ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କ ନିମନ୍ତେ ଏଭଳି ଏକ ଉପାୟ ନେଇ ଆସିଆଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଚେହେରାର କଳାପଣ କୁ ସଠିକ କରିବା ସହିତ ଆପଣ ନିଜ ଚେହେରାର ଦାଗ ଧପା କୁ ଦୂର କରି ନିଜ ଚେହେରାକୁ ଅଧିକ ତେଜବାନ କରି ପାରିବେ । ଆସନ୍ତୁ ଜାଣିବା ସେହି ଉପାୟ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ସର୍ବ ପ୍ରଥମେ ଆପଣ ଗୋଟିଏ ଲେମ୍ବୁ ନିଅନ୍ତୁ । ଏହାପରେ ଏହାକୁ ମଝିରୁ କାଟି ନିଅନ୍ତୁ ।
ଏହାପରେ ଏହାର ରସ ବାହାର କରି ନିଅନ୍ତୁ । ଏହାପରେ ଆପଣ ଅଳ୍ପ ମାତ୍ରାରେ କୋଲଗେଟ ନିଅନ୍ତୁ । ଲେମ୍ବୁ ରସ ଏବଂ କୋଲଗେଟ କୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ ।ଏହା ପରେ ଅଧ ଚାମଚ ପାଖା ପାଖି ଆପଣ ଏଥିରେ ଏଲୋଭେରା ଜେଲ ମିଶାନ୍ତୁ । ଏହା ଆମ୍ଭ ସ୍କୀନ ନିମନ୍ତେ ବହୁତ ଲାଭ ଦାୟକ ଅଟେ । ଏହାପରେ ଆପଣ ଏଥିରେ ପ୍ରାଏ ଦେଢ ଚାମଚ ବେସନ ମିଶାଇ ଦିଅନ୍ତୁ । ଏହା ଚେହେରାର ଦାଗ ଧପା କୁ ଲିଭାଇବାରେ ସାହାର୍ଯ୍ୟ କରିଥାଏ । ବେସନ ଆମ୍ଭ ସ୍କୀନ କୁ ଗୋରା ମଧ୍ୟ କରିଥାଏ । ଏହା ଏକ ଏଭଳି ଜିନିଷ ଅଟେ ଯାହା ର ବ୍ୟବହାର ସମସ୍ତ ଘରେ ହୋଇଥାଏ ।
ଚେହେରାର ସୁନ୍ଦରତାକୁ ବନାଇବା ନିମନ୍ତେ ଏହା ଅତ୍ୟନ୍ତ ଲାଭ ଦାୟକ ଅଟେ । ଏହା ଆମ୍ଭ ଚେହେରାର କଳାପଣ କୁ ଦୂର କରିବା ନିମନ୍ତେ ସଠିକ ଉପାୟ ଅଟେ । ଆପଣ ଏହାକୁ ବ୍ୟବହାର କିଭଳି କରିବେ ଆସନ୍ତୁ ଜାଣିବା । ଆପଣ ସର୍ବପ୍ରଥମେ ସାଧା ପାଣି ଅଥବା ନର୍ମାଲ ପାଣି ରେ ନିଜ ଚେହେରାକୁ ଧୋଇ ଦିଅନ୍ତୁ । ଏହାପରେ ଆପଣ ଏହାକୁ ନେଇ ନିଜ ଚେହେରାରେ ଭଲ ଭାବରେ ଲଗାଇ ମସାଜ କରନ୍ତୁ । ଆପଣ ସଂପୂର୍ଣ୍ଣ ଚେହେରାରେ ଲଗାଇ ଏହାକୁ ଭଲ ଭାବରେ ମସାଜ କରନ୍ତୁ । ଆପଣ ସମୁଦାୟ ୩ ରୁ ୪ ମିନିଟ ପର୍ଯ୍ୟନ୍ତ ଏହିଭଳି ମସାଜ କରନ୍ତୁ ।
ଆପଣ ଭଲ ଭାବରେ ମସାଜ କରି ସାରିବା ପରେ ନିଜ ଚେହେରାରେ ଏହି ପେଷ୍ଟ କୁ ନେଇ ଗୋଟିଏ ଲେପ ଭାବରେ ଲଗାଇ ଦିଅନ୍ତୁ । ଏହି ଲେପ କୁ ଲଗାଇ ଆପଣ ନିଜ ଚେହେରାରେ ଏହିଭଳି ପାୟ ୧ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଦିନକୁ ଥରେ ଏହାର ପ୍ରୟୋଗ କରନ୍ତୁ । ଏହାପରେ ଏହାକୁ ଧୋଇ ଦିଅନ୍ତୁ । ଆପଣ ଏହି ଉପାୟ ପ୍ରତିଦିନ କରନ୍ତୁ ଆପଣଙ୍କୁ ଏହାର ଲାଭ ଏକ ମାସ ମଧ୍ୟରେ ଦେଖିବାକୁ ମିଳିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।