Chanakya Niti- ଏହି 3 କାମ କରିବାରେ ପୁରୁଷଙ୍କୁ କେବେ ବି ଲାଜ କରିବା କଥା ନୁହେଁ…

ନମସ୍କାର ବନ୍ଧୁଗଣ, କିଛି ଏଭଳି କଥା ବା କାମ ଅଛି ଯାହାକୁ କରିବାରେ ଆମକୁ ଲାଜ ଲାଗିଥାଏ ଏବଂ ସଙ୍କୋଚ ଅନୁଭବ ହୋଇଥାଏ । କିନ୍ତୁ ପୁରୁଷ ମାନଙ୍କ ପାଇଁ କିଛି କାମ ଏଭଳି ରହିଛି ଯାହାକୁ ସେମାନେ ଜବରଦସ୍ତି କରିବା ଉଚିତ । ସେହି କାମକୁ କରିବା ପାଇଁ ଟିକେ ବି ଲାଜ କରିବା ଉଚିତ ନୁହେଁ । କିଛି ପୁରୁଷ ଲାଜ କରିଥାନ୍ତି କିନ୍ତୁ ସେମାନଙ୍କୁ ଜାଣିବା ଦରକାର କି ସେହି କାର୍ଯ୍ୟ ଉପରେ ସେମାନଙ୍କ ଅଧିକାର ରହିଛି । ତେବେ ଆସନ୍ତୁ ଜାଣିବା ଚାଣକ୍ୟ କହିଥିବା ସେହି ସମସ୍ତ କାର୍ଯ୍ୟ ସମ୍ପର୍କରେ ।

ପ୍ରଥମ: ପ୍ରେମୀ ଯୁଗଳଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖିବା ପାଇଁ ଉଭୟ ଉଭୟଙ୍କୁ ବୁଝିବା ଏବଂ ବୁଝାଇବା ନିହାତି ଆବଶ୍ୟକ ହୋଇଥାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଶା-ରଇରିକ ସ-ଅମ୍ପର୍କ ରହିବା ତାଙ୍କ ଅଧିକାର ଅଟେ । ତେଣୁ ଏହା ଆପଣଙ୍କୁ ପୁରା କରିବା ଆବଶ୍ୟକ । ଯେଉଁ ପୁରୁଷ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଲାଜ କରନ୍ତି ଏବଂ ଡରିଯାନ୍ତି  ତାଙ୍କ ମଝିରେ ତୃତୀୟ ପୁରୁଷ ଆସିବାର ସମ୍ଭାବନା ଥାଏ ।

କାରଣ ସ୍ତ୍ରୀ ନିଜ ଇଛାକୁ ସ୍ଵାମୀ ପାଖରୁ ପୁରା ନ କରିପାରିଲେ ଅନ୍ୟ ପୁରୁଷଙ୍କ ପାଖକୁ ଯାଇଥାଏ । ତେଣୁ କୌଣସି ବି ପୁରୁଷଙ୍କୁ ଶା-ରଇରିକ ସ-ଅମ୍ପର୍କ ରଖିବା ସମୟରେ ଲାଜ କରିବା ଉଚିତ ନୁହେଁ । ଦିତୀୟ: ଖାଉଥିବା ସମୟରେ ଆପଣ କେବେ ମଧ୍ୟ ଲାଜ କରିବା ଉଚିତ ନୁହେଁ । ଯେଉଁଲୋକକୁ ଖାଇବାରେ ଲାଜ ଲାଗିଥାଏ ସେହି ଲୋକ ସର୍ବଦା ଉପାସ ଶୋଇଥାଏ ।

ଲାଜ ପାଇଁ ଉପାସ ରହୁଥିବା ବ୍ୟକ୍ତି ଭବିଷ୍ୟତରେ ବହୁତ ବଡ ଅସୁବିଧାରେ ପଡ଼ିପାରନ୍ତି । ଭୋକରେ ରହୁଥିବା ବ୍ୟକ୍ତି ବହୁତ ଶୀଘ୍ର କ୍ରୋଧର ଶିକାର ହୋଇଥାଏ ବା ବହୁତ ଶୀଘ୍ର ରାଗିଯାଇଥାଏ । ତେଣୁ ସର୍ବଦା ଆପଣଙ୍କୁ ପେଟ ପୁରା ଖାଇବା ଉଚିତ । ଏବଂ କରୁଥିବା ସମୟରେ କେବେ ମଧ୍ୟ ଲାଜ ନକରି ପେଟ ପୂରିବା ପର୍ଯ୍ୟନ୍ତ ମନ ଶାନ୍ତିରେ ଖାଇବା ଉଚିତ । ଭୋଜନ କରିବାରେ ଲାଜ କରିବା ଭୋଜନର ଅପମାନ ହୋଇଥାଏ ।

ତୃତୀୟ: ଗୁରୁଙ୍କ ପାଖରୁ ଜ୍ଞାନ ଆହରଣ କରୁଥିବା ସମୟରେ କିମ୍ବା ଅନ୍ୟ କାହାଠାରୁ ମଧ୍ୟ କିଛି ସିଖୁଥିବା ସମୟରେ କେବେ ମଧ୍ୟ ଲାଜ କରିବା ଉଚିତ ହୋଇନଥାଏ । ଯେଉଁ ବ୍ୟକ୍ତି ଜ୍ଞାନ ଆହରଣ କରିବା ସମୟରେ ଲାଜ କରିଥାଏ ସେହି ବ୍ୟକ୍ତିର ଜ୍ଞାନ ସବୁଦିନ ପାଇଁ ଅଧା ରହିଥାଏ । ଏପରି ବ୍ୟକ୍ତି ନିଜ ଜୀବନରେ କେବେ ମଧ୍ୟ ସଫଳ ହୋଇପାରନ୍ତି ନାହିଁ ।

ଏଥିପାଇଁ ତ କୁହାଯାଏ ଅଧା ଜ୍ଞାନ ଆପଣଙ୍କର ସବୁଠାରୁ ବଡ ହାର ହୋଇଥାଏ । ଯଦି ଆପଣ ନିଜ ଧନ ଅନ୍ୟକୁ ଉଧାର ଦେଇଛନ୍ତି ତେବେ ଲାଜ ନକରି ସେହି ଧନକୁ ଆପଣଙ୍କୁ ତାଙ୍କୁ ମାଗିବା ଉଚିତ । ଯେଉଁ ବ୍ୟକ୍ତି ନିଜ ପଇସା ମାଗିବାରେ ଲାଜ କରିଥାଏ ସେହି ବ୍ୟକ୍ତି ଜୀବନରେ କେବେ ମଧ୍ୟ ଧନୀ ହୋଇପାରେ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *