Jyotish Shastra- ବହୁତ ରାଗି ହୋଇଥାନ୍ତି ଏହି 3 ଟି ନାମର ଝିଅ

ବନ୍ଧୁଗଣ, ଆଜି ଆମ୍ଭେ ସେହି ୩ ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହହିବାକୁ ଯାଉଅଛୁ ଯେ କି ସ୍ଵଭାବରୁ ହୋଇଥାନ୍ତି କ୍ରୋଧୀ । ସାଧାରଣତ କିଛି ଝିଅ ଏଭଳି ଅଛନ୍ତି ଯେଉଁମାନେ ଅତି ଛୋଟ ଛୋଟ କଥାକୁ ନେଇ କ୍ରୋଧ କରିଥାନ୍ତି । ଏଭଳି ଝିଅ ସ୍ଵଭାବରୁ ବହୁତ କ୍ରୋ-ଧୀ ପ୍ରକୃତିର ହୋଇଥାନ୍ତି । ଆସନ୍ତୁ ଜାଣିବା ସେହି ଝିଅ ମାନଙ୍କ ନାମ । ୧- N ନାମର ଝିଅ, ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କ କ୍ରୋଧ ବହୁତ ଅଧିକ ରହିଥାଏ ।

କିନ୍ତୁ ଏହି ନାମର ଝିଅ ହୃଦୟରୁ ବହୁତ ସଫା ହୋଇଥାନ୍ତି ଏବଂ ତାଙ୍କର ମନରେ ଅନ୍ୟ ପ୍ରତି କୌଣସି ଖରାପ ଚିନ୍ତାଧାରା ନଥାଏ । କିନ୍ତୁ ଏହି ଝିଅ ମାନେ ଯଦି କିଛି ଭୁଲ ହେବାର ଦେଖିଥାନ୍ତି ତେବେ ନିଜ କ୍ରୋଧକୁ ଆୟତରେ ରଖି ପାରନ୍ତି ନାହିଁ । ଏହି କାରଣରୁ କେତେକ ଲୋକେ ଏମାନଙ୍କ ସହିତ କଥା ହେବାକୁ ମଧ୍ୟ ପସନ୍ଦ କରି ନଥାନ୍ତି ।

୨- S ନାମ ଥିବା ଝିଅ, ଏହି ନାମର ଝିଅ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷିତ ହୋଇଥାନ୍ତି । କିନ୍ତୁ ଏମାନଙ୍କ ସବୁଠାରୁ ବଡ କମଜୋରି ଏହା ଅଟେ ଯେ ଏମାନଙ୍କୁ ଛୋଟ ରୁ ଛୋଟ କଥା ଉପରେ ବହୁତ ଜଲ୍ଦି କ୍ରୋଧ ଆସିଯାଇଥାଏ । ଏଭଳି କି ଏମାନେ ନର୍ମାଲ କ୍ରୋଧ ରେ ମଧ୍ୟ ସାମ୍ନା ଲୋକଙ୍କୁ ବହୁତ ଖରାପ ବଚନ କହି ଦେଇଥାନ୍ତି । ଏହି କାରଣରୁ ଏମାନଙ୍କୁ ପରେ ପଶ୍ଚାତାପ ହୋଇଥାଏ ।

୩- M ନାମର ଝିଅ, ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ, ଏମାନଙ୍କ ମନରେ କିଛି ନା କିଛି ଚାଲିଥାଏ । ଏହି କାରଣରୁ ଏହି ନାମର ଝିଅ ସବୁବେଳେ ଚିନ୍ତିତ ରହିଥାନ୍ତି । ଏହି ନାମର ଝିଅ କୁ ଅତି ଛୋଟ ଛୋଟ କଥାରେ କ୍ରୋଧ ଆସିଥାଏ । ଏହି କାରଣରୁ ଏମାନଙ୍କୁ ନିଜ ପାର୍ଟନର ସହିତ ଝଗଡା ଲାଗି ଯାଇଥାଏ ।

ଏମାନେ ବହୁତ ଅସୁବିଧାର ସମୁଖୀନ ଏଥିପାଇଁ ହୋଇଥାନ୍ତି । ବନ୍ଧୁଗଣ ଏହି ୩ ନାମର ଝିଅ ମାନେ ବହୁତ କ୍ରୋଧୀ ହୋଇଥାନ୍ତି । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *