଟିସ ପରି ରୋଗ ମଧ୍ୟ ନିୟମିତ ଲାଉ ଖାଇବା ଦ୍ଵାରା ଠିକ କରାଯାଇ ପାରିବ । ଏଥିପାଇଁ ଲାଉ, ପୋଦିନା ପତ୍ର, ଧନିଆ ପାତ୍ର, ଖଣ୍ଡେ ଅଦା, ସାମାନ୍ଯ ଲେମ୍ବୁ ରସ ଓ ସ୍ଵାଦ ଅନୁସାରେ କଳା ଲୁଣକୁ ଏକାଠି ଗ୍ରାଇଣ୍ଡିଙ୍ଗ କରି ସପ୍ତାହରେ ମାତ୍ର ଠାରେ କିମ୍ବା ଦୁଇ ଥର ଏହି ଜୁସ୍ ପାନ କରନ୍ତୁ । ଏହା କାଲସିୟମ ଭାବ ଦୂର କରେ ଓ ପ୍ରଚୁଆ ଶକ୍ତି ଯୋଗେ ।

ତାପରେ ହେଉଛିଇ ମଟର । ମଟରରେ ମଧ୍ୟ ଉନ୍ନତମାନର ପ୍ରୋଟିନ ରହିଛି । ଏହା ସହ ଏଥିରେ ଫାଇବର ଓ କାଲସିୟମ ଆଦି ମଧ୍ୟ ଭରପୁର ମାତ୍ରାରେ ରହିଥାଏ। ମାତ୍ର ଯେକୌଣସି ପରିବା ବା ଜିନିଷକୁ ଲଗାତର ସେବନ କରନ୍ତୁ ନାହିଁ । ପ୍ରତିଦିନ ଅଡାଳ ବଦଳ କରି ପରିବା, ଫଳ ଓ ସମସ୍ତ ଖାଇବା ସାମଗ୍ରୀ ଆଦି ସେବନ କଲେ ଶରୀରକୁ ଅଧିକ ଲାଭ ମିଳିଥାଏ । ମଟର ଶରୀରର ସମସ୍ତ ଦୁର୍ବଳତା ଦୂର କରି ପ୍ରଚୁର ଶକ୍ତି ଯୋଗାଇ ଥାଏ ଓ ଫୁର୍ତ୍ତି ମଧ୍ୟ ବଢାଏ ।

ଏହା ସହ ଯେଉଁମାନଙ୍କର ହାତ, ଗୋଡ, ହାଡ, ଗଣ୍ଠି ଓ ଅଣ୍ଟା ଆଦିରେ ଦରଜ ରହିଥାଏ, ସେହି ସମସ୍ତ ସମସ୍ଯା ମଧ୍ୟ ଏହା ଦୂର କରିବାରେ ସାହାଯ୍ୟ କରେ । ମାତ୍ର ଏହି ସେବନ କରିବା ସହ ଯୋଗ ପ୍ରାଣାୟମ ଆଦି କରିବା ମଧ୍ୟ ନିହାତି ଆବଶ୍ୟକ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *