Vastu Tips- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଘରେ ଏହି 3 ଫଟୋ ଲଗେଇବା ଦ୍ଵାରା ଆସିଥାଏ ଭୟଙ୍କର ଦରିଦ୍ରତା, ଆଜି ହିଁ ହଟେଇ ଦିଅନ୍ତୁ ଘରୁ

ବନ୍ଧୁଗଣ, ସାଧାରଣତ ଆମ୍ଭ ମାନିଥାଉ ଯେ ଯେତେ ପରିମାଣର ସକାରତ୍ମକ ଊର୍ଜା ଆମ୍ଭ ଆଖ ପାଖରେ ରହିଥାଏ, ସେତେ ଆମ୍ଭ ମାନଙ୍କ ମନ ଶାନ୍ତ ରହିଥାଏ । ଆମ୍ଭ କାର୍ଯ୍ୟ ରେ ମଧ୍ୟ ଏହାର ପ୍ରଭାବରେ ଆମ୍ଭକୁ ସଫଳତା ମିଳିଥାଏ । ଏଥି ନିମନ୍ତେ ବାସ୍ତୁ ଶାସ୍ତ୍ର ରେ ଏହିଭଳି ବସ୍ତୁ ମାନଙ୍କର ବର୍ଣ୍ଣନା କରାଯାଇଥାଏ, ଯାହା ଫଳରେ ଆପଣଙ୍କ ଜୀବନରେ ସେହି ବସ୍ତୁ ମାନଙ୍କର ପ୍ରଭାବ ସକାରତ୍ମକ ରହିଥାଏ । ଆମ୍ଭ ମାନଙ୍କ ଘରେ ଭିନ୍ନ ଭିନ୍ନ ପ୍ରକାରର ଚିତ୍ର ତଥା ଛବି ଲଗାଯାଇଥାଏ । କିନ୍ତୁ ଆମ୍ଭେ ସେହି ଛବି ପଛର ଥିବା ମହତ୍ଵ ସମ୍ବନ୍ଧରେ ଜାଣି ନଥାଊ ।

ଏହା ଫଳରେ ଅନେକ ସମୟରେ ଏହାର ଦୁଷ୍ଟ ପ୍ରଭାବର ପରିଣାମ ଭୋଗିବାକୁ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯେଉଁ ଜିନିଷ କୁ ଆମ୍ଭେ ନିଜ ସମୁଖରେ ଦେଖିଥାଉ ସେହି ଜିନିଷର ପ୍ରଭାବ ସବୁଠାରୁ ଅଧିକ ଆମ୍ଭ ଉପରେ ପକାଇଥାଏ । ଆଜି ଆମ୍ଭେ କିଛି ବିଶେଷ ଫୋଟଚିତ୍ର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାର ପ୍ରଭାବରେ ଆପଣଙ୍କ ଧନସମ୍ପତ୍ତି ର କ୍ଷୟ ହୋଇଥାଏ ।

୧;- ଆପଣଙ୍କ ବାସ ଗୃହରେ ବହିଜାଉଥିବା ପାଣି, ନଦୀ ତଥା ଝରଣା ର ଫଟୋଚିତ୍ର ଆଦୌ ରଖନ୍ତୁ ନାହିଁ । କାରଣ ବହିଯାଉଥିବା ଧନ ଆପଣଙ୍କ ଘରେ ଧନ କୁ କେବେ ମଧ୍ୟ ଅଟକାଇ ପାରି ନଥାଏ । ଏହା ଫଳରେ ବସ୍ତୁ ଦୋଷ ମଧ୍ୟ ଲାଗିଥାଏ ।

୨;- ଆମ୍ଭେ ସମସ୍ତେ ଜାଣିଆଛୁ ଯେ ମହାଭାରତ ଗ୍ରନ୍ଥ ଘରେ ରଖାଯାଇନଥାଏ, ନା ହିଁ ଏହାକୁ ପଢାଯାଇଥାଏ । ଏଣୁ ଆପଣ ନିଜ ଘରେ ମହାଭାରତ ସହିତ ଜଡିତ ହୋଇଥିବା କୌଣସି ଫଟୋଚିତ୍ର ଆପଣଙ୍କ ଘରେ ଲଗାନ୍ତୁ ନାହିଁ । ଏହା ଘରର ବାତାବରଣ ନିମନ୍ତେ ଶୁଭ ମାନାଯାଇନଥାଏ । ଘରେ କୌଣସି ଯୁଦ୍ଧ ର ଛବି ଆଦୌ ଲଗାଇବା କଥା ନୁହେଁ । ଏହାଦ୍ଵାରା ଆପଣଙ୍କ ମନର ଶାନ୍ତି ଭଙ୍ଗ ହୋଇଯାଇଥାଏ ।

୩;- ଘରେ କୌଣସି କାନ୍ଦୁଥିବା ବ୍ୟକ୍ତି, ଶିଶୁ ଅଥବା ମହିଳା ଙ୍କ ଛବି ଲଗାଇବା କଥା ନୁହେଁ । ଯଦି ଲଗାନ୍ତି ତେବେ ଆପଣଙ୍କ ଘରର ମାହୋଲ ଶୋକ ଭଳି ପ୍ରତୀକ ହୋଇଥାଏ । ଆପଣଙ୍କ ଘରର ସଦସ୍ୟ ମାନଙ୍କ ମଧ୍ୟରେ ଅଶାନ୍ତି ର ବାତାବରଣ ସୃଷ୍ଟି ହେବାକୁ ଲାଗିଥାଏ । ଏଥି ନିମନ୍ତେ ସବୁବେଳେ ହସୁଥିବା ଅଥବା ଆନନ୍ଦିତ ଚେହେରା ଥିବା ବ୍ୟକ୍ତି ଙ୍କ ଫଟୋଚିତ୍ର ଲଗାଇବା କଥା ।

୪;- ଘରେ ପ୍ରାଏ ସମସ୍ତେ ମାତା ଲକ୍ଷ୍ମୀ ଙ୍କ ଫଟୋଚିତ୍ର ଲଗାଇଥାନ୍ତି । କିନ୍ତୁ ଆପଣ କେବେ ମଧ୍ୟ ନିଜ ଘରେ ମାତା ଲକ୍ଷ୍ମୀ ଙ୍କ ଛିଡା ହୋଇଥିବା ଫଟୋଚିତ୍ର ଆଦୌ ଲଗାନ୍ତୁ ନହିଁ । କାରଣ ମାତା ଲକ୍ଷ୍ମୀ ଚଞ୍ଚଳ ସ୍ଵଭାବର ଅଟନ୍ତି । ସର୍ବଦା ଗୃହରେ ତାଙ୍କର ବାସ ରହିବ ଏଥି ନିମନ୍ତେ ଫଟୋ ରେ ମାତା ଲକ୍ଷ୍ମୀ କମଳ ଉପରେ ବିରାଜମାନ ଥିବା ଫଟୋଚିତ୍ର ଲଗାନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *