Swapna Shastra- ଭୁଲରେ ବି ଏହି 3ଟି ସ୍ଵପ୍ନ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ, ହୋଇଯିବେ ଧନବାନ

ବନ୍ଧୁଗଣ ଆମେ ସମସ୍ତେ ଶୋଇବା ସମୟ ରେ ପ୍ରତିଦିନ କିଛି ନା କିଛି ସ୍ଵପ୍ନ ନିଶ୍ଚୟ ଦେଖିଥାଉ । ବିଜ୍ଞାନ ଅନୁସାରେ ଆମେ ପ୍ରତିଦିନ ଯେଉଁ ସବୁ କାର୍ଯ୍ୟ ମାନ ସବୁ କରିଥାଉ, ବା ଯେଉଁ ସବୁ ବିଷୟରେ ଆମେ ଅଧିକ ଗୁରୁତ୍ଵ ଦେଇ ଚିନ୍ତା କରିଥାଉ ସେ ସବୁ ଆମ ମସ୍ତିସ୍କ ର ଅବଚେତନା ଭାଗରେ ଯାଇ ରହି ଯାଇଥାଏ । ଯେତେବେଳେ ଆମେ ଦିନ ସାରା ଭିନ୍ନ ଭିନ୍ନ କାର୍ଯ୍ୟ କରି ଥକି ହାରି ଶୋଇବାକୁ ଯାଉ, ସେହି ସମୟରେ ଆମ ଅବଚେତନା ମନ ରେ ଥିବା ବିଷୟ ଗୁଡିକ ଆମକୁ ସ୍ଵପ୍ନ ରୂପରେ ଦେଖା ଯାଇଥାଏ ।

କିନ୍ତୁ ବନ୍ଧୁଗଣ ଯଦି ଆମେ ଶାସ୍ତ୍ର ଉପରେ ଆଲୋଚନା କରିବା ତେବେ ସ୍ଵପ୍ନ ଶାସ୍ତ୍ର ଅନୁସାରେ ଶସ୍ତ୍ର କହେ କି ଭଗବାନ ଆମ ମାନଙ୍କୁ ଭବିଷ୍ୟତ ର ସମୟ ବିଷୟରେ ଆମକୁ ସ୍ଵପ୍ନ ଜରିଆକ ରେ କିଛି ସଂକେତ ଦେଇ ଦେଇଥାନ୍ତି । ସେ ସ୍ଵପ୍ନ ଯଦି କୌଣସି ଅନ୍ୟ ବ୍ୟକ୍ତିଙ୍କ ଆଗରେ ପ୍ରକାଶ କରାଯାଏ, ତେବେ ସେହି ସ୍ଵପ୍ନର ଫଳ କମି ଯାଇଥାଏ ।

ତେଣୁ ବନ୍ଧୁଗଣ ଶାସ୍ତ୍ର ଅନୁସାରେ କିଛି ସ୍ଵପ୍ନ ଏତେ ମାତ୍ରା ରେ ଶୁଭ ହୋଇଥାଏ, କି ସେ ଗୁଡିକୁ କାହା ଆଗରେ ପ୍ରକାଶ ନ କରିବା ହିଁ ଉଚିତ ହୋଇଥାଏ । ବନ୍ଧୁଗଣ ସେହି ଶୁଭ ସ୍ଵପ୍ନ ମାନଙ୍କ ମଧ୍ୟରେ ଏକ ସ୍ଵପ୍ନ ହେଉଛି ମୃତ୍ୟୁ ର ସ୍ଵପ୍ନ । ବନ୍ଧୁଗଣ ଶବ ଦର୍ଶନ ଶିବ ଦର୍ଶନ ସଙ୍ଗେ ସମାନ ହୋଇଥାଏ । ତେଣୁ ଏହି ସ୍ଵପ୍ନ କେବେ ମଧ୍ୟ ଖରାପ ହୋଇ ନଥାଏ ।

କିନ୍ତୁ ଅନେକ ଥର ଏପରି ମୃତ୍ୟୁ ସ୍ଵପ୍ନ ମାନ ଦେଖି ଲୋକେ ଡରି ଯାଇଥାନ୍ତି । ଓ ଅନ୍ୟ ଆଗରେ ପ୍ରକାଶ କରି ଦେଇଥାନ୍ତି । ବନ୍ଧୁଗଣ ଯଦି ଆପଣ ସ୍ଵପ୍ନ ରେ ନିଜ ମୃତ୍ୟୁ ର ମଧ୍ୟ ସ୍ଵପ୍ନ ଦେଖନ୍ତି, ତେବେ ମଧ୍ୟ ଏହା ଏକ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ହେଉଛି କି ନିକଟ ଭବିଷ୍ୟତରେ ଆପଣ ଙ୍କର କୌଣସି ସମସ୍ଯା ଦୂର ହେବାକୁ ଯାଉଛି । ଯଦି ଆପଣ କାହାକୁ ଏହି ସ୍ଵପ୍ନ ବିଷୟରେ କହି ଦିଅନ୍ତି ତେବେ ଆପଣ ଙ୍କୁ ସେହି ସ୍ଵପ୍ନ ର ଫଳ ଆଉ ପ୍ରାପ୍ତ ହୋଇ ପାରିବ ନାହିଁ ।

ଦ୍ଵିତୀୟ ରେ ବନ୍ଧୁଗଣ ଯଦି ଆପଣ ସ୍ଵପ୍ନ ରେ ନିଜକୁ କୌଣସି ନଦୀ କିମ୍ବା ପାହାଡ ନିକଟରେ ଦେଖୁଛନ୍ତି, ତେବେ ପ୍ରକୃତିର ଏପରି ଦର୍ଶନ ମଧ୍ୟ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହାର ଅର୍ଥ ଖୁବ୍ଶୀଘ୍ର ଆପଣ ଙ୍କର ଭାଗ୍ୟ ବଦଳିବାକୁ ଯାଉଛି ଆପଣ ଙ୍କୁ ଜୀବନରେ ସମସ୍ତ ଦିଗ ରୁ ସଫଳତା ପ୍ରାପ୍ତ ହେବ । ତୃତୀୟ ସ୍ଵପ୍ନ ଟି ହେଉଛି ସର୍ପ ବ ସାପ ଦର୍ଶନ । ବନ୍ଧୁଗଣ ଯଦି ଆପଣ ସ୍ଵପ୍ନ ରେ ସର୍ପ ଦର୍ଶନ କରନ୍ତି ତେବେ ଏହାର ଅର୍ଥ ଖୁବ ଶୀଘ୍ର ଆପଣ ଙ୍କୁ କୌଣସି ସ୍ଥାନ ରୁ ଧନ ଲାଭ ହେବାର ଅଛି ।

କିନ୍ତୁ ଯଦି ଆପଣ ଏପରି ରେ କାହାକୁ ନିଜର ଏସଡ଼ବଲଇଉପିଏନ ବିଷୟରେ କହି ଦିଅନ୍ତି, ତେବେ ଆପଣ ଙ୍କୁ ଏହି ସ୍ଵପ୍ନ ର ଫଳ ପ୍ରପାତ ହେବାର ସମ୍ଭାବନା କମି ଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି ଲାଇକ ଓ seଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *