Jyotish Shastra- ଏହି ୩ ଟି ରାଶି ର ଝିଅ ହୋଇଥାନ୍ତି ବହୁତ ଭାଗ୍ୟଶାଳି, ଏମାନଙ୍କୁ ବିବାହ କରିବା ମାତ୍ରେ ଖୋଲିଯାଏ ଭାଗ୍ଯର ତାଲା

ନମସ୍କାର ବନ୍ଧୁଗଣ ଆମ ଜୀବନରେ କୌଣସି ଅସୁବିଧା କିମ୍ବା କୌଣସି ପ୍ରକାରର ଦୁଃଖ ଥିଲେ ତାହାର ସମାଧାନ ଆମ କୁଣ୍ଡଳୀ ରେ ହିଁ ଥାଏ । ଆମ ଶାସ୍ତ୍ର ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ ଯାହା ଦ୍ୱାରା ଆମ ଭାଗ୍ୟ ଖୋଲି ମଧ୍ୟ ଯାଏ ।

ସେହି ଭଳି ଆମ ରାଶି ଆମ ବ୍ୟବହାର ଏବଂ ବ୍ୟକ୍ତିତ୍ବ ଉପରେ ମଧ୍ୟ ବହୁତ ଗଭୀର ପ୍ରଭାବ ପକାଇଥାଏ । ମାନ୍ୟତା ଅଛି କି ଆପଣ କୌଣସି ବ୍ୟକ୍ତି କୁ ରାଶି ଅନୁସାରେ ଭେଟନ୍ତି ତେବେ ଆପଣ ଅଧିକ ଖୁସିରେ ରୁହନ୍ତି ।

ରାଶି ଅନୁସାରେ କାହାକୁ ନିଜ ଜୀଵନ ସାଥୀ କରିବା ପୂର୍ବରୁ ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତି କି ଆପଣଙ୍କ ର ସମସ୍ତ ଅଭ୍ୟାସ ତାଙ୍କ ସହ ମେଳ ଖାଉଛି କିମ୍ବା ନାହିଁ । ଏହା ଯୋଗୁଁ ଆପଣଙ୍କ ତାଳ ମେଳ ବହୁତ ଭଲ ଭାବରେ ହୋଇ ଥାଏ । ଆପଣ ଯଦି କୌଣସି ରାଶି ଅନୁସାରେ କୌଣସି ବ୍ୟକ୍ତି ସହ ଦେଖା କରନ୍ତି ତେବେ ତାର ପସନ୍ଦ ଏବଂ ନାପସନ୍ଦ ବିଷୟରେ ମଧ୍ୟ ଆପଣ ଜାଣି ଥିବେ ଏବଂ ଆପଣଂକୁ ତାଙ୍କ ପସନ୍ଦର କାମ ମଧ୍ୟ କରି ପାରିବେ ।

ଆମେ ଏଭଳି ଜୀଵନ ସାଥୀ ଖୋଜି ଥାଉ ଯିଏ ଆମ ପରିବାର ଏବଂ ଆମ ଜୀଵନ କୁ ବହୁତ ଖୁସି ଏବଂ ଭଲ ଭାବରେ ରଖି ପାରିବ । ସମସ୍ତେ ଚାହାନ୍ତି କି ସେମାନଂକୁ ପୁରା ପରଫେକ୍ଟ ଝିଅ ମିଳୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତିନି ଏଭଳି ରାଶି ରହିଛି ଯେଉଁ ମାନେ ବହୁତ ଖାସ ଏବଂ ଭାଗ୍ୟଶାଳୀ । ଏହି ରାଶି ର ଝିଅ ମାନଙ୍କ ସହ ବିବାହ କରିବା ପାଇଁ ବିଳମ୍ବ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିନେବା ସେହି ରାଶି ଗୁଡିକ କିଏ କିଏ ଏବଂ ସେମାନଙ୍କ ସହ ବିବାହ କରିବା ଦ୍ୱାରା ଆମ ମାନଂକୁ କି ପ୍ରକାର ର ଲାଭ ମିଳି ପାରିବ ତାହା ମଧ୍ୟ ଜାଣିନେବା ତେବେ ଆସନ୍ତୁ ଜାଣିନେବା କି କେଉଁ ରାଶି ର ଝିଅ ମାନେ ଥାଆନ୍ତି ଭାଗ୍ୟଶାଳୀ ।

୧- ପ୍ରଥମ ରାଶି ଟି ହେଉଛି ମେଷ ରାଶି । ଏହି ମହିଳା ମାନେ ହୃଦୟ ଏବଂ କଥାରେ ଏକ ସମାନ ଥାଆନ୍ତି । ଯେଉଁ କାରଣ ରୁ ପୁଅ ମାନେ ସେମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇ ଥାଆନ୍ତି । ସେଥିପାଇଁ ଏହି ମହିଳା ମାନେ ବିବାହ ପାଇଁ ପୁରା ପରଫେକ୍ଟ । ଏମାନେ ନିଜ ଜୀଵନ ସାଥୀ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି ଏବଂ ନିଜ ଜୀଵନ ସାଥୀ କୁ ବହୁତ ଭଲ ମଧ୍ୟ ପାଇ ଥାଆନ୍ତି । କିନ୍ତୁ ଏମାନେ ରାଗିଗଲେ ତାଙ୍କ ରାଗ କୁ ସମ୍ଭାଳିବା ବହୁତ କଷ୍ଟ କର ହୋଇଥାଏ ।

୨- ଦ୍ଵିତୀୟ ରାଶି ହେଉଛି କର୍କଟ ରାଶି । ଏହି ରାଶି ର ଝିଅ ମାନଙ୍କ ପାଖରେ ଭାବନାର ବହୁତ ବଡ଼ ସମୁଦ୍ର ରହିଥାଏ । ଏହି ରାଶି ର ଝିଅ ମାନେ ନିଜ ସମ୍ପର୍କ କୁ ଶେଷ ପର୍ଯ୍ୟନ୍ତ ନିଭାଇ ଥାଆନ୍ତି । ଏମାନେ ବହୁତ ଆକର୍ଷିତ ମଧ୍ୟ ଥାଆନ୍ତି । ଏମାନ ଙ୍କ ପାଇଁ ନିଜ ପରିବାରର ଖୁସି ହିଁ ସବୁ କିଛି ଥାଏ ।

୩- ତୃତୀୟ ରାଶି ହେଉଛି ସିଂହ ରାଶି । ଏହି ରାଶି ର ମହିଳାମାନେ ବହୁତ ରାଗି ଥାଆନ୍ତି । କିନ୍ତୁ ମନରୁ ବହୁତ ସଫା ଏବଂ ଭଲ ଥାଆନ୍ତି । ଏମାନେ ସବୁ ପ୍ରକାର ସମସ୍ୟା ର ସମାଧାନ ମଧ୍ୟ କରି ପାରନ୍ତି । ଏମାନେ ବହୁତ ମଜବୁତ ଥାଆନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *