3 ଦିନ ଲଗାତାର ପିଅନ୍ତୁ ଏହାର ଜୁସ, ମୂଳରୁ ଶେଷ ହୋଇଯିବ ଏହି 7 ଟି ରୋଗ, ଏତେ ଫାଇଦା କି ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ ! (Health Tips)

ବନ୍ଧୁଗଣ, ଆପଣ ଗିଲୋୟ ର ମୂଳ କୁ ଆଣି ଅର୍ଥାତ ଡାଳ କୁ ଆଣି ତାକୁ ହେମଦସ୍ତା ମାଧ୍ୟମରେ ଛେଚି ଦିଅନ୍ତୁ । ଏହାପରେ ଏକ ଗିଲାସ ପାଣି ମଧ୍ୟରେ ଆପଣ ଏହି ଛେଚିଥିବା ଗିଲୋୟ କୁ ୨୦ ରୁ ୩୦ ଗ୍ରାମ ନିଶ୍ଚିତ ଭାବରେ ମିଶାଇ ଦିଅନ୍ତୁ । ଏହାପରେ କୌଣସି ପାତ୍ର ରେ ମଧ୍ୟ ଆପଣ ତାହାକୁ ପକାଇ ଦିଅନ୍ତୁ ଏବଂ ଗ୍ୟାସ ଅନ କରି ଦିଅନ୍ତୁ । ଏହାକୁ ଏତେ ମାତ୍ରା ରେ ଫୁଟାଇ ନିଅନ୍ତୁ ଯେ ଏକ ଗ୍ଳାସ ପାଣି ଯେମିତି ଆଧା ଗ୍ଳାସ ହୋଇଯିବ ।

ଏହାକୁ ଆପଣ ବହୁତ ଡେରି ପର୍ଯ୍ୟନ୍ତ ଫୁଟାନ୍ତୁ ଜେଭଳି ଏହା ଫୁଟି ଫୁଟି ଅଧା ହୋଇଯିବ । ଏହାପରେ ଆପଣ ଏହାକୁ ଅନ୍ୟ ଏକ ପାତ୍ର କୁ ଛାଣି ବାହାର କରି ନିଅନ୍ତୁ । ଏହାପରେ ସକାଳେ ଆପଣ ବିନା କିଛି ଖାଇ ଅର୍ଥାତ ଖାଲିପେଟରେ ହାଲ୍କା ଉଷୁମୁ ପାଣି ସେବନ କରନ୍ତୁ । ଏହାପରେ ଆପଣ ଏହି କାଢା ର ସେବନ କରନ୍ତୁ ।

ଯଦି ଆପଣଙ୍କୁ କୌଣସି ପ୍ରକାରର ରୋଗ ହେଉଛି ତେବେ ଡାକ୍ତର ଯଦି କିଛି ଖାଇବାକୁ ମନା କରିଅଛି ତେବେ ଗିଲୋୟ ମଧ୍ୟ ଏକ ଔଷଧ ଅଟେ, ଯାହାକୁ ସମସ୍ତେ ବ୍ୟବହାର କରିପାରିବେ । ସ୍ଵସ୍ଥଲୋକ ମଧ୍ୟ ଏହାର ବ୍ୟବହାର କରି ପାରିବେ ଅସୁସ୍ଥ ଲୋକ ମଧ୍ୟ ଏହାର ବ୍ୟବହାର କରି ପାରିବେ । ଏହାକୁ ବ୍ୟବହାର କରିଲେ ଥଣ୍ଡା, ଜ୍ଵର, କାଶ ତଥା ଇମ୍ୟୁନିଟି ପାୱାର କୁ ଏତେ ମାତ୍ରାରେ ବଢାଇ ଦେଇଥାଏ ଯେ ଏହିସବୁ ସମସ୍ୟା କେବେ ମଧ୍ୟ ଆପଣଙ୍କ ଠାରେ ଦେଖାଯିବ ନାହିଁ ।

ଯଦି ହୋଇଯିବ ତେବେ ମଧ୍ୟ ୧୦ ରୁ ୧୫ ମିନିଟ ମଧ୍ୟରେ ଏହା ଗାୟବ ହୋଇଯିବ । ଏହା ବ୍ୟତୀତ ଯଦି ଆପଣଙ୍କୁ ଦାନ୍ତ ରେ ଦରଦ ହେଉଅଛି, ଅଣ୍ଟା ତଥା ଆଣ୍ଠୁ ଗଣ୍ଠିରେ ଦରଦ ରହୁଅଛି ତେବେ ମଧ୍ୟ ଏହା ସଂପୂର୍ଣ୍ଣ ଭାବରେ ତାହାକୁ ଦୂର କରିଦେବ । ଆଜିଭଳି ଦିନରେ ମହାମାରୀ ବହୁତ ଧୃତ ଗତିରେ ବ୍ୟାପିବାକୁ ଲାଗିଅଛି । ଏହା ବର୍ତ୍ତମାନ ଚାଇନା ରୁ ସଂପୂର୍ଣ୍ଣ ବିଶ୍ଵରେ ବ୍ୟାପିବାକୁ ଲାଗିଛି ।

ଏଭଳି କ୍ଷେତ୍ରରେ ଗିଲୋୟ ସେବନ କରିବା ବହୁତ ଲାଭ ଦାୟକ ହେବ । ବନ୍ଧୁଗଣ ଏହିଭଳି ଭାବରେ ଆପଣ ଗିଲୋୟ ଡାଳ କୁ ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କର କୌଣସି ସମସ୍ୟା ରହିବ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *