ବନ୍ଧୁଗଣ ଆମେମାନେ ପିଲା ଦିନରୁ ବହୁତ ଗୁଡିଏ ପରୀକ୍ଷା ଦେଇ ଆସିଛୁ । ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ସରକାରୀ ଚାକିରି କରିବା ପାଇଁ ଇଛା କରୁଛନ୍ତି । ଏହି ସରକାରୀ ଚାକିରି ପାଇବା ପାଇଁ ଲୋକମାନେ ବହୁତ କଷ୍ଟ ମଧ୍ୟ କରୁଛନ୍ତି ହେଲେ କିଛି ଭୁଲ ଉତ୍ତର ପାଇଁ ମଧ୍ୟ ସେମାନେ ପରୀକ୍ଷାରେ ଫେଲ ହୋଇଯାଉଛନ୍ତି ।
କିନ୍ତୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ବିଷୟରେ ଜାଣି ଆପଣ ସରକାରୀ ଚାକିରିର ଇଣ୍ଟର୍ବ୍ୟୁରେ ପାସ ହୋଇପାରିବେ । ବନ୍ଧୁଗଣ ଆମ ଜୀବନରେ ଏହି ସବୁ ସାଧାରଣ ଜ୍ଞାନର ବହୁତ ଗୁରୁତ୍ଵ ରହିଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ଗୁଡିକ ବିଷୟରେ ।
୧. ଭାରତର କେଉଁ କ୍ଷେତ୍ରରେ ବିବାହରେ କେବଳ ଢୋଲ ବଜା ଯାଇଥାଏ ?
ଉତ୍ତର- ଗାଁ ରେ
୨. ସିଲିଣ୍ଡରରେ ନିଆଁ ଲାଗିଗଲେ କଣ କରିବା ଉଚିତ ?
ଉତ୍ତର- ଓଦା କପଡାରେ ଘୋଡାଇ ଦେବା ଉଚିତ ।
୩. କେଉଁ ଦେଶରେ ଜୋତା ଚପଲ ପିନ୍ଧି ବାହାରେ ବୁଲିବାକୁ ମନା କରାଯାଇଛି ?
ଉତ୍ତର- ଇଟାଲୀ ଦେଶରେ
୪. କେଉଁ ଦେଶରେ ନୂଆ ଦୁନିଆ ବାଲା ଦେଶ କୁହାଯାଏ ?
ଉତ୍ତର- ଉତ୍ତର- ଆମେରିକା
୫. ଉଡା ଜାହାଜରେ ଥିବା ସିଟର ରଙ୍ଗ କଣ ହୋଇଥାଏ ?
ଉତ୍ତର- ନୀଳ ରଙ୍ଗର ହୋଇଥାଏ ।
୬. ସର୍ବ ପ୍ରଥମେ ବିଜୁଳି ଟ୍ରେନ କେବେ ଆରମ୍ଭ ହୋଇଥିଲା ?
ଉତ୍ତର- ୧୯୨୫ ରେ
୭. କେଉଁ ଦେଶରେ ପ୍ଲାଷ୍ଟିକ ବ୍ୟବହାର କରିଲେ ଦଣ୍ଡ ମିଳିଥାଏ ?
ଉତ୍ତର- ଇଜରାହିଲ ଦେଶରେ
୮. ଝିଅ ମାନଙ୍କର ପ୍ୟାନ କାର୍ଡରେ ତାଙ୍କ ପରିବାର ଲୋକଙ୍କ ମଧ୍ୟରୁ କାହାର ନାମ ରହିଥାଏ ?
ଉତ୍ତର- ଝିଅ ମାନଙ୍କର ପିତାଙ୍କ ନାମ ରହିଥାଏ ।
୯. ଘଣ୍ଟାର ଆବଶୀକାର କେବେ ହୋଇଥିଲା ?
ଉତ୍ତର- ଘଣ୍ଟାର ଆବିଷ୍କାର ୧୫୭୭ ମସିହାରେ ହୋଇଥିଲା ।
୧୦. ଭାରତର ରାଷ୍ଟ୍ରୀୟ ଫୁଲର ନାମ କଣ ?
ଉତ୍ତର- ପଦ୍ମ ଫୁଲ
୧୧. ଭାରତକୁ ସର୍ବ ପ୍ରଥମେ ଇଣ୍ଡିଆ କିଏ କହିଥିଲେ ?
ଉତ୍ତର- ଇଂରାଜୀ ଲୋକମାନେ
୧୨. କେବେ ଜୋତାର ଆବିଷ୍କାର ହୋଇଥିଲା ?
ଉତ୍ତର- ୧୫୫୦ରେ ଜୋତାର ଆବିଷ୍କାର ହୋଇଥିଲା ।
୧୩. କୋଲଗେଟ ପେଷ୍ଟ ଖାଇବା ଦ୍ଵାରା ଶରୀରରେ କଣ ପ୍ରଭାବ ପଡିଥାଏ ?
ଉତ୍ତର- କୋଲଗେଟ ପେଷ୍ଟ ଖାଇବା ଦ୍ଵାରା ପେଟ ଜନିତ ସମସ୍ଯା ହୋଇପାରେ ।
୧୪. ଆକାଶରୁ ପଡୁଥିବା ବିଜୁଳିର ଆକାର କେତେ ହୋଇଥାଏ ?
ଉତ୍ତର- ୨ ରୁ ୩ ଇଞ୍ଚ ପର୍ଯ୍ୟନ୍ତ ହୋଇଥାଏ ।
୧୫. କେଉଁ ଦେଶରେ କୁରକୁରେ ଉପରେ ବ୍ୟାନ ଲଗାଯାଇଛି ?
ଉତ୍ତର- ଇଟାଲୀ ଦେଶରେ କୁରକୁରେ ଉପରେ ବ୍ୟାନ ଲଗାଯାଇଛି ।
୧୬. କେଉଁ ଦେଶର କୁକୁଡା ନୀଳ ଅଣ୍ଡା ଦେଇଥାଏ ?
ଉତ୍ତର- ଚିନ ଦେଶର କୁକୁଡା ନୀଳ ରଙ୍ଗର ଅଣ୍ଡା ଦେଇଥାଏ ।