କେବଳ ଏହି 3 ଟି ଡାଲି ଖାଆନ୍ତୁ, କମଜୋରି, ଥକାପଣ, କ୍ୟାଲସିୟମ ଓ ରକ୍ତ ଅଭାବ Joint pain/knee pain, 100 ବର୍ଷ ପର୍ଯ୍ୟନ୍ତ ହେବାକୁ ଦେବ ନାହିଁ- Health Tips

ବନ୍ଧୁଗଣ, ଆସନ୍ତୁ ଜାଣିବା ଆଜି କିଛି ଏପରି କଥା ଯାହା ଦ୍ଵାରା ଆମେ ନିଜର କଷ୍ଟ ଦୂର କରିପାରିବା । ଆଜି ଆମେ ଜାଣିବା ୩ ଟି ଡାଲି ବିଷୟରେ ଯାହା ବିଷୟରେ ଅଷ୍ଟାଙ୍ଗ ହୃଦୟଂ ଆୟୁର୍ବେଦିକ ବହିରେ ଉଲ୍ଲେଖ ରହିଛି । ଏହା ଅତି ପୋଷାକ ଓ ମନୁଷ୍ୟ ଶରୀର ପାଇଁ ଲାଭ ଦାୟକ ହୋଇଥାଏ ।

ଯଦି ଆମ ଶରୀରରେ କାଲସିଅମ କମ ମାତ୍ରାରେ ଅଛି, ଯଦି ଆମକୁ ଜଲଦି ଥକାନ୍ ଅନୁଭବ ହେଉଛି, ଶାରୀରିକ ଦୁର୍ବଳତା ରହିଛି, ଜଇଣ୍ଟ କିମ୍ବା ଆଣ୍ଠୁ ସ୍ଥାନରେ ଦରଜ କିମ୍ବା କଷ୍ଟ ହେଉଛି, କୌଣସି କାମ କରିବାକୁ ଇଛା ହେଉନାହିଁ, ଶରୀରରେ ଯୋସ୍ ରହୁନାହିଁ, ବଳ ରହୁନାହିଁ, ତାକତ୍ ରହୁନାହିଁ ତେବେ ଏହି ଉପାୟ କରିଲେ ଆପଣ ଏହି ସବୁ ସମସ୍ୟା ର ସମାଧାନ କରିପାରିବେ ।

ଡାଲିକୁ ସେବନ କରିବା ପାଈଁ ଆମେ ଏହାର ମାତ୍ରା ଓ ଡାଲିର ପ୍ରକାର ଜାଣି ରଖିବା ଉଚିତ । କାରଣ ଏହାକୁ ଠିକ୍ ସମୟରେ ଠିକ୍ ମାତ୍ରାରେ ସେବନ ନ କଲେ ଏହା ଆମ ପ୍ରତି ହାନିକାରକ ହୋଇପାରେ । ୧;- ସବୁଠାରୁ ବେଶୀ ଶକ୍ତିଶାଳୀ ଓ ଲାଭଦାୟକ ଡାଲି ହେଉଛି କୋଳଥ ଡାଲି, ଏହାଠାରୁ ଅଧିକ ପ୍ରୋଟିନ କୌଣସି ଡାଲିରେ ନ ଥାଏ । ଏହା ଆମକୁ ଘୋଡ଼ା ଭଳି ଶକ୍ତି ଦେଇଥାଏ । ଏହି ଡାଲି ବିଶେଷ କରି ଗ୍ରାମରେ ବ୍ୟବହାର କରାଯାଇଥାଏ ।

ଏହାକୁ ଖାଇଲେ ଆମ ଶକ୍ତି ଦଶ ଗୁଣା ବଢ଼ି ଯାଇଥାଏ । ଏହାଛଡ଼ା ଦୃଷ୍ଟି ଶକ୍ତି ପାଇଁ ଏହି ଡାଲି ବୋହୁତ ଜରୁରୀ । ଏହି ଡାଲି କେଶ ପାଇଁ ବୋହୁତ ଜରୁରୀ କାରଣ ଏଥିରେ ଅନେକ ମାତ୍ରାରେ ପ୍ରୋଟିନ ରହିଥାଏ । ଏହାଠାରୁ ଉତ୍ତମ ଡାଲି ଆମକୁ ମିଲିନପାରେ । ତେବେ ଆସନ୍ତୁ ଜାଣିବା ଏହାକୁ ସେବନ କରିବାର ସଠିକ୍ ଉପାୟ ।

ଏହାକୁ ରାତିରେ ଶୋଇବା ପୂର୍ବରୁ ତିନି ଚାମଚ୍ ପାଣିରେ ଭିଜେଇ ବ୍ୟବହାର କରିବା ଉଚିତ୍ କିନ୍ତୁ ଯାହାର ପିତ୍ତ ଦୋଷ ରହିଛି କିମ୍ବା ଯାହା ମୁଖରେ ବ୍ରଣ ହେଉଛି ସେମାନେ ଏକ ରୁ ଦେଢ଼ ଚାମଚ୍ ବ୍ୟବହାର କରିବା ଉଚିତ । ପାଣିରେ ଭିଯାଇଲେ ଏହାର ଗରମ ପ୍ରବୃତ୍ତି ଦୂର ହୋଇଯିବ । କିନ୍ତୁ ଶୀତ ଦିନେ ଆମେ ଏହାକୁ ଭାଜି ଏହାର ଗୁଣ୍ଡ କରି ରଖି ପାରିବା ଓ ପରେ ଏହାର ସୁପ୍ ତିଆରି କରି ପରେ ସେବନ କରି ପାରିବା । ଏଥିରେ ଧନିଆ ପତ୍ର, ଲେମ୍ବୁ ରସ  ମଧ୍ୟ ମିଶାଇ ସେବନ କରିପାରିବା । ଏହା ଆମକୁ ଏକ ସପ୍ତାହରେ ତିନିରୁ ଚାରି ଥର ବ୍ୟବହାର କରିବା ଉଚିତ । ଶରୀରରେ କ୍ୟାଲସିୟମ କିମ୍ବା ପ୍ରୋଟିନ ର ଅଭାବ ରହିବ ନାହିଁ ।

୨;- ପୁରୁଷଙ୍କ ଆନ୍ତରିକ ସମସ୍ୟା ଦୂର କରିଥାଏ, ଗ୍ରୀନ ମୁଗଡାଲି । ଏହା ଏକ ପୋଷାକ ଡାଲି ଅଟେ । ଆମେ ମୁଗ ଡାଲିକୁ ଅଙ୍କୁରିତ କରି ଖାଇଲେ ଏହାର ସମ୍ପୂର୍ଣ୍ଣ ପୋଷାକ ପଦାର୍ଥ ଆମକୁ ମିଳେ । ଏହା ଆମକୁ ଏକ ଏଭଳି ପ୍ରୋଟିନ ଦିଏ ଯାହା ଆମର ସେଲ୍ କୁ ଧୀରେ ଧୀରେ ନଷ୍ଟ କରେ ଅର୍ଥାତ୍ ଆମେ ଶୀଘ୍ର ବୁଦ୍ଧ ହେବା ନାହିଁ । ଆମ ଖାଦ୍ୟରେ ଅଧିକ ଫାଇବର ଥିଲେ ଏହା ଅତ୍ୟନ୍ତ ଲାଭ ଦାୟକ । ବିଭିନ୍ନ ଭିଟାମିନ କୁ ହଜମ କରିଥାଏ । ଏହା ର-କ୍ତର ଅଭାବକୁ ଦୂର କରେ ।

୩;- ବୁଟ ଡାଲି ମଧ୍ୟ ଆମ ପାଇଁ ନିହାତି ଆବଶ୍ୟକ । ଯାହା ଶରୀର ଗରମ ସେମାନେ ଏହାଙ୍କୁ ପାଣିରେ ଭିଜେଇ ଖାଇବା ଉଚିତ୍ ଓ ଯାହାଙ୍କ ଶରୀର ଥଣ୍ଡା ସେମାନେ ଏହାକୁ ଭାଜି ଖାଇବା ଉଚିତ୍ । ଏହାକୁ ଅଙ୍କୁରିତ କରି ଖାଇଲେ ଏହା ଗ୍ୟାସ ଅସୁବିଧା ଦୂର କରେ ଏବଂ ଏହା ଆମ୍ଭକୁ ପ୍ରଚୁର ଶକ୍ତି ପ୍ରଦାନ କରିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *