ଏହିଭଳି ମହିଳା ମାନଙ୍କୁ ତୁଳସୀ ଙ୍କ ପୂଜା କରିବା ଉଚିତ ନୁହେଁ । ତୁଳସୀ ଗଛ ପ୍ରତ୍ୟକ ହିନ୍ଦୁ ଘରେ ରହିଥାଏ । ପ୍ରାଚୀନ ଗ୍ରନ୍ଥ ରେ ତୁଳସୀ ଗଛର ମହତ୍ଵ ସମ୍ବନ୍ଧରେ କୁହାଯାଇଅଛି । ତୁଳସୀ ଗଛ ସମସ୍ତ ପବିତ୍ର ବଂଶପତ୍ତି ମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ତୁଳସୀ ଗଛ ଅନେକ ପ୍ରକାରର ରୋଗ କୁ ନାଶ କରିବା ସହିତ ସକାରାତ୍ମକ ଊର୍ଜା ର ସଂଚାର କରିଥାଏ । ତୁଳସୀ ଗଛ ଘରେ ରହିଲେ ସୁଖ ସମୃଦ୍ଧି ତଥା ଐଶ୍ଵର୍ଜ୍ୟ ର ପ୍ରାପ୍ତି ହୋଇଥାଏ ।
ଅନେକ ପ୍ରକାରର ବିମାରୀ ମଧ୍ୟ ଦୂରରେ ରହିଥାଏ । ଶାସ୍ତ୍ର ରେ କୁହାଯାଇଅଛି ଯେ ତୁଳସୀ ଗଛ ର ପୂଜା କେଉଁ ମହିଳା ମାନେ କରି ପାରିବେ ନାହିଁ ? ତୁଳସୀ ଗଛ ବୁଦ୍ଧ ଙ୍କ ପ୍ରତିନିଧିତ୍ଵ କରିଥାଏ । ଯାହା ଭଗବାନ କୃଷ୍ଣ ଙ୍କ ରୂପ ସ୍ୱରୂପ ମାନାଯାଇଥାଏ । କୃଷ୍ଣ ଙ୍କୁ ତୁଳସୀ ସର୍ବାଧିକ ପ୍ରିୟ ଅଟେ । ଭଗବାନ କୃଷ୍ଣ ଙ୍କୁ କୌଣସି ଭୋଗ ବିନା ତୁଳସୀ ରେ ଲଗାଯାଇନଥାଏ । ଯେଉଁ ପରିବରାର ଲୋକେ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ମାନିଥାନ୍ତି, ସେମାନଙ୍କ ଘରେ ତୁଳସୀ ଗଛ ନିଶ୍ଚିତ ହେବା ଦରକାର ।
ଭଗବାନ ଶ୍ରୀ କୃଷ୍ଣ ଙ୍କ ସହିତ ତୁଳସୀ ଙ୍କ ପୂଜା ଅବଶ୍ୟ କରିବାକୁ ହୋଇଥାଏ । ଏହାଦ୍ଵାରା ଘରେ ସୁଖ ସମୃଦ୍ଧି ତଥା ଐଶ୍ଵର୍ଜ୍ୟ ର ପ୍ରାପ୍ତି ହୋଇଥାଏ । ତୁଳସୀ ଙ୍କୁ ପରମ ବୈଷ୍ଣବ ମାନାଯାଇଅଛି । ତାମସିକ କ୍ରିୟା କରୁଥିବା ଲୋକାନୁ ନିଜ ଘରେ ତୁଳସୀ ଗଛ ଲୋଗାଇବା ଉଚିତ ନୁହେଁ । ଅର୍ଥାତ ଯେଉଁ ଘରେ ମାଂସ ରନ୍ଧା ଯାଇ ଖିଆଯାଇଥାଏ, ସେହିଭଳି ଘରେ ତୁଳସୀ ଗଛ ଲଗାଇବା କଥା ନୁହେଁ ।
୧;- ଯଦି କୌଣସି ସ୍ତ୍ରୀ ତଥା ମହିଳା ମାନଙ୍କ ମାସିକ ଧର୍ମ ଚାଲୁଥାଏ ତେବେ ସେମାନଙ୍କୁ ମଧ୍ୟ ତୁଳସୀ ଗଛର ପୂଜା କରିବା ଉଚିତ ନୁହେଁ ।
୨;- ତୁଳସୀ ଗଛ ଏକ ପବିତ୍ର ଗଛ ଅଟେ । ଏବଂ ଏହାର ପୂଜା କେବଳ ପତୀବ୍ରତା ସ୍ତ୍ରୀ ହିଁ କରି ପାରନ୍ତି । ଯେଉଁ ସ୍ତ୍ରୀ ପରପୁରୁଷ ଙ୍କ ସହିତ ସମ୍ବନ୍ଧ ରଖିଥାଏ, ସେମାନେ ତୁଳସୀ ଙ୍କ ପୂଜା କରିବା ଉଚିତ ନୁହେଁ ।
୩;- ଦୁଷ୍ଟ ସ୍ତ୍ରୀ ମାନେ ମଧ୍ୟ ତୁଳସୀ ଗଛ ର ପୂଜା କରିବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ଅନ୍ୟ ସହିତ କପଟ କରିଥାଏ । ଅନ୍ୟର ର ଖାଦ୍ୟ ରେ ବିଷ ଢାଳିଥାଏ, ଏହିଭଳି ସ୍ତ୍ରୀ ଦ୍ଵାରା ଯଦି ତୁଳସୀ ଙ୍କ ପୂଜା କରାଯାଏ ତେବେ ଏହାର ଅଶୁଭ ଫଳ ହିଁ ସେମାନଙ୍କୁ ପ୍ରାପ୍ତ ହୋଇଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ