Vastu Tips- ଶନିବାର ଦିନ ଭୁଲ୍ ରେ ବି କରନ୍ତୁ ନାହିଁ ଏହି 3 ଟି କାମ, ପଡିଥାଏ ମହା ଶନିଦଶା, ଆସିଥାଏ ଭୟଙ୍କର ଦରିଦ୍ରତା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଗବାନ ଶନିଦେବତାଙ୍କ ପ୍ରିୟ ବାର ହେଉଛି ଶନିବାର । ଭଗବାନ ଶନି ଦେବତା ଯେଉଁ ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଥାନ୍ତି । ସେହି ବ୍ଯକ୍ତିର ଭାଗ୍ୟ ଖୋଲିଯାଇଥାଏ । ସେହିପରି ଯେଉଁ ବ୍ୟକ୍ତିମାନଙ୍କର ଉପରେ କ୍ରୋଦ୍ଧିତ ହୋଇଥାନ୍ତି । ସେମାନଙ୍କ ଉପରେ ଶନିଦଶା ପଡିଥାଏ । ଯେଉଁ କାରଣରୁ ସେହି ବ୍ୟକ୍ତି ମାନଙ୍କୁ ଭଗବାନ ଶନିଙ୍କର କୋପର ଶିକାର ହେବା ପାଇଁ ପଡିଥାଏ । ଆପଣମାନେ ଧ୍ୟାନ ଦିଅନ୍ତୁ କି ଏହି ଶନିବାର ଦିନ କିଛି ବିଶେଷ କାର୍ଯ୍ୟ ସମସ୍ତଙ୍କ ପାଇଁ ନିବାରଣ ଥାଏ ।

ଏହାକୁ କେବେ ମଧ୍ୟ ଶନିବାର ଦିନ କରିବା ଉଚିତ ହୋଇନଥାଏ । ଶନିବାର ଦିନ କେବେ ମଧ୍ୟ ଶାରୀରିକ ସମ୍ପର୍କ ବନେଇବା ଉଚିତ ନୁହେଁ । ଏହି ଦିନରେ ଆପଣ ସଂଭୋଗ କରିବା ଦ୍ଵାରା ଆପଣଙ୍କ ଉପରେ ଶନିଦେବଙ୍କର ଶୁଭଦୃଷ୍ଟି ପଡିନଥାଏ । ଶନିବାର ଦିନ ଘର ପାଖରେ କୁକୁରଓ ବିଲେଇ ଭୋକିବା ଦ୍ଵାରା ଘର ପାଇଁ ଅଶୁଭ ହୋଇଥାଏ । ସେହି ଘରକୁ ଦରିଦ୍ରତା ମାଡିଆସିଥାଏ । ଘର ପରିବାରରରେ ଅଶାନ୍ତିର ମାହୋଲ ସୃଷ୍ଟି ହୋଇପାରେ ।

ଶନିବାର ଦିନ ଭଙ୍ଗା ପାନିଆ ଓ ଅଇନା ବ୍ୟବହାର କରନ୍ତୁ ନାହିଁ । ଏହାଦ୍ବାରା ଘରେ କଳହ ବଢିଥାଏ । ଶନିବାର ଦିନ କିଛି ଜିନିଷ ଭାଙ୍ଗିବା ଦ୍ଵାରା ଘରେ ଅଶୁଭ ଘଟିବାର ସମ୍ଭାବନା ଥାଏ। ଶନିବାର ଦିନ ଭାଙ୍ଗିଯାଇଥାଇବା ଜାନରେ ବସିକି ଯିବା ଉଚିତ ନୁହେଁ । ନଚେତ ବିପତ୍ତି ଘଟିବାର ଆଶଙ୍କା ଥାଏ। ଶନିବାର ଦିନ ଗାଧୋଉ ନଥିବା ବ୍ୟକ୍ତିକୁ କେବେ ମଧ୍ୟ କୌଣସି କାର୍ଯ୍ୟରେ ସଫଳତା ମିଳିନଥାଏ ।

ଶନିବାର ଦିନ ପିଆଜ, ରଶୁଣ, ମଦ ଓ ମାଊଁଷର ସେବନ କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଭଗବାନ ଶନିଦେବଙ୍କର ଅପମାନ ହୋଇଥାଏ । ଏପରି କରୁଥିବା ବ୍ୟକ୍ତିଙ୍କର ଗ୍ରହର ଚଳନ ଖରାପ ହୋଇଯାଇଥାଏ । ଶନିବାର ଦିନ ଘରେ କଳହ କରିବା କି ମହିଳା ମାନଙ୍କୁ ଗାଳି ଦେବା ଶୁଭ ମନାଯାଇନଥାଏ । ଶନିବାର ଦିନ ଶନି ମନ୍ଦିର ଯାଇ ଶନିଙ୍କୁ ସୋରିଷତେଲରେ ପ୍ରସ୍ତୁତ ଘିଅ ଅର୍ପଣ କରି ତାପରେ ସୋରିଷ ତେଲ ଶନିଦେବଙ୍କୁ ଚଢାନ୍ତୁ ।

ଭଗବାନ  ଶନିଦେବାଙ୍କୁ ଦର୍ଶନ କରିସାରିବା ପରେ ପ୍ରଭୁ ବଜାରଙ୍ଗୀବାଲିଙ୍କୁ ଦର୍ଶନ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଜୀବନରେ ଥିବା ସବୁ ଦୁଃଖ କଷ୍ଟ ଭଗବାନ ଶନିଦେବ ଦୂର କରିଥାନ୍ତି । ଏହିଦିନ ଭଗବାନ ଶନିଙ୍କର ଆଖିକୁ ଦେଖିବା ଉଚିତ ନୁହେଁ । ନହେଲେ ବ୍ୟକ୍ତିକୁ କଷ୍ଟ ମିଳିଥାଏ । ଶନିବାର ଦିନ କଳା ରଙ୍ଗର କପଡା ପରିଧାନ କରିବା ଠିକ ହୋଇନଥାଏ ।

ଶନିବାର ଦିନ ଘରକୁ ତେଲ, ଡାଲି ଆଣିବା ଉଚିତ ନୁହେଁ । ଏହି ଦିନ କଳା ରଙ୍ଗର ବସ୍ତ୍ର ଦାନ କରିବା ଶୁଭ ହୋଇଥାଏ । ଏହାଦ୍ବାରା ଘରେ ଦୁର୍ଘଟଣା ଘଟିନଥାଏ । ଶନିବାର ଦିନ କରଜ ବଢିବା, କ୍ଷୀର ଉତୁରିବା, ତେଲ ଢାଳିଯିବା, କାଚ ଭାଙ୍ଗିବା ଏପରି ହେବା ଦ୍ଵାରା ଆଗକୁ ଆସୁଥିବା ବିପତ୍ତିର ସୂଚନା ମିଳିଥାଏ । ସେଥିପାଇଁ ଆପଣ ପ୍ରଭୁ ଶନିଙ୍କ ପାଖରେ ସୋରିଷ ତେଲର ଦୀପ ଜଳାନ୍ତୁ । ଭଗବାନ ଶନି ଆପଣଙ୍କ ଉପରେ ପ୍ରସନ୍ନ ହୋଇବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *